fbpx

ପୂଜା ଅଫର.. ମାତ୍ର 10 ହଜାରରେ ଡବଲ୍ ଡୋର ଫ୍ରିଜ, ଏହି ଦିନ ଆରମ୍ଭ ହେବ Sale

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଫେଷ୍ଟିବଲ ସିଜନ ଜାରି ରହିଛି । ନବରାତ୍ରୀ ଏବଂ ଦୀପାବଳି ପାଇଁ ସପିଂ କମ୍ପାନୀମାନେ ବଡ ବଡ ସେଲ୍ ଆୟୋଜନ କରିଛନ୍ତି । ତେବେ ଏହି ସମୟରେ ସମସ୍ତେ ଘରକୁ କିଛି କିଛି ନୂଆ ଜିନିଷ ଆଣିବା ପାଇଁ ଚାହିଁଥାନ୍ତି । ଯଦି ଆପଣ ବି 10 ହଜାର ଟଙ୍କାରୁ କମ୍ ଟଙ୍କାରେ ଘର ପାଇଁ ଫ୍ରିଜ ଆଣିବା ପାଇଁ ଚାହୁଁଛନ୍ତି, ତେବେ ଏହା ସବୁଠାରୁ ଭଲ ସମୟ ।

 LG 45 L Direct Cool Single Door Mini Refrigeratorଏଲଜିର ଏହି ଫ୍ରିଜ ଛୋଟ ପରିବାର ଏବଂ ବେଚଲୋର ପାଇଁ ଆଦର୍ଶ ବିକଳ୍ପ ଅଟେ । ଏଥିରେ 45 ଲିଟରର କ୍ଷମତା ରହିଛି । ଏହାର ଡାଇରେକ୍ଟ କୁଲିଂ ସିଷ୍ଟମ ଫ୍ରିଜକୁ ଶୀଘ୍ର ଥଣ୍ଡା କରିଥାଏ । ଫ୍ଲିପକାର୍ଟରେ ଏହାର ଦାମ୍ 8 ହଜାର 999 ଟଙ୍କା ହୋଇପାରେ ।

Haier 52 L 3 Star Direct Cool Single Door Mini Refrigeratorଏହି କମ୍ପାନୀର ଫ୍ରିଜ ଅନର୍ଜି ଏଫିସିଏଣ୍ଟ ଅଟେ । ଏହାର କ୍ଷମତା 52 ଲିଟର ଏବଂ 3 ଷ୍ଟାର ରେଟିଂ ସହିତ ଆସିଥାଏ । ଏଥିରେ ଇନବିଲ୍ଟ ଷ୍ଟାବଲାଇଜର ରହିଛି । ଯାହାକି ଭୋଲଟେଜ ଫ୍ଲଚୁଏଚନରୁ ବଞ୍ଚାଇଥାଏ । ଆମାଜନ ସେଲରେ ଏହାର ଦାମ 9 ହଜାର 499 ଟଙ୍କା ହୋଇପାରେ ବୋଲି ଆକଳନ କରା।ଯାଉଛି ।

 Whirlpool 46 L 2 Star Direct Cool Single Door Mini Refrigeratorଏହି ଫ୍ରିଜର କ୍ଷମତା 46 ଲିଟର ରହିଛି । ଏହାର 2 ଷ୍ଟାର ରେଟିଂ ଏବଂ ଡାଇରେକ୍ଟ କୁଲିଂ ସିଷ୍ଟମ ଏହାର ଏକ ଭଲ ବିକଳ୍ପ ଅଟେ । ଏହା ମଧ୍ୟ 10 ହଜାରରୁ କମ୍ ଟଙ୍କାରେ ମିଳିପାରେ ।

Get real time updates directly on you device, subscribe now.