Browsing Category
ରାଜ୍ୟ
କାଲି ରଥଯାତ୍ରା! ମହାପ୍ରଭୁଙ୍କୁ ନେଇ ପୁଣି ଇସ୍କନର ମନମାନି
ଭୁବନେଶ୍ୱର: ପୁଣି ଅଦିନରେ ଇସ୍କନ କରିବ ରଥଯାତ୍ରା । ରଥାରୂଢ଼ ଠାକୁରଙ୍କ ତ୍ରୁଟିପୂର୍ଣ୍ଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଲା ।
ଆସନ୍ତା କାଲି ଇଂଲଣ୍ଡର ଚେମସଫୋର୍ଡରେ ଆୟୋଜନ ହେବ ରଥଯାତ୍ରା । ଇସ୍କନ ତରଫରୁ…
ତପସ୍ୱିନୀ ଏକ୍ସପ୍ରେସ୍କୁ ପଥର ମାଡ଼: ଭାଙ୍ଗିଗଲା କାଚ, ବଞ୍ଚିଗଲେ ଯାତ୍ରୀ
ସମ୍ବଲପୁର: ତପସ୍ୱିନୀ ଏକ୍ସପ୍ରେସ୍ ଟ୍ରେନକୁ ପଥର ମାଡ଼ । ରେଙ୍ଗାଲି ଓ ଝାରସୁଗୁଡ଼ା ମଝିରେ ପଥର ମାଡ଼ ହୋଇଥିବା ସୂଚନା ।
ଟ୍ରେନ୍ କାଚ ଭାଙ୍ଗି ପଥର ବଗିରେ ଯାଇ ପଡ଼ିଥିବା କୁହାଯାଉଛି । ଯାତ୍ରୀମାନଙ୍କୁ କୌଣସି ପ୍ରକାର…
ମିଶନ ଶକ୍ତି ପକ୍ଷରୁ ଆୟୋଜିତ ସିନ୍ଦୂର ଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଏପରି
ଭୁବନେଶ୍ୱର : ଅପରେସନ ସିନ୍ଦୁରର ସଫଳତା ପାଳନ ଅବସରରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ସିନ୍ଦୂର ଯାତ୍ରାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଅପରେସନ ସିନ୍ଦୂର କେବଳ ଏକ ନାମ ନୁହେଁ,…
‘ରଥଯାତ୍ରା ସମୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି’, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ: ରଥଯାତ୍ରା ସମୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ରତ୍ନଭଣ୍ଡାର, ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରା,ତି ସରିବ ବୋଲି ସୂଚନା ମିଳିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ବୈଠକରେ ବଡ଼ ନିଷ୍ପତ୍ତି…
ଟ୍ୱିନସିଟିକୁ କଲବଲ କରିବ ବର୍ଷା-ଘଡ଼ଘଡ଼ି, ରୁହନ୍ତୁ ସତର୍କ
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀ ଏବଂ ପ୍ରବଳ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ବର୍ତ୍ତମାନ ବର୍ଷା ଏବଂ ଘଡ଼ଘଡ଼ି ପାଇଁ ୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍ ଆଲର୍ଟ ଜାରି କରାଯାଇଛି।
ବର୍ତ୍ତମାନ ପାଣିପାଗ…
କାଳ ସାଜିଲା କାଳବୈଶାଖୀ, ବଜ୍ରାଘାତରେ ଚାଲିଗଲା ୫ ଜଣଙ୍କ ପ୍ରାଣ
ଲକ୍ଷ୍ମୀପୁର: କାଳ ସାଜିଲା କାଳବୈଶାଖୀ। ବଜ୍ରାଘାତରେ ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଓଡ଼ିଆଫେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ଏହି ଅଘଟଣ ଘଟିବା କଥା ଜଣାପଡିଛି।…
ପ୍ରବଳ ବର୍ଷା ପାଇଁ 7 ଜିଲ୍ଲାକୁ 2 ଘଣ୍ଟିଆ ରେଡ୍ ୱାର୍ଣ୍ଣଂ ଜାରି
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଖରା ଏବଂ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି। କିନ୍ତୁ ବର୍ତ୍ତମାନ ଏକ ଆଶ୍ଵସ୍ତିକର ଖବର ସାମ୍ନାକୁ ଆସିଛି। କିନ୍ତୁ ବର୍ଷା ଘଡଘଡି ପାଇଁ ସତର୍କ ସୂଚନା ପାଣିପାଗ ବିଭାଗ ପକ୍ଷରୁ…
ଦିଲ୍ଲୀ ପଳାଉଛନ୍ତି ଅଧିକାରୀ: ୧୬ ଜଣ ଆଇଏଏସ୍ ଅଫିସରଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର; ଦେଖନ୍ତୁ ତାଲିକା
ଭୁବନେଶ୍ୱର: ଓଡ଼ିଶା ସରକାର ଲୋକ ସେବା ଭବନରେ ନିକଟରେ ନିଯୁକ୍ତ ହୋଇଥିବା ୧୬ ଜଣ ଯୁଗ୍ମ ସଚିବ, ଆଇଏଏସ୍ ଅଫିସରମାନଙ୍କୁ ଅତିରିକ୍ତ ସଚିବ ପଦବୀକୁ ପଦୋନ୍ନତ କରିଛନ୍ତି।
ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ…
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିକୁ ଓଡ଼ିଶା ଆସିପାରନ୍ତି ପିଏମ ମୋଦୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି…
ହାଇକୋର୍ଟରୁ ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ
ଭୁବନେଶ୍ବର:ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ କରାଯାଇଛି ।
ଏହି ମାମଲାରେ 5 ଗିରଫ- ମାନସ ବାରିକ, ଉତ୍କଳ ଦାସ,…