
Browsing Category
ଦେଶ
ଏଣିକି ଭେଣ୍ଟିଲେଟର୍ ଓ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆଗୁଆ ଠାବ କରିବ ସଫ୍ଟୱେର୍, ଜାଣନ୍ତୁ କେମିତି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଏକ ନୁତନ ସଫ୍ଟୱେର୍ ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ ଭେଣ୍ଟିଲେଟର୍, ଜରୁରୀକାଳୀନ ସେବା ଏବଂ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ସହଜରେ ଠାବ କରାଯାଇପାରିବ ।…
କଶ୍ମୀରରେ ହେବ ନିର୍ବାଚନ ? ରାଜନୈତିକ ମାହୋଲ ସରଗରମ, ଜୁନ ୨୪ରେ ମୋଦୀ ଡକାଇଲେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ରାଜନୈତିକ ଉଷ୍ଣତା ବଢି ଯାଇଛି। କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନା ଆଉ କିଛି ବଡ ଘୋଷଣା କରାଯିବ, ଏହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। କାରଣ ପ୍ରଧାନମନ୍ତ୍ରୀ…
କଂଗ୍ରେସର ଯୁବରାଜ ରାହୁଲଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ନୂଆଦିଲ୍ଲୀ: ଆଜି ହେଉଛି କଂଗ୍ରେସ ଦଳର ଯୁବରାଜ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଜନ୍ମଦିବସ । ଆଜି ରାହୁଲ ୫୧ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ଅଗଣିତ…
ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର: ଏମ୍ସ ନିର୍ଦ୍ଦେଶକ
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦେଶରେ ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏନେଇ ଏମ୍ସ…
ଅନଲକ୍ ପ୍ରକ୍ରିୟାରେ ଲାଗୁ ହେବ 3T+V, ଜାଣନ୍ତୁ କଣ ଏହି ଫର୍ମୁଲା
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ସଙ୍କଟ ଥମିନଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହର ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତୃତୀୟ ଲହରକୁ ନେଇ ବିଶେଷଜ୍ଞ ମାନେ ସରକାରଙ୍କୁ ଚେତାଇବା…
ଡ୍ରୋନରେ ଖାଦ୍ୟ ବିତରଣ କରିବ Swiggy ; ମିଳିଲା ଅନୁମତି
ନୂଆଦିଲ୍ଲୀ: ଫୁଡ୍ ଟେକ୍ ଷ୍ଟାର୍ଟଅପ୍ ସ୍ୱିଗି ଖୁବ୍ ଶୀଘ୍ର ଡ୍ରୋନ ସାହାଯ୍ୟରେ ଆପଣଙ୍କ ଘରକୁ ପହଞ୍ଚାଇବ ଖାଦ୍ୟ । ଏଥିପାଇଁ କମ୍ପାନି ଆବଶ୍ୟକୀୟ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମ କିଛି ସପ୍ତାହ ପାଇଁ ଏହି ଏଟା ଏବଂ…
ଡେଲଟା ଭାରିଆଣ୍ଟର ଶିକାର ହେଲେ ଚିଡ଼ିଆଖାନାର ୪ ସିଂହ
ତାମିଲନାଡୁ: କରୋନାର ଭାରତୀୟ ପ୍ରଜାତି ଡେଲଟା ଭାରିଆଣ୍ଟ ଦେଶରେ ଭୟଙ୍କର ରୂପ ନେଇଥିବା ବେଳେ ଅନେକ ପଶୁ ମଧ୍ୟ ଏଥିରେ ସଂକ୍ରମିତ ହୋଇଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । ତାମିଲନାଡୁର ସିଂହଙ୍କୁ ମଧ୍ୟ ଡେଲଟା…
ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଲୋକଙ୍କୁ ମାଗିଲେ କ୍ଷମା,ଜାଣନ୍ତୁ କାହିଁକି..
ନୂଆଦିଲ୍ଲୀ: କେତେକ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ଗଛ ଉପରେ ତ ନହେଲେ ଟାୱାର ଉପରେ ଚଢି଼ବାର ଦେଖାଯାଇଥାଏ । ଏମିତି ଏକ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବିଦ୍ୟୁତ୍ ଖୁଣ୍ଟରେ । ସେ ପୁଣି ସାଧାରଣ ଲୋକ…
ମହିଳାଙ୍କ ଠାରୁ ଚପଲରେ ମାଡ଼ ଖାଇବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମନ୍ଦିର ପୁଜାରୀ
ଜୟପୁର: ରାଜସ୍ଥାନର ଅଲୱରରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଅଲୱର ସହରର କଟିଘାଟିରେ ଥିବା ଏକ ମନ୍ଦିରର ପୁଜାରୀକୁ ଜଣେ ମହିଳା ଚପଲରେ ମାରିଥିଲେ ଏବଂ ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ୍…
ଦେଶରେ କମୁଛି କରୋନାର ପ୍ରଭାବ: ଆଜି ୧୬୪୭ ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…