Browsing Category
ବାଣିଜ୍ୟ
ଗଛରେ ଝୁଲୁଛି ପେନ୍ଥା ପେନ୍ଥା ଲିଚୁ: ଓଡ଼ିଶାରୁ ୯୦ ଟଙ୍କାରେ କିଣି ୨୦୦ରେ ବିକୁଛି ଆନ୍ଧ୍ର, ଚାଷୀଙ୍କୁ ଟାଗେର୍ଟ କରୁଛନ୍ତି ଆନ୍ଧ୍ର ମାଫିଆ
କୋରାପୁଟ, (ଭାସ୍କର ନ୍ୟୁଜ୍): ଖରାଦିନେ ଲିଚୁର ବେଶ ଚାହିଦା ରହିଥିବା ବଳେ ଲୋକେ ମଧ୍ୟ ଲିଚୂ ଖାଇବାର ମଜା ଉଠେଇଥାନ୍ତି ଲୋକେ । ଏବେ ଲିଚୁ ପସରା ମାନଙ୍କରେ ଗରାଖ ମାନଙ୍କର ଭିଡ ଦେଖିବାକୁ ମିଳୁଥିବା ବେଳେ ଲିଚୁ ଚାଷ…
ଅଟୋ-ଟ୍ୟାକ୍ସିରେ ଯାତ୍ରା କରିବା ଆହୁରି ହେବ ମହଙ୍ଗା, ଜାଣନ୍ତୁ କେତେ ବଢ଼ିବ ଭଡ଼ା?
ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ଉପରେ ଅଙ୍କୁଶ ଲାଗିଥିଲେ ବି ଏବେବି ଲୋକମାନେ ଏଥିରେ ପ୍ରଭାବିତ ହେଉଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀବାସୀଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣ ଅଟୋ, ଟ୍ୟାକ୍ସିରେ ଯାତ୍ରା କରୁଛନ୍ତି,…
ଟ୍ୟାକ୍ସ ଚୋରି ଉପରେ ଲାଗିବ ରୋକ୍, ବାର୍ଷିକ ଏତିକି ଟଙ୍କା ଜମା ଏବଂ ଉଠାଣ ପାଇଁ ଏହି ନିୟମ ବାଧ୍ୟତାମୂଳକ
ନୁଆଦିଲ୍ଲୀ: ଏବେ ଟଙ୍କା ଜମା ଏବଂ ଉଠାଣ ପାଇଁ ବାଧ୍ୟତାମୂଳକ ଆଧାର କାର୍ଡ କିମ୍ବା ପାନ୍ କାର୍ଡ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟ୍ୟକ୍ସ ବୋର୍ଡ ଜାରି କରିଥିବା ସୂଚନା ମୁତାବକ ଏହି ନିୟମ ବ୍ୟାଙ୍କ, ଡାକଘର କିମ୍ବା ସରକାରୀ…
PM Awas Yojanaରେ ଏବେ ମିଳିବ ୩ ଗୁଣା ଅଧିକ ରାଶି! ଜାଣନ୍ତୁ ସରକାରଙ୍କ ନୂଆ ଯୋଜନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଆସିଛି ବଡ଼ ଖବର । ଏବେ ଏହି ଖାସ୍ ଯୋଜନା ଅଧିନରେ ଘର ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ଦେବାର ପ୍ରସ୍ତାବ ଦିଆଯାଇଛି, ଯାହାକି ପୂର୍ବରୁ ଦିଆଯାଉଥିବା ରାଶିର ୩…
ରେଲୱେର ବଡ଼ ନିଷ୍ପତ୍ତି: ଏବେ ଏହି ଟ୍ରେନର ୱେଟିଂରେ ଥିବା ଲୋକଙ୍କୁ ମିଳିବ କନଫର୍ମ ଟିକେଟ୍, ଲିଷ୍ଟରେ ଓଡ଼ିଶା ବି ସାମିଲ
ନୂଆଦିଲ୍ଲୀ: ଖରାଛୁଟି ଆରମ୍ଭ ହୋଇଛି । ଏପରି ପରିସ୍ଥିତିରେ ଯଦି ଆପଣ ଘରକୁ ଯିବାର ପ୍ଲାନିଂ କରୁଛନ୍ତି ଓ ଟ୍ରେନର ୱେଟିଂ ଲିଷ୍ଟ୍ ଦେଖି ଅସୁବିଧାରେ ପଡିଛ, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।…
ଏଲଜି ଲଞ୍ଚ କଲା ନିଆରା ମାସ୍କ: ମୂଲ୍ୟ ୧୫,୦୦୦ଟଙ୍କା
ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ତା ସହିତ ହ୍ରାସ ପାଉଛି ମାସ୍କର ବ୍ୟବହାର । କିନ୍ତୁ କମୁନି ମାସ୍କର ଦାମ । ୧୫ ଟଙ୍କାରେ ଦିନେ ମାସ୍କ ବିକ୍ରି ହେଉଥିବା ବେଳେ ଆଜି ଏହାର ଦାମ ପହଞ୍ଚିଛି ୧୫ ହଜାର ଟଙ୍କାରେ ।…
୧୫ ଟଙ୍କାରେ ଯାତ୍ରୀମାନଙ୍କୁ ମିଳିବ ଭାତ, ଡାଲି ଓ ଆଚାର; ଜାଣନ୍ତୁ କ’ଣ ରହିଛି ରେଲୱେ ମେନ୍ୟୁ
ନୂଆଦିଲ୍ଲୀ: ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା ଆଣିଦେଇଛି ରେଲୱେ । ଏବେ ୧୫ ଟଙ୍କାରେ ରେଳ ଯାତ୍ରୀଙ୍କୁ ମିଳିବ ଭାତ-ଡାଲି-ଆଚାର । ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ରାଞ୍ଚି ରେଳ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଷ୍ଟେସନରେ…
Ration Card: ସରକାର ରାସନ ନେବା ନିୟମରେ କଲେ ବଡ଼ ପରିବର୍ତ୍ତନ, ୩ ରାଜ୍ୟରେ ମିଳିବନି ଗହମ
ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ଓ ଆପଣ ପ୍ରତି ମାସରେ ସରକାରଙ୍କଠାରୁ ମାଗଣା ରାସନ ନେଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ପକ୍ଷରୁ ରାସନ କାର୍ଡ ନିୟମରେ…
ଭାରତୀୟ ବଜାରରେ ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ, ସରକାର ନେଲେ ଏହି ନିଷ୍ପତ୍ତି
ନୂଆଦିଲ୍ଲୀ: ଦିନକୁ ଦିନ ଦରଦାମ୍ ବଢ଼ିଚାଲିଥିବା ବେଳେ ଏବେ ସେଥିରୁ ସାମାନ୍ୟ ଆରାମ ମିଳିଛି । ସରକାର ପେଟ୍ରୋଲ-ଡିଜେଲ ଓ ଗହମ ଶସ୍ତା କରିଥିବା ବେଳେ ଖାଇବା ତେଲ ଓ ଚିନି ଦାମ୍ କମ୍ କରିବାକୁ ଯୋଜନା କରୁଛନ୍ତି । ଭାରତୀୟ…
ଖାଇବା ତେଲ ପରେ ଏବେ ମିଳିବ ଶସ୍ତା ଚିନି! ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ବର୍ଦ୍ଧିତ ଦରରୁ ଲୋକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଲଗାତାର ପ୍ରୟାସ କରୁଛନ୍ତି । ପେଟ୍ରୋଲ-ଡିଜେଲ, ଖାଇବା ତେଲ ଓ ଗହମ ପରେ ଏବେ କେନ୍ଦ୍ର ସରକାର ଚିନିକୁ ନେଇ ଏକ ବଡ଼ ନିଷ୍ପତ୍ତି…