Browsing Category
ଦେଶ
ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବାକୁ ଅମଙ୍ଗ ସିଦ୍ଧୁ, ପଞ୍ଜାବ କଂଗ୍ରେସ ପାଇଁ ବଢ଼ିଲା ଅଡୁଆ
ନୂଆଦିଲ୍ଲୀ: କଂଗ୍ରେସ ପାଇଁ ସଂକଟ ବଢ଼ିବାରେ ଲାଗିଛି । ପଞ୍ଜାବରେ ଏହି ସମସ୍ୟାକୁ ଆହୁରି ତେଜିଛନ୍ତି ନଭଜୋଦ୍ ସିଂହ ସିଦ୍ଧୁ । ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର୍ ମିଳିଥିବାବେଳେ ସେ ଏଥିରେ ପୂର୍ଣ୍ଣ ସହମତ…
ସାଗର ହତ୍ୟାକାଣ୍ଡରେ ନୂତନ ଖୁଲାସା: ସୁଶୀଲଙ୍କ ହତ୍ୟା ପାଇଁ ରଚା ଯାଇଥିଲା ଷଡଯନ୍ତ୍ର, ପୋଲିସକୁ ମିଳିଲା ପ୍ରମାଣ
ନୂଆଦିଲ୍ଲୀ : ପହିଲମାନ ସାଗର ଧନକଡ ହତ୍ୟାକାଣ୍ଡ ମାମଲାରେ ନୂତନ ଖୁଲାସା। ସାଗର ହତ୍ୟା ମାମଲା ଯାଞ୍ଚ କରୁ କରୁ ଘଟଣାରେ ଆସିଲା ନୂତନ ମୋଡ। ଛତ୍ରସାଲ ଷ୍ଟାଡିୟମରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା…
ବଢ଼ିବ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ, ଲାଗିବ ଶ୍ରୀମନ୍ଦିରରେ 3D ଲାଇଟ୍
ପୁରୀ(ଓଡ଼ିଶା ଭାସ୍କର): ପ୍ରତ୍ନତତ୍ତ୍ୱ ବିଭାଗ ନେଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଶ୍ରୀମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଖର୍ଚ୍ଚ କରିବ ଦେଢ଼ କୋଟି ଟଙ୍କା । ଆଉ ଲାଗିବ ମୂଲ୍ୟବାନ ଥ୍ରୀ-ଡି ଲାଇଟ୍ । ଫଳରେ…
ଦେଶରେ ଆଜି ୨୫୪୨ ଜଣଙ୍କ ମୃତ୍ୟୁ, ୬୨ ହଜାର ପଜିଟିଭ୍
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୫୪୨ ଜଣଙ୍କ…
ବିବାଦୀୟ ବୟାନ ମାମଲାରେ ବଢିଲା ମିଥୁନ ଚକ୍ରବର୍ତ୍ତୀଙ୍କ ଅଡୁଆ, ଜନ୍ମ ଦିନରେ ଜେରା କରୁଛି କୋଲକାତା ପୋଲିସ
କୋଲକାତା : ଅଭିନେତା ତଥା ବିଜେପିର ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଡୁଆ ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ତାଙ୍କର ବିବାଦୀୟ ଭାଷଣକୁ ନେଇ କୋଲକାତା ପୋଲିସ ବୁଧବାର ତାଙ୍କୁ ପଚରା ଉଚୁରା…
ଏଥର ଟ୍ୱିଟର ସାମ୍ନା କରିବ ପୋଲିସକୁ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂଆ ଆଇଟି ନିୟମକୁ ପାଳନ ନ କରିବା ଟ୍ୱିଟର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଟୁଇଟରକୁ ପୂର୍ବରୁ ମିଳୁଥିବା ସମସ୍ତ ଆଇନଗତ ସୁରକ୍ଷାକୁ ସରକାର ହଟାଇ ଦେଇଛନ୍ତି । ସରକାର ଗତ ମେ ମାସ ୨୫…
ଦେଶରେ ଆଜି ୨୫୪୨ ଜଣଙ୍କ ମୃତ୍ୟୁ, ୭୦ ହଜାର ପଜିଟିଭ୍
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୫୪୨ ଜଣଙ୍କ…
ଟିକା ପାଇଁ କୋ-ୱିନ୍ରେ ପଞ୍ଜିକରଣ ଜରୁରି ନୁହେଁ, ଟିକାକରଣ କେନ୍ଦ୍ରକୁ ଯାଇ ନେଇ ପାରିବେ ଭ୍ୟାକ୍ସିନ୍: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : କରୋନା ଟିକା ନେବାକୁ କୋ-ୱିନ୍ ଆପ୍ରେ ପଞ୍ଜିକରଣ ନିହାତି ଜରୁରି ନୁହେଁ । ୧୮ ବର୍ଷ ବୟସରୁ ଊଦ୍ଧ୍ୱର୍ ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରି ଟିକା…
ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର, ଆଜିଠୁ ସୁନା ହଲମାର୍କିଂ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ସୁନା ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ମୋଟ ୨୫୬ଟି ଜିଲ୍ଲାରେ…
ହାଟିଆ- ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟନମ୍-ମୁମ୍ବାଇ ଏଲଟି ସ୍ପେଶାଲ୍ ଅସ୍ଥାୟୀ ଭାବରେ ବାତିଲ୍
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରେଳ ମନ୍ତ୍ରଣାଳୟ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଂଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି । ୦୮୬୩୭/ ୦୮୬୩୮ ହାଟିଆ-ବେଙ୍ଗାଲୁରୁ କ୍ୟାଂଟ-ହାଟିଆ ବିଶେଷ ଟ୍ରେନ…