ସରକାରୀ କର୍ମଚାରୀ ହେବେ ମାଲାମାଲ୍! ୧ ଅଗଷ୍ଟରୁ ପୁଣି ବଢ଼ିବ ଡିଏ, ସରକାର କଲେ ଘୋଷଣା
ନୂଆଦିଲ୍ଲୀ: ଅଗଷ୍ଟ ମାସରେ ସରକାର କର୍ମଚାରୀମାନଙ୍କୁ ଏକ ବଡ଼ ଖୁସିଖବର ମିଳିବାକୁ ଯାଉଛି । ଛତିଶଗଡ ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତା ବୃଦ୍ଧି ପରେ ଏବେ ମହାରାଷ୍ଟ୍ର ସରକାର ମଧ୍ୟ କର୍ମଚାରୀମାନଙ୍କୁ ଖୁସି ଖବର…