Browsing Category

ବାଣିଜ୍ୟ

ମୋଦୀ ସରକାର ଆଣିଛନ୍ତି ଯୋଜନା: ୬୦ ବର୍ଷ ହେଲେ ଶ୍ରମିକ ମଧ୍ୟ ପାଇବେ ପେନ୍ସନ୍, ଜାଣନ୍ତୁ ପ୍ରସେସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ଶ୍ରମିକମାନଙ୍କୁ ପେନସନ୍ ସୁବିଧା ଯୋଗାଇବେ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଉତ୍ତମ ଯୋଜନା । ଏହା ଅଧୀନରେ ରାସ୍ତାଘାଟ…

ଖିମଜୀ ଜୁଏଲର୍ସରେ ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍’ର ଶୁଭାରମ୍ଭ, ଜାଣନ୍ତୁ କେତେ ମିଳିବ ରିହାତି?

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଖରିଫ ଋୁତୁକୁ ସ୍ୱାଗତ କରି ଧାନ ବୁଣିବାର ସୁବର୍ଣ୍ଣ ପର୍ବକୁ ପାଳନ କରିବା ପାଇଁ, ଓଡିଶାର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ, ଖିମଜୀ ଜୁଏଲର୍ସ ନିଜର ଆକର୍ଷଣୀୟ ଅଳଙ୍କାର ସଂଗ୍ରହ…

ହାଣ୍ଡିଶାଳରେ ମହଙ୍ଗା ମାଡ଼, କଲବଲ କରୁଛି ପରିବା ଦର

ଭୁବନେଶ୍ୱର : ହାଣ୍ଡିଶାଳକୁ ଲୋଡ଼ା ପଡ଼ିଥାଏ ପରିବା । ପ୍ରତ୍ୟେକ ପରିବାରରେ ଏହା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ତେବେ ଏହାରି ଭିତରେ ଏବେ ସବୁଜ ପନି ରିବାର ଦର ଆକାଶଛୁଆଁ ହେବା ସାଧାରଣ ଲୋକଙ୍କୁ କଲବଲ କରିବା ସହ…

୩୦ ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଯିବ ଆପଣଙ୍କ ଟଙ୍କା, ଆଦାନୀ ଗୃପର ଏହି ଷ୍ଟକ୍ ରେ କରନ୍ତୁ ନିବେଶ

ମୁମ୍ବାଇ: ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଗ୍ରୁପର ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ୭ ଟି କମ୍ପାନୀ ମଧ୍ୟରୁ ଗୋଟିଏର ରିଟର୍ନ ଏତେ ଭଲ ହୋଇଛି ଯେ ଏହା ଏକ ମାସ ମଧ୍ୟରେ…

ଗୌତମ ଅଦାନୀଙ୍କ ଉପରେ କୁବେରଙ୍କ କୃପା, ବଢିଚାଲିଛି ସମ୍ପତ୍ତି ତାଲିକା

ମୁମ୍ବାଇ: ଭାରତର ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ନିଜ ନାମରେ ଗୋଟିଏ ପରେ ଗୋଟିଏ ରେକର୍ଡ ଯୋଡ଼ି ଚାଲିଛନ୍ତି । ଚଳିତ ବର୍ଷ ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେବା ସହିତ ବିଶ୍ୱ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ…

ଅକ୍ଷୟ ତୃତୀୟାରେ ସୁନାରେ ନିବେଶ କରନ୍ତୁ: ଜାଣନ୍ତୁ କେଉଁଥିରୁ ମିଳିବ ଅଧିକ ରିଟର୍ଣ୍ଣ

ସୋଭେରିନ ଗୋଲ୍ଡ ବଣ୍ଡସ୍: ଜୁଲାଇ ୧୨ରୁ ୧୬ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚତୁର୍ଥ ଏସଜିବି ଆରମ୍ଭ ହେଉଛି । ଏହି ସମୟରେ ଆପଣ ସୁନାର ମୂଲ୍ୟରେ ସୋଭେରିନ୍ ଗୋଲ୍ଡ ବଣ୍ଡସ୍ କ୍ରୟ କରି ପାରିବେ । ସର୍ବନିମ୍ନ…

ଟୁଇଟରକୁ କିଣିଲେ ଏଲନ ମସ୍କ, ସିଇଓ ପରାଗ ଅଗ୍ରଓ୍ଵାଲ କହିଲେ- ଅନ୍ଧକାରରେ କମ୍ପାନୀର ଭବିଷ୍ୟତ

ନୂଆଦିଲ୍ଲୀ: ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଟୁଇଟରକୁ କିଣିବାରେ ସଫଳ ହୋଇଛନ୍ତି। ଟୁଇଟର ଉପରେ ଏଲନ ମସ୍କଙ୍କ ନଜର ପଡିବା ସହିତ କମ୍ପାନୀର ସିଇଓଙ୍କ ସହିତ ତାଙ୍କ ମଧ୍ୟରେ ମତଭେଦ ରହିଥିବା ଚର୍ଚ୍ଚା ଜୋର…

୪୪ ବିଲିୟନ୍ ଡଲାରରେ ଟ୍ୱିଟ୍ଟରକୁ କିଣିଲେ ଏଲନ୍ ମସ୍କ: ଭାଇରାଲ ହେଉଛି ୫ ବର୍ଷ ତଳର ଟ୍ୱିଟ୍

ନୂଆଦିଲ୍ଲୀ: ୪୪ ମିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ ୩ ଲକ୍ଷ ୩୦ ହଜାର କୋଟି ବ୍ୟୟରେ ଟ୍ୱିଟ୍ଟରକୁ କିଣିଛନ୍ତି ଏଲନ୍ ମସ୍କ । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲନ୍ ମସ୍କଙ୍କ ଏକ ଟ୍ୱିଟ୍ ବର୍ତ୍ତମାନ…

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାକୁ ନେଇ ଆସିଲା ଖରାପ ଖବର: ଏହି ଚାଷୀଙ୍କୁ ଯିବାକୁ ପଡ଼ିବ ଜେଲ୍

ନୂଆଦିଲ୍ଲୀ: ଦେଶର ଚାଷୀଙ୍କ ଉପରେ ଏବେ ମୋଦୀ ସମ୍ପୂର୍ଣ୍ଣ ଫୋକସ୍ ଦେଇଛନ୍ତି । ଏହି କାରଣ ଯୋଗୁଁ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଅନେକ ଯୋଜନା ଆରମ୍ଭ ହୋଇଛି । ସେହି ଯୋଜନା ମଧ୍ୟରେ ଗୋଟିଏ ହେଉଛି- ପ୍ରଧାନମନ୍ତ୍ରୀ…

ଟେକ୍ନୋଲୋଜି ଦୁନିଆର ସବୁଠୁ ବଡ ଡିଲ୍: ୪୪ ବିଲିୟନ ଡଲାରରେ Twitter କିଣିଲେ ଏଲନ୍ ମସ୍କ, ଜାଣନ୍ତୁ କ’ଣ ଲାଭ ପାଇବେ ୟୁଜର୍ସ

ନୂଆଦିଲ୍ଲୀ: ସଡ଼କରୁ ମହାକାଶ ପର୍ଯ୍ୟନ୍ତ ନିଜର ଜଲୱା ବଜାୟ ରଖିଥିବା ବିଲିୟନେୟାର ବ୍ୟବସାୟୀ ଏଲନ୍ ମସ୍କ ଶେଷରେ ଟେକ୍ନୋଲୋଜି ଦୁନିଆର ସବୁଠୁ ବଡ ଡିଲ୍ କରିଛନ୍ତି । ବୋର୍ଡର ମଞ୍ଜୁରୀ ମିଳିବ ପରେ ଅଫିସିଆଲ ଭାବେ ମସ୍କ…