Browsing Category
ଦେଶ
ସ୍ତ୍ରୀର ମାନସିକ ନିର୍ଯାତନାରେ ସ୍ୱାମୀର ଓଜନ ୨୧ କେଜି କମିଗଲା; କୋର୍ଟ ଶୁଣାଇଲେ ଏମିତି ରାୟ
ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଛାଡପତ୍ର ମାମଲାର ଶୁଣାଣି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ହିସାରର ଏକ ପାରିବାରିକ କୋର୍ଟର ରାୟକୁ ବଜାୟ ରଖିବା ସହିତ କୋର୍ଟ ଏକ ଦମ୍ପତ୍ତିଙ୍କୁ ଛାଡପତ୍ର…
ଗୋଟିଏ କି ଦୁଇଟି ନୁହଁ, ୨୫ ଜଣଙ୍କ ସହିତ ଫେରାର୍ ହୋଇଛନ୍ତି ଏହି ବିବାହିତ ମହିଳା, ଜାଣନ୍ତୁ ତାପରେ କଣ ହେଲା
ଦିସପୁର: ଆସାମର ନଗାଁଓରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣଶ ସାମନାକୁ ଆସିଛି । ଏଠାରେ ଜଣେ ବିବାହିତା ମହିଳା ଜଣେ କି ଦୁଇଜଣ ନୁହେଁ ବରଂ ୨୫ ଥର ଅଲଗା ଅଲଗା ପୁରୁଷଙ୍କ ସହିତ ଫେରାର୍ ହୋଇସାରିଛନ୍ତି । ଏହି ଖବର ଏବେ…
ଏହି ତାରିଖରେ ଭାରତରେ ଲଞ୍ଚ ହେବ I-PHONE ୧୩; ଜାଣନ୍ତୁ କେତେ ରହିଛି ଦାମ
ନୂଆଦିଲ୍ଲୀ: ଭାରତରେ ଆଇଫୋନ-୧୩ର ଲଞ୍ଚ ତାରିଖ ଘୋଷଣା କରାଯାଇଛି । ଗୁରୁବାର କରାଯାଇଥିବା ଘୋଷଣା ଅନୁଯାୟୀ ୧୩ ସିରିଜର ଆଇଫୋନ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଲଞ୍ଚ ହେବାକୁ ଯାଉଥିବା ବେଳେ ଆସନ୍ତା ଅକ୍ଟୋବର ୧ରୁ…
ଅଧିକାରୀ ସହିତ ମହିଳା କନଷ୍ଟେବଳଙ୍କ ସୁଇମିଂ ପୁଲରେ ଗାଧୋଇବାର ଅଶ୍ଲୀଳ ଭିଡିଓ ଭାଇରାଲ, ସ୍ୱାମୀର ଅଭିଯୋଗ ପରେ ଦୁହିଁଙ୍କୁ…
ଜୟପୁର: ରାଜସ୍ଥାନ ପୋଲିସ ପୁଣି ଥରେ ଲଜ୍ଜିତ ହୋଇଛନ୍ତି । ରାଜସ୍ଥାନ ପୋଲିସର ଜଣେ ଅଧିକାରୀ ଓ ମହିଳା କନଷ୍ଟେବଳଙ୍କ ସୁଇମିଂ ପୁଲରେ ଗାଧୋଇବା ସମୟର ଅଶ୍ଲୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ମହିଳା କନଷ୍ଟେବଳଙ୍କ…
ହସ୍ପିଟାଲ ମଧ୍ୟରେ ପଶିଲା ବନ୍ୟାଜଳ; ୧୬ ରୋଗୀଙ୍କ ଅକାଳ ମୃତ୍ୟୁ
ନୂଆଦିଲ୍ଲୀ:କେନ୍ଦ୍ରୀୟ ମେକ୍ସିକୋରେ ପ୍ରବଳ ବର୍ଷା ସହିତ ବନ୍ୟା ଦେଖାଯାଇଛି । ଏଠାରେ ଏକ ହସ୍ପିଟାଲରେ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର…
କାର୍ଗୋ ସେବା ହେବ ସଶକ୍ତ; ୫୬ଟି C-୨୯୫ କିଣିବ ବାୟୁସେନା
ନୂଆଦିଲ୍ଲୀ: ଭାରତର ବାୟୁସେନାରେ ପରିବହନ ବିମାନକୁ ଅଧିକ ମଜବୁତ କରାଯିବ । ଏନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ବାୟୁସେନା ପାଇଁ ଆଗାମୀ ଦିନରେ ୫୬ଟି ସି-୨୯୫ ପରିବହନ ବିମାନ କିଣାଯିବ । ଏହି…
ଗଳେଇଲା ଗଞ୍ଜି ଉପରେ ୧୦ ଗଞ୍ଜି, ବାହାରିବା ବେଳେ ଅଟକାଇଲା ଦୋକାନୀ; ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଆପଣ ଏକା ସାଙ୍ଗରେ କେତୋଟି ଗଞ୍ଜି ପିନ୍ଧି ପାରିବେ । ଅତି ବେଶୀରେ ଦୁଇ ବା ୩ ତାହା ପୁଣି ବଡ କଷ୍ଟରେ । ମାତ୍ର ତାମିଲନାଡୁରେ ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏକା ସାଙ୍ଗରେ ୧୦ଟି ଗଞ୍ଜି ପିନ୍ଧି…
ସ୍ୱାମୀ ଭାଇରାଲ୍ କଲା ସ୍ତ୍ରୀର ଦୁଷ୍କର୍ମ ଭିଡିଓ! ଦରକାର ଥିଲା ଛାଡ଼ପତ୍ର
ମୁମ୍ବାଇ: ମହାରାଷ୍ଟ୍ର ପୋଲିସ୍ ଜଣେ ବ୍ଲାକମେଲର୍ କୁ ଗିରଫ କରିଛନ୍ତି । ଯାହା ନାମରେ ଜଣେ ମହିଳାଙ୍କ ଦୁଷ୍କର୍ମ କରି ତାକୁ ବ୍ଲାକମେଲ୍ କରିବା ଭଳି ଅଭିଯୋଗ ରହିଛି । ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ…
ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧: IIS ଶ୍ରେଷ୍ଠ ୟୁନିଭର୍ସିଟି, JNU ଦ୍ୱିତୀୟ
ନୂଆଦିଲ୍ଲୀ: ଆଜି ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି । ଏଥିରେ ପ୍ରଥମ ସ୍ଥାନରେ ବେଙ୍ଗଲୁରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ରହିଛି । ଯାହାକୁ ଶ୍ରେଷ୍ଠ ୟୁନିଭର୍ସିଟି ଭାବରେ ସ୍ଥାନିତ…
ତୃତୀୟ ଶିଶୁର ହେବନି ଫ୍ରୀ ଡେଲିଭେରୀ, ନଗର ନିଗମ ଆଣିବାକୁ ଯାଉଛି ନୂଆ ନିୟମ
ଅହମଦାବାଦ୍: ଦେଶରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଲଗାତର ଭାବରେ ଅନେକ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏହା ଭିତରେ ଗୁଜୁରାଟର ଅହମଦାବାଦ୍ ମ୍ୟୁନିସିପାଲ୍ କର୍ପୋରେସନ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି…