fbpx

ନିଆଳିରେ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼, କ୍ଷୟକ୍ଷତିର ସୂଚନା ନାହିଁ

ନିଆଳି(ଓଡ଼ିଶା ଭାସ୍କର); ବିଳମ୍ବିତ ରାତିରେ ସରପଞ୍ଚଙ୍କ ଘର ଉପରକୁ ହୋଇଛି ବୋମାମାଡ଼ । କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ରାଜନୈତିକ ଶତ୍ରୁତାରୁ ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ କେତେ କ୍ଷୟକ୍ଷତି ହୋଇଛି, ତାହାର ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଗୋବିନ୍ଦପୁର ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.