
Browsing Category
ରାଜ୍ୟ
ମୋହନ ମାଝୀଙ୍କୁ ଭେଟିଲେ ସିକ୍କିମ୍ ମୁଖ୍ୟମନ୍ତ୍ରୀ, ବଢ଼ାଇଲେ ଉପହାର
ଭୁବନେଶ୍ୱର: ଭୁବନେଶ୍ୱରରେ ସିକ୍କିମ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ସିକ୍କିମ ମୁଖ୍ୟମନ୍ତ୍ରୀ।
ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗଙ୍କ ସୌଜନ୍ୟମୂଳକ ସାକ୍ଷାତ…
ନିଆଁରେ ଘିଅ ଢ଼ାଳିଲେ ଅଶୋକ ପଣ୍ଡା, କହିଲେ ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତିଙ୍କର ନୁହନ୍ତି
ଭୁବନେଶ୍ୱର: ‘ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍’ ନିଆଁରେ ଘିଅ ଢାଳିଲେ ଅଶୋକ ପଣ୍ଡା। କାଲି ବଦ୍ରି ପାତ୍ରଙ୍କ ପରେ ଆଜି ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କ କଲେ ତେର୍ଚ୍ଛା ବାଣ।
କହିଲେ କିଛି କହିପାରିବିନି ଯିଏ…
ଡାକ୍ତରଙ୍କ ଅବହେଳା, ଭୁଲ ଇଞ୍ଜେକ୍ସନ ଦେଇ 4 ବର୍ଷର ଶିଶୁପୁତ୍ରର ଗୋଡ଼ ଅଚଳ
ପଟ୍ଟାମୁଣ୍ଡାଇ: ଡାକ୍ତରଙ୍କ ଚରମ ଅବହେଳା । ଭୁଲ ଇଞ୍ଜେ୍କ୍ସନ ଯୋଗୁଁ ଅଚଳ ହୋଇଗଲା ଗୋଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ।
ଏଠାରେ ଜଣେ 4 ବର୍ଷର ଶିଶୁପୁତ୍ରର ବାମ…
ହୁସିଆର! ଭୁବନେଶ୍ୱରରେ ମାତିଲେଣି କାର୍ କାଚ ଭଙ୍ଗା ଲୁଟେରା, ଜିନିଷ ରଖି ଯାଉଥିଲେ ସାବଧାନ
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ପ୍ରତିଦିନ ଚୋରି ମାମଲା ସାମ୍ନାକୁ ଆସୁଛି। କିନ୍ତୁ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମାତିଲେଣି କାର୍ କାଚ ଭଙ୍ଗା ଲୁଟେରା। ଖାରବେଳନଗରରେ କାଚ ଭାଙ୍ଗି ଲୁଟିନେଇଛନ୍ତି ଲୁଟେରା।…
BIG BREAKING: ଆସନ୍ତାକାଲି ଓଡ଼ିଶା ଆସିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା। ରାଜ୍ୟସଭା ଉପାଧ୍ୟକ୍ଷ ମଧ୍ୟ ଓଡ଼ିଶା ଆସୁଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ। ଅନୁସୂଚିତ…
ନୂଆଁଖାଇ ତିହାର: ମାଆ ସମଲେଇଙ୍କ ପାଖରେ ଲାଗିଲା ନବାନ୍ନ, ପିଠା-ମିଠାରେ ମହକୁଛି ପଶ୍ଚିମ ଓଡ଼ିଶା
ସମ୍ବଲପୁର: ଆମ ଓଡ଼ିଶାରେ ୧୨ ମାସରେ ୧୩ ଓଷା। ସେଥି ମଧ୍ୟରୁ ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ। ସାରା ପଶ୍ଚିମ ଓଡ଼ିଶା ଆଜି ମିଠା-ପିଠାରେ ମହକୁଛି।
ଏହାରି ମଧ୍ୟରେ ବର୍ତ୍ତମାନ ମାଆ ସମଲେଇଙ୍କ ପାଖରେ…
ଜୁହାର୍, ଆଜି ନୂଆଁଖାଇ ତିହାର: ଇଷ୍ଟଦେବୀଙ୍କୁ ପୂଜା କରି ନବାନ୍ନ ଖାଇବେ ପଶ୍ଚିମ ଓଡିଶାବାସୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର: ଆଜି ହେଉଛି ପବିତ୍ର ନୂଆଁଖାଇ ପର୍ବ । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଲୋକେ ବହୁତ ଧୁମ ଧାମର ସହ ପାଳନ କରନ୍ତି । ଘରେ ଘରେ ଚାଲିଛି ପିଠାପଣା । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ…
Ration Card: ବନ୍ଦ ହୋଇଯିବ ମାଗଣା ଗହମ-ଚାଉଳ, ଅଗଷ୍ଟ ୩୧ ପୂର୍ବରୁ ସାରିଦିଅନ୍ତୁ ଏହି କାମ
ନୂଆଦିଲ୍ଲୀ: ଭାରତରେ କୋଟି କୋଟି ଲୋକଙ୍କ ପାଖରେ ରାସନ କାର୍ଡ ଅଛି, ଯାହା ମାଧ୍ୟମରେ ସେମାନେ ମାଗଣା ରାସନ ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ପାଆନ୍ତି। ପ୍ରତି ମାସର କୋଟା ସ୍ଥିର କରାଯାଇଛି ଯେ କେଉଁ ପରିବାରକୁ କେତେ…
ରେଳ ଷ୍ଟେସନରେ ବଡ଼ ଅଘଟଣ, ଭୁଶୁଡ଼ିଲା ଷ୍ଟେସନ ପ୍ଲାଟଫର୍ମର ଛାତ, ତଳେ ଯାତ୍ରୀ…
କଟକ: କଟକ ରେଳ ଷ୍ଟେସନରେ ବଡ଼ ଅଘଟଣ। ଭୁଶୁଡ଼ିଲା ରେଳ ଷ୍ଟେସନ ପ୍ଲାଟଫର୍ମର ଛାତ। ନବୀକରଣ କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ।
ପ୍ଲାଟଫର୍ମ-୧ ଓ୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ। ପ୍ରାୟ ୫୦ ମିଟର…
ଓଡ଼ିଆ ଅସ୍ମିତାକୁ ଅପମାନ! ଚଳଚ୍ଚିତ୍ରରେ ‘ଚାରଧାମ’ ବ୍ୟବହାରକୁ କଂଗ୍ରେସର ନିନ୍ଦା
ଭୁବନେଶ୍ୱର: କଂଗ୍ରେସ ଟାର୍ଗେଟରେ ବିଜେପି । ବିଜେପି ନେତା ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ଦ୍ୱାରା ତାଙ୍କ ଆଗାମୀ ଚଳଚ୍ଚିତ୍ରରେ 'ଚାରଧାମ' ଶବ୍ଦ ବ୍ୟବହାରକୁ ଦୃଢ଼ ବିରୋଧ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ…