Browsing Category
ବାଣିଜ୍ୟ
କମିଲା ଅଶୋଧିତ ତୈଳ ଦର: ଏବେ ଏତିକି ଶସ୍ତା ହେବ ପେଟ୍ରୋଲ-ଡିଜେଲ!
ନୂଆଦିଲ୍ଲୀ:ଆର୍ନ୍ତଜାତୀୟ ବଜାରରରେ ଅଶୋଧିତ ତୈଳ ଦର ଦିନକୁ ଦିନ କମିବାର ଲାଗିଛି । ଅଶୋଧିତ ତୈଳ ମୂଲ୍ୟ ଗତ ୭ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ବର୍ତ୍ତମାନ ବ୍ରେଣ୍ଟ ଫ୍ରୁଡ ଅଏଲ ବ୍ୟାରେଲ ପିଛା ପ୍ରାୟ ୯୧…
ଏହି ଯୋଜନାରେ ମାତ୍ର ୬୦ ଟଙ୍କାରେ ଡାଇବେଟିସ୍ ମେଡିସିନ୍ ଦେବେ ସରକାର, ଉପକୃତ ହେବେ ୭ କୋଟିରୁ ଅଧିକ ରୋଗୀ
ନୂଆଦିଲ୍ଲୀ: ଡାଇବେଟିସ୍ ରୋଗୀଙ୍କ ପାଇଁ ସୁଲଭ ମୂଲ୍ୟରେ କେନ୍ଦ୍ର ସରକାର ଏହି ଔଷଧ ବଜାରରେ ପ୍ରବେଶ କରିଛନ୍ତି। ଏହି ଔଷଧର ନାମ ହେଉଛି ସୀତାଗଲିପଟିନ୍। ୧୦ ଟାବଲେଟ୍ ଏହି ଷ୍ଟ୍ରିପ୍ର ମୂଲ୍ୟ ୬୦ ଟଙ୍କା ରଖାଯାଇଛି। ଏହି…
ସରକାରଙ୍କ ଏହି ଯୋଜନାରେ ପ୍ରତି ମାସରେ କରିବେ ରୋଜଗାର: ଆକାଉଣ୍ଟକୁ ଆସିବ ୨୧୦୦୦ ଟଙ୍କା, ଜାଣନ୍ତୁ କିପରି ?
ନୂଆଦିଲ୍ଲୀ: ଯଦି ଆପଣ ପ୍ରତି ମାସରେ ରୋଜଗାରର କିଛି ବିକଳ୍ପ ଖୋଜୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଲାଭଦାୟକ । ଆଜି ଆମେ ଆପଣଙ୍କୁ ଏପରି ଏକ ସରକାରୀ ଯୋଜନା ବିଷୟରେ କହିବାକୁ ଯାଉଛି, ଯେଉଁଥିରେ ନିବେଶକଙ୍କୁ…
ଅଳ୍ପ କିଛି ଟଙ୍କା ଦେଇ ଲକ୍ଷ ଲକ୍ଷ ଟଙ୍କା ରକ୍ଷା କରନ୍ତୁ, ଜାଣନ୍ତୁ ବ୍ୟବସାୟରେ ବୀମା କାହିଁକି ଗୁରୁତ୍ୱପୂର୍ଣ୍ଣ
ନୁଆଦିଲ୍ଲୀ: ବୀମା ଗୁଡ଼ିକ କୌଣିସ କମ୍ପାନୀର ଉତ୍ପାଦକୁ ସୁରକ୍ଷା ପ୍ରଦାନ କରିଥାଏ। ଯାହା ବ୍ୟବସାୟୀମାନଙ୍କୁ ଆପତକାଳରେ ସାହାଯ୍ୟ କରିଥାଏ। ବଜାରରେ ଅନେକ ପ୍ରକାର ବୀମା ମିଳିଥାଏ। ଏହାରି ମଧ୍ୟରୁ ଏକ ଟଙ୍କା ବୀମା…
ଏଣିକି ମହିଳାଙ୍କୁ ମିଳିବ କନଫର୍ମ ସିଟ୍: ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଜାଣନ୍ତୁ କ’ଣ ରହିଛି ପ୍ଲାନ୍
ନୂଆଦିଲ୍ଲୀ: ଏଣିକି ମହିଳାଙ୍କୁ ସିଟ୍ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ରେଲୱେ ପକ୍ଷରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହିଳାଙ୍କୁ ଧ୍ୟାନରେ ରଖି ବଡ଼ ଘୋଷଣା କରିଛନ୍ତି ।…
ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଶସ୍ତା ହୋଇ ଶସ୍ୟ: ତଳକୁ ଖସିଲା ଚାଉଳ ରେଟ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହା ଫଳରେ ଚାଉଳ ଦାମରେ ୨୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଯଦି ଆପଣ ରାସନ କିଣିବାକୁ ଯାଉଛନ୍ତି, ତାହେଲେ ଏବେ ରେଟ୍…
RBIର ବଡ଼ ଘୋଷଣା: ଏଣିକି BBPS ମାଧ୍ୟମରେ ୟୁଟିଲିଟି, ଶିକ୍ଷା ଓ ଅନ୍ୟ ବିଲ୍ ପେମେଣ୍ଟ କରିପାରିବେ ପ୍ରବାସୀ ଭାରତୀୟ
ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ (ଏନଆରଆଇ)ଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ଭାରତ ବିଲ ପେମେଣ୍ଟ ସିଷ୍ଟମ (ବିବିପିଏସ) ମାଧ୍ୟମରେ ସିଧାସଳଖ ବିଲ୍ ପେମେଣ୍ଟ…
ହ୍ୱାଟ୍ସଆପ୍ରେ ଏହି ନମ୍ବରକୁ ‘ହାଏ’ ପଠାଇଲେ ହୋଇଯିବ FASTag ରିଚାର୍ଜ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ନୂଆଦିଲ୍ଲୀ: ବର୍ତ୍ତମାନ ହ୍ୱାଟ୍ସଆପ୍ ମେସେଜ୍ ପଠାଇବା ପରି FASTag ରିଚାର୍ଜ କରିବା ସହଜ ହେବ। ଯଦିଓ ଗାଡି ମାଲିକମାନଙ୍କ ପାଇଁ FASTag ରିଚାର୍ଜ କରିବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି, କିନ୍ତୁ ବ୍ୟାଙ୍କଗୁଡିକ…
କୋଟି କୋଟି ଯାତ୍ରୀଙ୍କୁ ଖୁସିଖବର ଦେଲା IRCTC! ଏଣିକି ଟିକେଟ୍ ବୁକ୍ କଲେ ମିଳିବ ବଡ଼ ଫାଇଦା
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା କୋଟି କୋଟି ଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣ ଟ୍ରେନରେ ମଧ୍ୟ ରିଜର୍ଭେସନ୍ କରନ୍ତି, ତେବେ ଏଣିକି ଆପଣ ନିଜ ପାଇଁ ଏକ ସିଟ୍ ବୁକ୍ କରିପାରିବେ । ବର୍ତ୍ତମାନ…
୫୦,୦୦୦ ଟଙ୍କା ତଳକୁ ଖସିଲା ସୁନା ଦର: ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍
ନୂଆଦିଲ୍ଲୀ: ଦେଶରେ ପିତୃ ପକ୍ଷ ଦିନ ଚାଲିଛି ଏବଂ ଏହାରି ମଧ୍ୟରେ ସୁନା ଓ ରୂପା ଚାହିଦା ଯଥେଷ୍ଟ ହ୍ରାସ ପାଇଛି । ଏହା ବ୍ୟତୀତ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଉଛି ଯାହା ଘରୋଇ ମୂଲ୍ୟ ଉପରେ…