Browsing Category

ରାଜ୍ୟ

ୟୁଟ୍ୟୁବରେ +୨ ପିଲାଙ୍କ ପାଠପଢ଼ାକୁ ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ +୨ ପିଲାଙ୍କ ପାଠପଢ଼ାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।…

ଏସିଏଫ୍ ମୃତ୍ୟୁ ଘଟଣା: ସୌମ୍ୟଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କୁ ଚାଲିଛି ମାରାଥନ୍ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ଚର୍ଚ୍ଚା ମାସେ ପରେ ବି ଜାରି ରହିଛି । ତେବେ ଇତିମଧ୍ୟରେ ଏହି ଘଟଣାର ତଦନ୍ତ ଭାର ନେଇଥିବା…

ପୁଣି ଜଳେଶ୍ୱରରୁ ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ: ମହିଳା ବେପାରୀ ସହ ଜଣେ ଗିରଫ

ଜଳେଶ୍ୱର,(ଭାସ୍କର ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ଗତକାଳି ସନ୍ଧ୍ୟାରେ ପୁଣି ୨ କିଗ୍ରାରୁ ଊଦ୍ଧ୍ୱର୍ ବ୍ରାଉନସୁଗର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ । ଏଥିରେ ସମ୍ପୃକ୍ତ…

୧୨ ଘଣ୍ଟା ପାଇଁ ବନ୍ଦ ହେଲା ରାଜ୍ୟର ଏହି ସହର, ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡିଶା ଭାସ୍କର):ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଜାରି ରହିଛି । ଏହାରି ମଧ୍ୟରେ ରାଇରଙ୍ଗପୁର ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ତେବେ ଏହି ବନ୍ଦ ପାଳନ  ଭଞ୍ଜସେନା ପକ୍ଷରୁ ପାଳନ ହୋଇଥିବା…

ପୁରୀ ଶିଳ୍ପ ଉନ୍ନୟନ ଅଧିକାରୀ IPOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ, (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଶିଳ୍ପ ଉନ୍ନୟନ ଅଧିକାରୀ । ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ବା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ

ଭୁବନେଶ୍ୱର, (ଓଡିଶା ଭାସ୍କର): ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଭଦ୍ରକ ବିଧାୟକ । ବିଧାୟକ ସଞ୍ଜୀବ ମଲ୍ଲୀକଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡିଛି । ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ପାଖରେ…

ଓଡିଶା ଛୁଇଁଲା ଲଘୁଚାପ: ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌):ଓଡ଼ିଶା ଛୁଇଛି ଲଘୁଚାପ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଉପକୂଳ ସ୍ପର୍ଶ କରିଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳ ଓଡ଼ିଶାର…

ରାଜ୍ୟରେ ଆଜି ପୁଣି ୬୫ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି: ଆଜି ୯୯୩ ପଜିଟିଭ୍, କେଉଁ ଜିଲ୍ଲାରେ କେତେ ଜାଣନ୍ତୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ପୁଣି ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ଲଗାତର ୬ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିଲା । ଏବେ ତିନିଦିନ ହେଲା ହଜାରେ ତଳକୁ ସଂକ୍ରମଣ ଖସିଛି । ଗତକାଲି…

ଦେଶକୁ ଅଲିମ୍ପିକ୍ସ ପଦକ ଉପହାର ଦେଇଛନ୍ତି ନବୀନ ପଟ୍ଟନାୟକ: ମନପ୍ରୀତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓରେ ଇତିହାସ ରଚି ଫେରିଥିବା ଭାରତୀୟ ହକି ଦଳକୁ ସମ୍ମାନିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ପହଞ୍ଚିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳକୁ…