Browsing Category
ରାଜ୍ୟ
17.75 ଲକ୍ଷରେ ମିଳୁଛି ମର୍ସିଡିଜ୍, ଡେରି ନକରି କିଣି ନିଅନ୍ତୁ
ନୂଆଦିଲ୍ଲୀ: ମାତ୍ର 17.75 ଲକ୍ଷରେ ପାଇବେ ମର୍ସିଡିଜ୍। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଆଜ୍ଞା ହଁ, ମର୍ସିଡିଜ୍ ବିଶ୍ୱର ସର୍ବୋତ୍ତମ ଲଗଜରୀ ବ୍ରାଣ୍ଡ ମଧ୍ୟରୁ ଗୋଟିଏ। ଏହି ବ୍ରାଣ୍ଡର କାରଗୁଡ଼ିକରେ ବହୁତ ଆରାମଦାୟକ…
ମନ୍ତ୍ରୀଙ୍କ ପ୍ରତିକ୍ରିୟା; 30 ସୁଦ୍ଧା ସବୁ ଧାନ ଉଠାଇବୁ
ଓଡିଶାଭାସ୍କର: ଖରିଫ ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ରବିରେ ୭୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲୁ। ଖରିଫରେ ୧୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ…
ବାପାକୁ ପିଟି ପିଟି ମାରିଦେଲା ପୁଅ
ନୂଆପଡା: ବାପାକୁ ପିଟି ପିଟି ମାରିଦେଲା ପୁଅ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡାର ବେଲଟୁକୁରୀ ଥାନା କୁରୁମୁଣ୍ଡା ଗାଁରେ।
ଜଙ୍ଗଲ ନିକଟରେ ଗଛ ଡାଳରେ ପିଟି ପିଟି ବାପାକୁ ମାରିଦେଲା ପୁଅ। କାହିଁକି ଏପରି…
ଓଡ଼ିଶା ଆସିବା ଉପରେ ଆମେରିକାର ମାର୍ଗଦର୍ଶିକା: ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ
ନୂଆଦିଲ୍ଲୀ: ଆମେରିକାର ମାର୍ଗଦର୍ଶିକା ନେଇ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ । ଆମେରିକୀୟଙ୍କ ଓଡ଼ିଶା ଆସିବା ଉପରେ ମାର୍ଗଦର୍ଶିକା ନେଇ କ୍ଷୋଭ କରିଛନ୍ତି ଯୋଗାଣ ମନ୍ତ୍ରୀ । “ ଆମେରିକାରେ ମଧ୍ୟ ଦଙ୍ଗା ହେଉଛି, ଗୁଳିମାଡ଼…
ମଝି ସମୁଦ୍ରରେ ବଡ଼ ଅଘଟଣ, ଏକାଥରେ ବୁଡ଼ିଲା ୨ଟି ଟ୍ରଲର, ଥିଲେ ୨୯ ଜଣ ମତ୍ସ୍ୟଜୀବୀ
ଜଳେଶ୍ୱର: ସମୁଦ୍ର ମଝିରେ ବଡ଼ ଅଘଟଣ। ମଝି ସମୁଦରେ ବୁଡ଼ିଲା ଏକାଥରେ ୨ଟି ମାଛଧରା ଟ୍ରଲର। ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ମଝିରେ ବୁଡ଼ିଗଲା ୨ଟି ବିଶାଳ ଟ୍ରଲର।
ଯେଉଁ ଟ୍ରଲରରେ ଥିଲେ ୨୯ ଜଣ ମାଛ ଧରାଳି।…
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପରେସନ୍ ସଫଳ ସମ୍ପନ୍ନ
ଭୁବନେଶ୍ୱର: ସଫଳ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପରେସନ୍। ନବୀନଙ୍କ ଅସ୍ତ୍ରୋପ୍ରଚାର ସଫଳ ଭାବରେ ସମ୍ପନ୍ନ ହୋଇଛି।
ସର୍ଭାଇକାଲ ଆର୍ଥାରାଇଟ୍ସର ସଫଳ ଅସ୍ତ୍ରୋପ୍ରଚାର…
ରଥଯାତ୍ରାରେ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା, ପୁରୀ ଜଗିବ 275 AI କ୍ୟାମେରା
ପୁରୀ: ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀ ଜଗିବ 275ଟି AI କ୍ୟାମେରା । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ପ୍ରତିକ୍ରିୟା ।
“ରଥଯାତ୍ରା ପାଇଁ 5 ଥାକିଆ…
ମାଓବାଦୀଙ୍କ ବର୍ବରକାଣ୍ଡ, 2 ଗ୍ରାମବାସୀଙ୍କୁ ମାରିଦେଲେ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀ ହିଂସା ଘଟିଛି। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ 2 ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।…
ରବିବାରରେ କମିଲା ପେଟ୍ରୋଲ-ଡିଜେଲ ଦର; କେତେ ଅଛି ରେଟ୍, ଜାଣନ୍ତୁ…
ଭୁବନେଶ୍ବର: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ ଦର…
ତିନୋଟି ବଡ଼ ବ୍ୟାଙ୍କଙ୍କୁ ଡି-ଏମ୍ପାନେଲ କଲେ ଓଡ଼ିଶା ସରକାର, ସମସ୍ତ ବିଭାଗଙ୍କୁ ଦିଆଗଲା ଏପରି ନିର୍ଦ୍ଦେଶ
ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟ ସରକାର ଏବଂ ଏହାର ବିଭାଗଗୁଡ଼ିକର ବ୍ୟବସାୟ ଓ ଜମା ପରିଚାଳନା ପାଇଁ ଏମ୍ପାନେଲ ହୋଇଥିବା ବ୍ୟାଙ୍କଗୁଡ଼ିକର ତାଲିକାରୁ ତିନୋଟି ଘରୋଇ ବ୍ୟାଙ୍କଙ୍କୁ ବାଦ ଦେଇଛନ୍ତି।
ଅର୍ଥ ବିଭାଗ…