Browsing Category

ବାଣିଜ୍ୟ

IPLକୁ ନେଇ ବଡ ଘୋଷଣା କଲା Jio: ଏଣିକି ନୂଆ ଷ୍ଟାଇଲରେ କ୍ରିକେଟପ୍ରେମୀ ଦେଖିବେ ଟି-୨୦ ଲିଗ

ନୂଆଦିଲ୍ଲୀ: ରିଲାଏନ୍ସ AGM ୨୦୨୨ରେ କମ୍ପାନୀ JioAirFiberର ଘୋଷଣା କରିଛି । ଏହାଦ୍ୱାରା ଅନେକ କିଛି ଜିନିଷରେ ପରିବର୍ତ୍ତନ ହେବ । ତେବେ ଲୋକପ୍ରିୟ ଟି-୨୦ ଲିଗ IPL ଦେଖିବାର ଅନ୍ଦାଜ ମଧ୍ୟ ବଦଳିବାକୁ ଯାଉଛି ।…

ସରକାରୀ ଚାକିରି ଖୋଜୁଥିଲେ ଆସିଯାଇଛି ଖୁସିଖବର: FCI ରେ ଖାଲିପଡିଛି ୧୧୩ଟି ପୋଷ୍ଟ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର। ଭାରତୀୟ ଖାଦ୍ୟ ନିଗମ (FCI) ବିଭିନ୍ନ ଜୋନରେ ଅଲଗା ଅଲଗା ବିଭାଗରେ ପଦବୀ ଖାଲିପଡିଛି। ଗ୍ରେଡ ୨ ମ୍ୟାନେଜର ପଦବୀରେ ୧୧୩ଟି ସିଟ୍‌…

‘କାଳିଆ’ ଯୋଜନା: ଏହି ଦିନ ୪୧ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୮୦୦ କୋଟି ଟଙ୍କା, ଜାଣନ୍ତୁ କେବେ ?

ଭୁବନେଶ୍ୱର: ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ ହୋଇଥିବା ବେଳେ ଚାଷୀଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ 'କାଳିଆ' ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ 'କାଳିଆ' ଯୋଜନାର ହିତାଧିକାରୀଙ୍କ ପାଇଁ…

8th Pay Commission Update: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର ! ଲାଗୁ ହେବ ଅଷ୍ଟମ ବେତନ ଆୟୋଗ !

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଦେଶବ୍ୟାପୀ ଲାଗୁ ହୋଇଛି ସପ୍ତମ ବେତନ ଆୟୋଗ । ଏହି ଆଧାରରେ କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମଧ୍ୟ ମିଳିପାରୁଛି । ଏହାପରେ ମଧ୍ୟ ସାଲାରୀକୁ ନେି…

ଡଲାର ତୁଳନାରେ ତଳକୁ ଖସିଲା ଭାରତୀୟ ମୁଦ୍ରା: ସେୟାର ମାର୍କେଟରେ ପାଲଟିଗଲା ନୂଆ ରେକର୍ଡ

ନୂଆଦିଲ୍ଲୀ: ଆମେରିକାରେ ସୁଧ ହାରରେ କୌଣସି ମନ୍ଥରତା ନଥିବା ସଂକେତ ମିଳି ସାରିଛି । ଏହାପରେ ଡଲାର ତୁଳନାରେ ସାରା ବିଶ୍ୱର ମୁଦ୍ରା ହ୍ରାସ ପାଇବାରେ ଲାଗିଛି । ଫେଡେରାଲ ରିଜର୍ଭର ସଂକେତ ମିଳିବା ପରେ ଇନଭେଷ୍ଟରମାନେ…

ଜିଓ ପରେ Airtel ର 5G ସେବା ଘୋଷଣା, ଏହି ତାରିଖରୁ ଆରମ୍ଭ କରିବ ସର୍ଭିସ

ନୂଆଦିଲ୍ଲୀ: ୫ଜି ସେବାକୁ ନେଇ ବଡ଼ ଅପଡେଟ ଆସିବାରେ ଲାଗିଛି । ରିଲାଏନ୍ସ ଜିଓର ବାର୍ଷିକ ସାଧାରଣ ମିଟିଂରେ ୫ଜି ସେବା ଆରମ୍ଭ ନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । କମ୍ପାନୀ ଦିପାବଳୀଠାରୁ ଏହାର ୫ଜି ସେବା ଆରମ୍ଭ…

ଦିପାବଳୀରୁ ମିଳିବ Jio 5G ସେବା: ଘୋଷଣା କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ରିଲାଏନ୍ସର ବାର୍ଷିିକ ସାଧାରଣ ବୈଠକ(Reliance AGM 2022)ରେ ଜିଓ ୫ଜି (Jio 5G) ସେବାର ଘୋଷଣା କରିଛନ୍ତି । ଜିଓ ୫ଜି  ସର୍ଭିସ ସେବା ଦିପାବଳୀ ଠାରୁ ଆରମ୍ଭ…

Jio 5Gର ଘୋଷଣା କଲେ ମୁକେଶ ଅମ୍ବାନୀ: ଏହି ସହରରୁ ହେବ ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ବାର୍ଷିକ ସାଧାରଣ ବୈଠକର ଆୟୋଜନ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(RIL) । କମ୍ପାନୀର ୪୫ତମ ବାର୍ଷିକ ସାଧାରଣ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଥିଲେ ମୁକେଶ ଅମ୍ବାନୀ । ତେବେ…

ନିଜ ଘରେ କେତେ ସୁନା ରଖିପାରିବେ ଆପଣ? ଆଗରୁ ଜାଣିନିଅନ୍ତୁ, ନଚେତ୍ ଯାଇପାରନ୍ତି ଜେଲ୍

ନୂଆଦିଲ୍ଲୀ: ଭାରତରେ ଲୋକଙ୍କ ପାଇଁ ସୁନା କେବଳ ଏକ ଧାତୁ ନୁହେଁ, ବରଂ ଏକ ଭାବନା । ଏହା କେବଳ ଏକ ସୁରକ୍ଷିତ ନିବେଶ ନୁହେଁ, ବରଂ ଏଥିରେ ଆମ ପରିବାରର ସୁଖ ମଧ୍ୟଜଡ଼ିତ ହୋେଇ ରହିଛି । କୌଣସି ପର୍ବରେ ସୁନା କିଣିବା ଶୁଭ…

SBI ର ୪୫ କୋଟି ଗ୍ରାହକ ଧ୍ୟାନ ଦିଅନ୍ତୁ, ପାନ୍ କାର୍ଡ ବିଷୟରେ ବଡ ଅପଡେଟ୍, ନଚେତ୍ ଟଙ୍କା ଆକାଉଣ୍ଟରୁ ଗାଏବ ହୋଇଯିବ!

ନୂଆଦିଲ୍ଲୀ: ବର୍ତ୍ତମାନ ଅନେକ ଗ୍ରାହକ ଦେଶର ବିଭିନ୍ନ ସ୍ଥାନରେ ସାଇବର ଠକେଇର ଶିକାର ହେଉଛନ୍ତି। ଏହି ଧାରାରେ ଏସବିଆଇ ନାମରେ ଅନେକ ଲୋକ ମେସେଜ ଗ୍ରହଣ କରୁଛନ୍ତି। ଗ୍ରାହକଙ୍କୁ ପଠାଯାଉଥିବା ମେସେଜର ସେମାନଙ୍କୁ…