Browsing Category
ଦେଶ
ପକେଟମାରଙ୍କ ଆଡ୍ଡାସ୍ଥଳୀ ପାଲଟିଲା ଆର୍ଥର ରୋଡ ଜେଲ୍; ଆର୍ୟନ ବାହାରିବାବେଳେ ଚୋରି ହେଲା ୧୦ରୁ ଅଧିକ ମୋବାଇଲ
ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଡ୍ରଗ୍ସ କେସରେ ଜାମିନ ମିଳିଛି । ଜାମିନ ମିଳିବା ପରେ ଆର୍ଥର ରୋଡ ଜେଲରୁ ମୁକ୍ତ ହୋଇଛନ୍ତି ଆର୍ୟନ । ତେବେ ଆର୍ୟନ ଜେଲ ବାହାରକୁ ଆସିବା ଦେଖିବାକୁ…
ବଜାରକୁ ଆସିଲା ମେଡ ଇନ ଇଣ୍ଡିଆ ସ୍ମାର୍ଟ ଟିଭି; ମୂଲ୍ୟ ମାତ୍ର ୭୫୦୦
ନୂଆଦିଲ୍ଳୀ: ଦୀପାବଳି ପୂର୍ବରୁ ଭାରତୀୟ ବଜାରରେ ପ୍ରବେଶ କରିଛି କାର୍ବନର ସ୍ମାର୍ଟ ଟିଭି । ମେଡ ଇନ ଇଣ୍ଡିଆ ଟିଭିଟିର ମୂଲ୍ୟ ମଧ୍ୟ ଭାରତୀୟଙ୍କ ପକେଟକୁ ସୁହାଇବା ପରି ରହିଛି । ଏହି ଟିଭିର ମୂଲ୍ୟ ମାତ୍ର ୭୫୦୦ ଟଙ୍କା…
ବର୍ଷକରେ ବଦଳିଗଲା ଭାଗ୍ୟ; ନିବେଶକଙ୍କୁ ମିଳିଲା ୧୭ ହଜାର ଗୁଣ ଲାଭ
ନୂଆଦିଲ୍ଲୀ: ଇଂରାଜୀରେ ଗୋଟିଏ କଥା ଅଛି ଟାଇମ୍ ଇଜ୍ ମନି । ବେଳେବେଳ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଆପଣଙ୍କୁ ବେଶ ଫାଇଦା ପହଞ୍ଚାଇଥାଏ । ଏମିତି ଏକ ଷ୍ଟକ ନିଜ ନିବେଶକଙ୍କୁ ମାଲେମାଲ କରିଛି । ଗୋପାଳ ପଲିପ୍ଲାଷ୍ଟ…
ସାବଧାନ୍! ଏବେ କରୋନା ନୁହେଁ, ଡେଙ୍ଗୁ ରୋଗୀଙ୍କଠାରେ ଦେଖାଦେଉଛି ବ୍ଲାକ୍ ଫଙ୍ଗସ୍, ଇନ୍ଦୋରରୁ ଚିହ୍ନଟ
ଇନ୍ଦୋର: ଡେଙ୍ଗୁକୁ ନେଇ ସରକାର ଚିନ୍ତାରେ ଥିବା ସାମ୍ନାକୁ ଆସିଛି ଆଉ ଏକ ସଙ୍କଟ । କରୋନା ପରେ ଯେଉଁ ବ୍ଲାକ୍ ଫଙ୍ଗସ୍ ହଇଚଇ ସୃଷ୍ଟି କରିଥିଲା, ତାହା ପୁଣି ଫେରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟକର କଥା…
ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀ ଓ ବିଜେପିକୁ ଝଟକା, ସମାଜବାଦୀ ପାର୍ଟିରେ ସାମିଲ ହେଲେ ୭ ବିଧାୟକ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି(ବିଏସପି)କୁ ଲାଗିଛି ଜୋରଦାର ଝଟକା । ଶନିବାର ବିଏସପିର ଛଅ ଜଣ ବିଧାୟକ ସମାଜବାଦୀ ପାର୍ଟି(ଏସପି)ରେ…
ନଭେମ୍ବର ୧ ତାରିଖରୁ ହେବ ଏହି ୫ଟି ବଡ଼ ପରିବର୍ତ୍ତନ, ଆପଣଙ୍କ ଜୀବନଶୈଳୀ ଉପରେ ପଡ଼ିପାରେ ପ୍ରଭାବ
ନୂଆଦିଲ୍ଲୀ: ଅକ୍ଟେବାର ମାସ ଆସନ୍ତା କାଲି ସରିବାକୁ ଯାଉଛି । ସୋମବାର ଠାରୁ ନଭେମ୍ବର ମାସ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଚି । ତେରୁ ଏହାର ପ୍ରଭାବ ସିଧାସଳଖ ଲୋକମାନଙ୍କ…
‘ରାଜନୀତିକୁ ଗମ୍ଭୀରତାର ସହ ନେଉ ନାହିଁ କଂଗ୍ରେସ, ଏହି ଦଳ ପାଇଁ ହିଁ ମୋଦୀ ଆହୁରି ଶକ୍ତିଶାଳୀ ହେଉଛନ୍ତି’
ପାଣାଜି : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ଆହୁରି ଶକ୍ତିଶାଳୀ ହେଉଛନ୍ତି ତାର କାରଣ କହିଛନ୍ତି । ସେ କହିଛନ୍ତି ଦେଶର ସବୁଠୁ ବଡ…
ଦେଶର ଏହି ୫ଟି ରାଜ୍ୟରେ ହେବ ଲଗାଣ ବର୍ଷା
ନୂଆଦିଲ୍ଲୀ: ନଭେମ୍ବର ୧ ପର୍ଯ୍ୟନ୍ତ ଦେଶର ଅନେକ ଦକ୍ଷିଣୀ ରାଜ୍ୟରେ ବର୍ଷାକୁ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜିଠାରୁ ନଭେମ୍ବର ୧ ପର୍ଯ୍ୟନ୍ତ ତାମିଲନାଡୁ, କେର ପୁଡୁଚେରୀ, ଆନ୍ଧ୍ର ପ୍ରଦେଶ ଓ…
ପୁନିଥଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ୍ସ ପାଗଳ, ରାଜକୀୟ ସମ୍ମାନ ସହିତ ହେବ ଅନ୍ତିମ ସଂସ୍କାର
ବେଙ୍ଗାଲୁରୁ: କନ୍ନଡ ଅଭିନେତା ତଥା ପାୱାର୍ ଷ୍ଟାର୍ ପୁନିଥ୍ ରାଜକୁମାରଙ୍କର ୪୬ ବର୍ଷରେ ନିଧନ ହୋଇଯାଇଛି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ଦିନ ହୃଦଘାତ କାରଣରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ…
ପୁଣି ବିମାନ ଉଡ଼ାଣ ଉପରେ ଲାଗିଲା କଟକଣା, ନଭେମ୍ବର ୩୦ ଯାଏ ବିଦେଶକୁ ଉଡ଼ାଣ ବନ୍ଦ
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପୁଣି ଥରେ ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ରୋକ ଲଗାଇଛି ଡିଜିସିଏ । ଗତକାଲି କରୋନା ସଂକ୍ରାନ୍ତ କଟକଣାକୁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି…