Browsing Category

ଦେଶ

କରୋନାରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା, ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି । ନିଜ ଘୋଷଣାରେ ସେ କହିଛନ୍ତି ଯେ, ଯେଉଁମାନଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି…

‘ଆତଙ୍କୀ ସଂଗଠନ ମଧ୍ୟ ଦେଶର ଏତେ କ୍ଷତି କରି ପାରିବେ ନାହିଁ, ଯେତିକି ଏହି ଗାନ୍ଧୀ ପରିବାର କରିଛନ୍ତି’- ଅଶୋକ ପଣ୍ଡିତ

ନୂଆଦିଲ୍ଲୀ : ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ପୁଣି ଥରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ପାର୍ଟି ଉପରେ ବର୍ଷିଛନ୍ତି।  ଅଶୋକ ପଣ୍ଡିତ ଟ୍ଵିଟ୍ କରି କଂଗ୍ରେସ ପାର୍ଟିର କଟୁ ସମାଲୋଚନା କରି କହିଛନ୍ତି, ଆତଙ୍କୀ ସଂଗଠନ…

ନୂଆ ଆଇଟି ନିୟମ ଉଲଂଘନ କରିଥିବା ମାନିଲା ଟୁଇଟର୍, କେନ୍ଦ୍ର କହିଲା, ‘ନିଜ ଇଚ୍ଛାରେ ନେଇପାରିବେନି ସମୟ’

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ମଙ୍ଗଳବାର ଦିନ ଟୁଇଟର୍ ସ୍ୱୀକାର କରିଛି ଯେ, ଭାରତ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ନୁତନ ଆଇଟି ନିୟମକୁ ପାଳନ କରିନାହିଁ । ଏହା ଉପରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ,…

ଏଣିକି ମଲରେ ମିଳିବ ମଦ: ଦୋକାନ ଭିତରକୁ ଯାଇ ବାଛିପାରିବେ ମନପସନ୍ଦର ବ୍ରାଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଆସିଛି ବଡ ଖବର । ଏଣିକି ଦିଲ୍ଲୀବାସୀ ମଲରେ ସପିଂ କରିବା ସହ ମଦ ବି କିଣିପାରିବେ । ଦିଲ୍ଲୀର କେଜରିୱାଲ ସରକାର ଏକ୍ସାଇଜ ପଲିସି ୨୦୨୧-୨୨ ଜାରୀ କରିଛନ୍ତି ।…

୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି, ଜାଣନ୍ତୁ କାହାକୁ ମିଳିଲା କେଉଁ ରାଜ୍ୟ?

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାରଙ୍କ ସମ୍ପ୍ରସାରଣକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି । ମୋଦୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା…

ଲକଡାଉନରେ ବେଳେ ୧୨ଟି ମଦ ବୋତଲ୍ ଖାଲି କରିଦେଲେ ମୂଷା

ନୀଳଗିରି: ୧୨ ବୋତଲ ମଦ ପିଇଗଲେ ମୂଷା । ବାସ୍ତବରେ ତାମିଲନାଡୁର ନୀଳଗିରି ଜିଲ୍ଲାରେ ଥିବା ଏକ ମଦ ଦୋକାନରେ ମୂଷା ମାନେ ଆତଙ୍କ ଖେଳାଇଛନ୍ତି । ସେଠାରେ ମୂଷା ମାନେ ପୂରା ୧୨ଟି ବୋତଲ ୱାଇନ୍ ଖାଲି କରିଦେଇଛନ୍ତି ।…

ଦେଶରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ, ଆଜି ୫୫୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ବ୍ରାଜିଲ୍ ଓ ଭାରତ ବାୟୋଟେକ୍ ମଧ୍ୟରେ ଟିକା ଚୁକ୍ତିକୁ ନେଇ ଘନେଇଲା ବିବାଦ

ନୂଆଦିଲ୍ଲୀ: କୋଭାକ୍ସିନ୍ ଟିକା ଚୁକ୍ତିକୁ ନେଇ ଭାରତ ବାୟୋଟେକ୍ ଓ ବ୍ରାଜିଲ୍ ମଧ୍ୟରେ ବିବାଦ ବଢ଼ିଛି । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ବିରୋଧରେ ଟିକା ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ଦେଶର…

ପୁରୀ ବ୍ୟତୀତ ଅନ୍ୟ କେଉଁଠି ବି ହୋଇପାରିବ ନାହିଁ ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଜାରି ରହିଥିବାରୁ ବିନା ଭକ୍ତରେ ଯାତ୍ରା ଅନୁଷ୍ଠିତ ହେବ । ତେବେ ଇତି ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତି…

ଅଭିଯୁକ୍ତ ହେପାଜତରୁ ଖସିବାକୁ ଚେଷ୍ଟା କରୁଥିଲେ ତାକୁ ଏନକାଉଣ୍ଟରରେ ମାରିବା ଉଚିତ୍: ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଭାର ସମ୍ଭାଳିବା ପରେ ହୋଇଥିବା କିଛି ଏନକାଉଣ୍ଟରକୁ ଯଥାର୍ଥ ବୋଲି ସୂଚାଇ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଅପରାଧି ଯଦି ଖସିଯିବାକୁ ଚେଷ୍ଟା…