fbpx

ଲଜ୍ୟା :ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ନୟାଗଡ : ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମେଡିଆ ରେ ଭାଇରାଲ ହେବାରେ ଲାଗିଛି । ହ୍ବାଟ୍‌ସଆପ୍ ଓ ଫେସବୁକ୍‌ରେ ଘୁରି ବୁଲୁଛି ନାବାଳିକାଙ୍କ ଅଶ୍ଳୀଳ ଫଟୋ । ନାବାଳିକାଙ୍କ ପକ୍ଷରୁ ସାଇବର ସେଲ୍‌ରେ ଅଭିଯୋଗ କରାଯାଇଛି ।

Get real time updates directly on you device, subscribe now.