Browsing Category
ବାଣିଜ୍ୟ
ପିଲାମାନଙ୍କ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କିପରି ତିଆରି କରିବେ ୧ କୋଟି ଟଙ୍କାର ଫଣ୍ଡ
ନୂଆଦିଲ୍ଲୀ: ପିଲାମାନଙ୍କ ବିବାହରେ ବହୁତ ଖର୍ଚ୍ଚ ହୋଇଥାଏ । ଆପଣ ଘର ତିଆରି ପାଇଁ ହୋମ ଲୋନ ନେଇପାରିବେ । ପାଠ ପଢା ପାଇଁ ଏଜୁକେସନ ଲୋନ ନେଇପାରିବେ । ହେଲେ ବିବାହ ପାଇଁ ଏତେ ବଡ଼ ଲୋନ କେଉଁଠାରୁ ଯୋଗାଡ଼ କରିବେ ତାହା…
ବ୍ୟାଙ୍କମାନଙ୍କୁ ଟାଇଟ୍ କଲା RBI, ପୁରୁଣା ଋଣ ପରିଶୋଧ କରିବାକୁ ଦେଉଥିଲେ ନୂଆ ଲୋନ
ନୂଆଦିଲ୍ଲୀ: ବିକଳ୍ପ ନିବେଶ ପାଣ୍ଠି ମାଧ୍ୟମରେ ପୁରୁଣା ଋଣ ପରିଶୋଧ କରିବାକୁ ନୂତନ ଋଣ ଗ୍ରହଣ କରିବାର ବ୍ୟବସ୍ଥାକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ ନିଷ୍ପତ୍ତି ନେଇଛି। ଆରବିଆଇ ବ୍ୟାଙ୍କ, ଅଣ…
ଆପଣ କେତେ କ୍ୟାସ୍ ଘରେ ରଖିପାରିବେ ? କ’ଣ କହୁଛି ଇନକମ୍ ଟ୍ୟାକ୍ସର ନିୟମ
ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସ ଯାଞ୍ଚ ସମୟରେ କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରୁ ୩୫୧ କୋଟି ଟଙ୍କା ଜବତ କରାଯାଇଛି । ଏ ବିଷୟରେ ଏଏନଆଇ ସହ କଥା ହୋଇ ସାହୁ କହିଛନ୍ତି ଯେ, ମୁଁ ସ୍ୱୀକାର କରିପାରିବି ଯେ ଉଦ୍ଧାର…
ବ୍ୟାଙ୍କ ସହ ଜଡିତ ଏହି କାମକୁ ୩୧ ଡିସେମ୍ବର ସୁଦ୍ଧା ଶେଷ କରନ୍ତୁ, ନଚେତ ହୋଇପାରେ ଅନେକ ସମସ୍ୟା
ଆଉ ଅଳ୍ପ ଦିନ ପରେ ଆସିବାକୁ ଯାଉଛି ନୂଆବର୍ଷ । ତେବେ ଏହି ସମୟ ସୀମା ଭିତରେ ଯଦି ଆପଣଙ୍କର କିଛି ଆର୍ଥିକ କାରବାର ସମସ୍ୟା ରହିଛି ତେବେ ତୁରନ୍ତ ଏହାକୁ ସାରିଦିଅନ୍ତୁ । କାରଣ କିଛି ଗୁଡିଏ ଆର୍ଥିକ ସମସ୍ୟାର ସମାଧାନ…
ରାମ ମନ୍ଦିରର ଉଦଘାଟନ ପାଇଁ ମୁରଲୀ ମନୋହର ଯୋଶୀ-ଏଲ.କେ ଆଡଭାନୀଙ୍କୁ କରାଗଲା ନିମନ୍ତ୍ରଣ
ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ କରିଥିବା ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ-ଏଲ.କେ ଆଡଭାନୀଙ୍କୁ ୨୨ ଜାନୁଆରୀ ୨୦୨୪ ରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ…
ଏଣିକି ଅଦରକାରି ଫୋନ୍ କଲ୍ ଉପରେ ଲାଗିବ ୫୦ ହଜାର ଟଙ୍କା ଜୋରିମାନା
ନୂଆଦିଲ୍ଲୀ: ଚଳିତ ବର୍ଷ ଲୋକସଭାରେ ଟେଲିକମ ବିଲ ଉପସ୍ଥାପିତ ହୋଇଥିଲା । ଏହି ବିଲରେ ଅନେକ ସଂସ୍କାର ପାଇଁ ବ୍ୟବସ୍ଥା ରହିଛି । ଏହି ବିଲ ଉପସ୍ଥାପନ କରିବା ସମୟରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ‘ଏହାର…
ଭୋଡାଫୋନ୍ ଆଇଡିଆ ଜାରି କଲା ନୂଆ ଶସ୍ତା ପ୍ଲାନ, ଗ୍ରାହକଙ୍କୁ ମାଗଣାରେ ମିଳିବ ୧୩ଟି OTT ସବସ୍କ୍ରିପସନ
ନୂଆଦିଲ୍ଲୀ: ଜିଓ ଏବଂ ଏୟାରଟେଲ ପରେ ଭୋଡାଫୋନ୍ ଆଇଡିଆ ହେଉଛି ଭାରତୀୟ ଟେଲିକମ୍ କ୍ଷେତ୍ରର ତୃତୀୟ ବୃହତ୍ତମ କମ୍ପାନୀ। ଏହାର ଉପଭୋକ୍ତା ଆଧାର ବୃଦ୍ଧି କରିବାକୁ, କମ୍ପାନୀ ଗ୍ରାହକଙ୍କୁ ନୂତନ ଆକର୍ଷଣୀୟ ଯୋଜନା ପ୍ରଦାନ…
‘ଲ୍ୟାଣ୍ଡ ଅଫ୍ ଇଣ୍ଡଷ୍ଟ୍ରି’ ହେବ ବିହାର ! ରାଜ୍ୟର ଅର୍ଥବ୍ୟବସ୍ଥା ଉପରେ କେତେ ପ୍ରାଭାବି ହେବ ନିବେଶକ ଶିଖର ସମ୍ମିଳନୀ
ପାଟଣା: ନିକଟରେ ବିହାରରେ ୨ ଦିବସୀୟ ନିବେଶକ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ପ୍ରୟେ ୩୦୦ କମ୍ପାନୀ ଯୋଗ ଦେଇଥିଲେ । ଉକ୍ତ କମ୍ପାନୀ ଗୁଡ଼ିକ ବିହାର ସରକାରଙ୍କ ସହ ୫୦ ହଜାର ୫୩୦ କୋଟି ଟଙ୍କାର…
ଏତେ ଅଧିକ ରିଟର୍ଣ୍ଣ ମିଳୁଛି? ୬ଟି ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟରେ ଦେଉଛନ୍ତି ୮ ପ୍ରତିଶତ ସୁଧ
ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ସୁଧ ଆଶାରେ ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ସାଧାରଣ ଭାବେ ସେଭିଙ୍ଗସ ଆକାଉଣ୍ଟଧାରୀଙ୍କୁ ସ୍ଥାୟୀ ଜମା (ଏଫଡି) ଅପେକ୍ଷା କମ୍ ସୁଧ ମିଳିଥାଏ । ତେବେ କିଛି ବ୍ୟାଙ୍କ…
୧୭ ଡିସେମ୍ବର ପର୍ଯ୍ୟନ୍ତ ସରକାରଙ୍କୁ ମିଳିଛି ୨୧% ରୁ ଅଧିକ ଟ୍ୟାକ୍ସ, ୨.୨୫ ଲକ୍ଷ କୋଟି ଜାରି ହେଲା ରିଫଣ୍ଡ
ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ୨୦୨୩ ଡିସେମ୍ବର ୧୭ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୦.୬୬ ପ୍ରତିଶତ ବୃଦ୍ଧି ଘଟିଛି। ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୧୩,୭୦,୩୮୮ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ସମାନ…