Browsing Category
ରାଜ୍ୟ
ଖଣ୍ଡଗିରି- ଜାଗମରା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଏସୟୁଭିକୁ ଧକ୍କା ଦେଇ ୨ଟି ଦୋକାନକୁ ମାଡ଼ି ଗଲା ଜିପ୍
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଖଣ୍ଡଗିରି- ଜାଗମରା ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଜାଗମରା ରାସ୍ତାରେ ଦୃତଗତିରେ ଆସୁଥିବା ଜିପ୍ଟି(ଓଡ଼ି ୩୩ ୟୁ- ୮୨୬୬) ଭାରସାମ୍ୟ ହରାଇ ଏକ…
ବ୍ରହ୍ମପୁର ଶିଶୁ ଆରବ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ; ଜାଣନ୍ତୁ କେମିତି…
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ନୀଳାଚଳନଗର ନିବାସୀ ସିଦ୍ଧାର୍ଥ ଶଙ୍କର ଦାସ ଓ ବନ୍ୟା ପଟ୍ଟନାୟକଙ୍କ ୪ ବର୍ଷର ପୁଅ ଆରବ ପାଲଟିଛନ୍ତି ଓଡ଼ିଶାର ଗୌରବ।
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସେ ସ୍ଥାନ ପାଇଛନ୍ତି ।…
ଭାଙ୍ଗିଲା ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ
ଧର୍ମଗଡ଼(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ଭାଙ୍ଗିଯାଇଛି ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ । ଧର୍ମଗଡ଼ର କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ୧୦ ଫୁଟର ଘାଇ ହୋଇଛି । ମେଗା ଲିପ୍ଟ…
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। ଶନିବାର ଦିନ ସନ୍ଧ୍ୟାରେ ୱେବସାଇଟ୍ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ମାନେ orissaresults.nic.in ରୁ ନିଜର ପରୀକ୍ଷା ଫଳ…
ଆଜି ଆସିବ ଅଗଷ୍ଟ ପାଇଁ ନୂଆ କରୋନା ଗାଇଡଲାଇନ୍: ଏବେ ସମ୍ପୂର୍ଣ୍ଣ ଅନ୍ଲକ୍ ହେବ କି ଓଡ଼ିଶା?
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ରାଜ୍ୟ ସରକାର ମହାମାରୀ କରୋନା ସଂକ୍ରମଣ ଉପରେ ବ୍ରେକ୍ ଲଗାଇବାକୁ ଜୁଲାଇ ମାସ ପାଇଁ ଜାରି କରିଥିବା ଗାଇଡ୍ଲାଇନ୍ର ଅବଧି ରବିବାର ସକାଳ ୬ଟାରେ ସମାପ୍ତ ହେବ । ତେଣୁ ଏହାପୂର୍ବରୁ…
କାର୍ଯ୍ୟରେ ଯୋଗଦେଲେ ୧୮୫ ଜୁନିୟର ଡାଟା ଏଣ୍ଟ୍ରି ଅପରେଟର
ଭୁବନେଶ୍ୱର: ଶୁକ୍ରବାର ୧୮୫ ଜୁନିଅର ଡାଟା ଏଣ୍ଟ୍ରି ଅପରେଟର ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଯୋଗ ଦେଇଛନ୍ତି। ସମସ୍ତଙ୍କୁ ଓଡିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ନିଯୁକ୍ତି ଦିଆଯାଇଛି ।
ଏନେଇ ଏକ ଭର୍ଚୁଆଲ୍…
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା । ଏହାକୁ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ କଲା ୟୁଜିସି । ପୂର୍ବରୁ ଏହାକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ମାନ୍ୟତା…
ପିଏସଙ୍କ ଘରୁ ମିଳିଲାଣି ଦେଢ଼ କେଜିର ସୁନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ସଦସ୍ୟଙ୍କ ପିଏସଙ୍କ ଘରେ ଚାଲିଛି ଭିଗିଲାନ୍ସ ରେଡ୍ । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମିଳିଲାଣି ସାଢ଼େ ୩ କୋଟିର ସଂପତ୍ତି । ମିଳିଲାଣି ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ଼ କେଜି ସୁନା…
ଡରାଇଲାଣି ଡେଙ୍ଗୁ, ସଚେତନ କଲେ ମହିଳା ଗୋଷ୍ଠୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ଭୟ ସମ୍ପୂର୍ଣ୍ଣ ଟଳିନଥିବାବେଳେ ସମ୍ପ୍ରତି ରାଜଧାନୀରେ ଡେଙ୍ଗୁ ଭୟ ଘାରିଲାଣି । ତେବେ ଏଥିରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ସଚେତନତା କରାଇଛନ୍ତି ବିଭିନ୍ନ ମହିଳା…
‘ବଳଭଦ୍ର ଆରୁଖ କୃଷକ ବଜାର’ ନାମକରଣକୁ ନେଇ ତେଜିଲା ବିବାଦ, କଂଗ୍ରେସ କହିଲା…
ଭଞ୍ଜନଗର(ଓଡ଼ିଶା ଭାସ୍କର): ବଳଭଦ୍ର ଆରୁଖ କୃଷକ ବଜାର ନାମକରଣକୁ ନେଇ ତେଜିଲା ବିବାଦ । ଏହାର ପ୍ରତିବାଦରେ ଭଞ୍ଜନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯିବା ସହ ଦିଆଯାଇଛଇ ଦାବିପତ୍ର । କଂଗ୍ରେସ ଅଭିଯୋଗ କରିଛି…