Browsing Category

ବାଣିଜ୍ୟ

ଟ୍ୱିଟର ଓ ମେଟା ପରେ କର୍ମଚାରୀଙ୍କ ଛଟେଇ ଆରମ୍ଭ କଲା ଆମାଜନ୍! ଚାକିରି ପଳେଇବା ନେଇ ମନରେ ଛନକା

ନୂଆଦିଲ୍ଲୀ: ପ୍ରଥମେ ଟ୍ୱିଟର, ତାପରେ ମେଟା ଆଉ ଏବେ ଆମାଜନ । ଏବେ ଇ-କମର୍ସ ଆମାଜନ ନିଜ କର୍ମଚାରୀଙ୍କୁ ପିଙ୍କ୍ ସ୍ଲିପ୍ ଦେବା ଆରମ୍ଭ କରିଛି । ଗୋଲାପୀ ସ୍ଲିପ୍ସ ଦେବା ଅର୍ଥ ଚାକିରିରୁ ବରଖାସ୍ତ ହେବା । ଗତ ସପ୍ତାହରେ…

ଟ୍ୱିଟର ବ୍ଲୁ ଟିକ୍ ପାଇଁ ଭାରତରେ ଦେବାକୁ ପଡିପାରେ ଏତିକି ଟଙ୍କା; ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଟ୍ୱିଟର ଅଧିଗ୍ରହଣ କରିବା ପରେ ଆକ୍ସନ ମୋଡରେ ଅଛନ୍ତି ଏଲନ୍ ମସ୍କ । ସେ ଟ୍ୱିଟରକୁ ନେଇ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବାବେଳେ ଟ୍ୱିଟରରେ ବ୍ଲୁ ଟିକ୍ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । କାରଣ…

ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ମିଳିଲା ୫୨୮୩ କୋଟି ଟଙ୍କା

କେନ୍ଦ୍ର ସରକାର ଗୁରୁବାର ଦିନ ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି । ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ…

UPI ଠକେଇକୁ ଏଡାଇବା ପାଇଁ ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟର ଧାରା ବୃଦ୍ଧି ପାଉଛି। ଏଥି ସହିତ, UPI ନିକଟ ଅତୀତରେ ସର୍ବାଧିକ ବ୍ୟବହୃତ ଡିଜିଟାଲ୍ ପେମେଣ୍ଟ ମୋଡ୍ ଭାବରେ ଉଭା ହୋଇଛି। ଏଭଳି ସୁବିଧା ଜଣକ ଉପାୟରେ କାରବାର ହୋଇଯାଉଥିବାରୁ…

EPFO ଗ୍ରାହକଙ୍କର ବଢ଼ିବ ପେନସନ୍! ସରକାର ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ: EPFO ଗ୍ରାହକମାନଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର  । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (EPFO) ଗ୍ରାହକଙ୍କ ପେନସନ ବୃଦ୍ଧି ପ୍ରସ୍ତାବକୁ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ଇପିଏଫଓ ନିଜ…

ଏସବିଆଇର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର: ବନ୍ଦ ହୋଇଯିବ SBI YONO ଆକାଉଣ୍ଟ! ବ୍ୟାଙ୍କ ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଏସବିଆଇର ଗ୍ରାହକ ଓ ନିଜ ମୋବାଇଲରେ ୟୋନୋ ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଆପଣଙ୍କ ଏସବିଆଇ ୟୋନୋ ଆପ୍ ବନ୍ଦ ହୋଇଯିବ! ଏପରି ଏକ ମେସେଜ୍ ଏବେ ସୋସିଆଲ…

ଆଧାରକାର୍ଡ ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ସରକାର: ଏଣିକି ପ୍ରତି ୧୦ ବର୍ଷରେ କରିବାକୁ ପଡ଼ିବ…

ନୂଆଦିଲ୍ଲୀ: ଯଦି ଆପଣ ୧୦ ବର୍ଷ ପୂର୍ବେ ଆଧାରକାର୍ଡ ପ୍ରସ୍ତୁତ କରିଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଏକ ଗାଇଡଲାଇନ୍ ଜାରି କରିଛି । ୧୦…

ପରବର୍ତ୍ତୀ ବେତନ କମିସନ କେବେ ଲାଗୁ ହେବ! ନୂଆ ଫର୍ମୂଲାରେ ବଢ଼ିବ କର୍ମଚାରୀଙ୍କ ସାଲାରି

ନୂଆଦିଲ୍ଲୀ: ବର୍ତ୍ତମାନ ପାଖାପାଖି ୭୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୫୨ ଲକ୍ଷ ପେନସନଧାରୀ ସପ୍ତମ ବେତନ କମିସନର ବେନିଫିଟ୍ ପାଉଛନ୍ତି । ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇ ମାସରେ ଦୁଇଥର କର୍ମଚାରୀଙ୍କର ମହଙ୍ଗା ଭତ୍ତା…

ମୁକେଶ ଅମ୍ବାନୀ ଜୀବନରେ ଯେତେ ଆୟ କରିଛନ୍ତି, ତାଠୁ ଅଧିକ ସଂପତ୍ତି ୧୦ ମାସରେ ହରାଇଲେ ମସ୍କ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସଂପତ୍ତି ହରାଇବା ମାମଲାରେ ଏକ ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି। ଫେସବୁକ ମାଲିକ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ମସ୍କ ଏହି ସ୍ଥାନ…

ଶକ୍ତିଶାଳୀ ହେବ ଟଙ୍କା: ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନଆର)ରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଅନୁମତି ଦେବା ଲାଗି ବୈଦେଶିକ ବାଣିଜ୍ୟ ନୀତି ଏବଂ ପଦ୍ଧତି ପୁସ୍ତିକାରେ ଆବଶ୍ୟକ ସଂଶୋଧନ କରିଛନ୍ତି ଭାରତ ସରକାର ।…