ଅଧିକ ମଦ୍ୟପାନ କରିବାକୁ ଯୁବକମାନଙ୍କୁ ନିବେଦନ! ସରକାର ଘୋଷଣା କଲେ ଏହି ଖାସ୍ ପୁରସ୍କାର
ନୂଆଦିଲ୍ଲୀ: ମଦ୍ୟପାନ ଏକ ଖରାପ ଅଭ୍ୟାସ, ଯାହାକୁ ଛଡ଼ାଇବାକୁ ପରିବାର ସଦସ୍ୟ କିଛି ବି କରିବାକୁ ପଛାନ୍ତି ନାହିଁ । ଏପରି ବି କୁହାଯାଏ ଯେ ମଦ ଏକ ଖରାପ ପାନୀୟ, ଏହାକୁ ପିଇବା ଉଚିତ୍ ନୁହେଁ । କିନ୍ତୁ ଏପରି ଏକ ସ୍ଥାନର…