Browsing Category
ବାଣିଜ୍ୟ
ଭୁଲରେ Instagramରୁ ଫଟୋ କିମ୍ବା ଭିଡିଓ ଡିଲିଟ୍ ହୋଇଯାଇଛି କି? ଏହି ଟ୍ରିକ ଅପ୍ଲାଏ କଲେ ପୁଣି ଫେରିପାଇବେ
ନୂଆଦିଲ୍ଲୀ: ବର୍ତ୍ତମାନ ଦୁନିଆରେ କୋଟି କୋଟି ଲୋକେ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି । ମେଟାର ଫଟୋ ଏବଂ ଭିଡିଓ ସେୟାରିଂ ଆପ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଅଟେ । ୟୁଜର୍ସ ନିଜ ଲାଇଫର ମେମରୀକୁ ନିଜ ଫଲୋର୍ସଙ୍କ…
EPFOର ନୂଆ ନିୟମ: ଏଣିକି ସଦସ୍ୟଙ୍କ ମୃତ୍ୟୁ ପରେ EPF ସହାୟତା ରାଶି ପାଇବା ପ୍ରକ୍ରିୟା ସହଜ ହେବ
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ନୂଆ ନିୟମ ଆସିଛି । ଏହା ଇପିଏଫଓ ସଦସ୍ୟଙ୍କ ମୃତ୍ୟୁ ପରେ ଇପିଏଫ୍ ସହାୟତା ରାଶି ପାଇବା ପ୍ରକ୍ରିୟାକୁ ସହଜ କରିବ । ସାଧାରଣ ଭାବେ ନିଜ ସଦସ୍ୟଙ୍କ…
ମାତ୍ର ଗୋଟିଏ ଦିନରେ ୨୬,୪୦୦ କୋଟି ବଢିଗଲା Gautam Adaniଙ୍କ ସଂପତ୍ତି, ଗ୍ରୁପ୍ ସେୟାରରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି
ନୂଆଦିଲ୍ଲୀ: ଭାରତର ସବୁଠାରୁ ଦ୍ୱିତୀୟ ଧନୀ ବ୍ୟକ୍ତି ଏବଂ ଅଦାନୀ ଗ୍ରୁପର ମାଲିକ ଗୌତମ ଅଦାନୀଙ୍କ ସଂପତ୍ତି ଦ୍ରୁତଗତିରେ ବୃଦ୍ଧି ପାଇବା ଦେଖିବାକୁ ମିଳିଛି । ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ମାତ୍ର ୧…
ପ୍ରଥମ ଥର ପାଇଁ ୫ଟ୍ରିଲିୟନ ଡଲାର ଛୁଇଁଲା BSE ତାଲିକାଭୁକ୍ତ କଂପାନିଗୁଡ଼ିକର ମାର୍କେଟ୍ କ୍ୟାପ୍
ମୁମ୍ୱାଇ: ବିଏସଇ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ପ୍ରଥମ ଥର ପାଇଁ ରେକର୍ଡ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ମେ ୨୧ ରେ ଏକ ନୂତନ ଉଚ୍ଚସ୍ତରରେ…
SBI ଚେୟାରମ୍ୟାନ ପଦବୀ ପାଇଁ ଇଣ୍ଟରଭ୍ୟୁକୁ ଅଚାନକ ସ୍ଥଗିତ କଲେ FSIB, ନୂଆ ସରକାର ଗଠନ ପରେ ସ୍ଥିର ହେବ ତାରିଖ
ନୂଆଦିଲ୍ଲୀ: ଫାଇନାନସିଆଲ ସର୍ଭିସେଜ ଇନଷ୍ଟିଟୁସନ ବ୍ୟୁରୋ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେବା ସୂଚନା ମିଳିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂଆ ଚେୟାରମ୍ୟାନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ଲାଗି ନିର୍ଦ୍ଧାରିତ…
(Video) ସୁନା ଦର ଟପିଲା ୭୫ ହଜାର: ଗୋଟେ ପରେ ଗୋଟେ ଭାଙ୍ଗି ଚାଲିଛି ଝିଅ ବାହାଘର!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୁନା ଦର ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ସୁନା ଦର ବୃଦ୍ଧି କାରଣରୁ ଗତ ଏପ୍ରିଲ ମାସରେ କିଛି ଝିଅ ବାହାଘର ଭାଙ୍ଗିଯାଇଥିବା ନେଇ ମିଡ଼ିଆରେ ଖବର…
OTP ଫ୍ରଡରୁ ବଞ୍ଚାଇବ Android 15, ସ୍କାମ ରୋକିବାର ଉପାୟ ବାହାରକଲା Google
ନୂଆଦିଲ୍ଲୀ: ଗୁଗୁଲ Android 15 ର ନୂଆ ବିଟା ଭର୍ଜନ ଲଞ୍ଚ କରିଛି । ଆଗାମୀ କିଛି ମାସରେ ୟୁଜର୍ସଙ୍କୁ Android 15 ର ଷ୍ଟେବଲ ଭର୍ଜନ ମିଳିଯିବ । Android 15 ର ବିଟା ଭର୍ଜନରେ ଗୁଗୁଲ ଅଧିକ ଫିଚରକୁ ଲାଇଭ କରିଛି ।…
ଭାରତରୁ ରପ୍ତାନୀ ହେଉଥିବା ମସଲାକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ, ସରକାର ନେଲେ ଏହି ପଦକ୍ଷେପ
ନୂଆଦିଲ୍ଲୀ: ଭାରତରୁ ରପ୍ତାନୀ ହେଉଥିବା ମସଲାରେ ଏଥିଲିନ ଅକ୍ସାଇଡ ଥିବା ନେଇ ଲଗାତାର ଅନେକ ଦେଶ ଅଭିଯୋଗ କରି ଆକ୍ସନ ନେଇଛନ୍ତି । ଇଟିଓ ଅର୍ଥାତ ଏଥିଲିନ ଅକ୍ସାଇଡ ଏକ କ୍ୟାନ୍ସର ଜାତ କରୁଥିବା କେମିକାଲ, ଯାହାକୁ…
ଏଣିକି ଟଚ୍ ନ କରି ବି ଚାଲିବ ଫୋନ୍, ଜାଣନ୍ତୁ କ’ଣ କରିବାକୁ ହେବ
ଓଡ଼ିଶା ଭାସ୍କର: ଆପଣ ନିଜ ଫୋନ୍କୁ ଟଚ୍ ନ କରି ବ୍ୟବହାର କରିବାକୁ ଚାହୁଁଛନ୍ତି କି? ତେବେ ଖୁବ୍ ସହଜରେ ଆପଣ ଏହା କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏକ ଆପ୍ ଡାଉନଲୋଡ୍ କରିବାକୁ ହେବ । Spatial Touch ନାମକ ଏକ…
ବିକ୍ରି ହେବନି ଆପଣଙ୍କ ପ୍ରିୟ ହଲଦୀରାମ, ଅଫର୍ସରେ ଖୁସି ହେଲେନି ପ୍ରମୋଟର୍ସ
ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ନମକିନ ଏବଂ ସ୍ନାକ୍ସ ତିଆରି କରୁଥିବା କମ୍ପାନୀ ହଲଦୀରାମ ଏବେ ଆଉ ବିକ୍ରି ହେବି । କମ୍ପାନୀ ପ୍ରମୋଟର୍ସଙ୍କୁ ବିଭିନ୍ନ କମ୍ପାନୀମାନଙ୍କଠାରୁ ମିଳିଥିବା ଅଫର୍ସରେ ଖୁସି ନୁହନ୍ତି ।…