Browsing Category

ରାଜ୍ୟ

ଅଗଷ୍ଟରେ ନାହିଁ ବଡ଼ ବର୍ଷା, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ନାହିଁ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ଭଳି ସ୍ଥିତି ଉପୁଜିଥିବା ବେଳେ ଅଗଷ୍ଟ ମାସରେ ଆଉ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ…

ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ଫଳାଫଳ ୮୦.୮୩% ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳାଫଳ । ମୋଟ ୧୫ ହଜାର ୧୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁ ମାନେ ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ରହିଥିଲେ ସେମାନେ…

ରାଜ୍ୟରେ ବର୍ଷାକୁ ନେଇ ଏପରି କହିଲେ ଆଇଏମଡି ଡିଜି

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ମୌସୁମୀ ଉଭାନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ‘ଓଡ଼ିଶାରେ ଏଯାଏ ମୋଟ ୩୩% ନିଅଣ୍ଟିଆ ବର୍ଷା ହୋଇଛି…

ଆଜି ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ…

ଜାତି ଭିତ୍ତିକ ଜନଗଣନାକୁ ନେଇ ବିଜେଡ଼ିର ଦାବି, ଏପରି କହିଲେ ରଣେନ୍ଦ୍ର ଓ ଅରୁଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ଜାତି ଭିତ୍ତିକ ଜନଗଣନା ଦାବି କରିଛି ବିଜୁ ଜନତା ଦଳ । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ । ପ୍ରେସମିଟରେ…

ଆସିଲା ବିଏମସିର ନୂଆ ଗାଇଡଲାଇନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହରକୁ ନେଇ ଛାନିଆ ପଶିଛି । ଏହାରି ମଦ୍ୟରେ ଧର୍ମାନୁଷ୍ଠାନ ପ୍ରବେଶ ପାଇଁ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି…

ମାଡି ଆସୁଛି ୩ୟ ଲହର! ଶିଶୁଙ୍କ ଉପରେ ଫୋକସ୍

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ବିପଦ ସମ୍ପୂର୍ଣ୍ଣ ଶେଷ ହୋଇନି । ଆସନ୍ତା ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ଥିବା ବିଶେଷଜ୍ଞମାନେ କହିଛନ୍ତି । ଏହାରି ମଧ୍ୟରେ ୩ୟ…

ରାଜ୍ୟରୁ ପୁଣି ୬୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

ରାଜ୍ୟରେ ପୁଣି ୬୨୫ ପଜିଟିଭ୍ ଚିହ୍ନଟ, ଆଜି ୮୦ ଶିଶୁ ସଂକ୍ରମିତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି…

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ସୁପରଭାଇଜର । ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା । ଆୟ ବହିର୍ଭୂତ…