fbpx
Browsing Category

ରାଜ୍ୟ

ଶ୍ରୀମନ୍ଦିର ଭିତର ଦୃଶ୍ୟ ପୁଣି ଭାଇରାଲ

ପୁରୀ,୧୨ ।୧(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଭିତରର ଦୃଶ୍ୟ ପୁଣି ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ନୀଳାଚକ୍ରରେ ବାନା ବନ୍ଧା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିତର ବେଢାରୁ ଫଟୋ ଓ ଭିଡିଓ…

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୁରୀ ପୌରସଂସ୍ଥାକୁ ପ୍ରଶଂସା

ପୁରୀ, ୧୨ା୧(ଓଡ଼ିଶା ଭାସ୍କର): ପୁରୀ ପୌରସଂସ୍ଥାକୁ ପ୍ରଶଂସା । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୁରୀକୁ ବଡ଼ ସଫଳତା ମିଳିଛି । ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କର୍ମଶାଳାରେ ପୁରୀ ପୌରସଂସ୍ଥାକୁ ପ୍ରଶଂସା…

୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ରାଜ୍ୟରେ ପୁଣି ଫେରିଛି  ଶୀତ । ୨ ରୁ ୩ ଦିନ ଯାଏ ଜାରି ରହିବ ଶୀତର ଲହରି । ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୧୫ଟି ଜିଲ୍ଲା ହେଉଛି-…

ବିବେକାନନ୍ଦ ଯୋଗ ପରିଚାଳନା ଏକାଡ଼େମୀ ଉଦଘାଟନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଗଣ୍ଡମୁଣ୍ଡାରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସମାରୋହ ହୋଇଛି । ଏହି ପରିପ୍ରେକ୍ଷୀରେ ବିବେକାନନ୍ଦ ଯୋଗ ପରିଚାଳନା ଏକାଡ଼େମୀ ଉଦଘାଟିତ ହୋଇଛି ।…

ରାଜଧାନୀରେ ମୁଖାପିନ୍ଧା ଆତଙ୍କ, ଆଉ ୪ ଗିରଫ

ଭୁବନେଶ୍ୱର, ୧୨ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୧୦ତାରିଖ ଦିନ ରାଜମହଲ ଛକ ସ୍ଥିତ ମାର୍କେଟ ବିଲ୍ଡିଂରେ ୩୦ଜଣ ଯୁବକ ମୁଖା ପିନ୍ଧି ୩୦ରୁ…

ମୋରିସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ବିୟୋଗରେଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋରିସଙ୍କ ପରିବାରକୁ ନବୀନ ସମବେଦନା ଜଣାଇଛନ୍ତି । ଏହା ସହ ମୋରିସ କୁଜୁରଙ୍କ…

ସ୍କୁଲ ପରେ ଏଣିକି କଲେଜରେ ହେବ ଏକ୍ସଟ୍ରା କ୍ଲାସ

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ସ୍କୁଲ ପରେ ଏଣିକି କଲେଜରେ ମଧ୍ୟ ଏକ୍ସଟ୍ରା କ୍ଲାସ ହେବ । ଉପସ୍ଥାନ କମ ଥିବା ଛାତ୍ରଛାତ୍ରୀ ଏହି ଏକ୍ସଟ୍ରା କ୍ଲାସରେ ଯୋଗଦେବେ । କଲେଜରେ ପ୍ରାକ୍ଟିକାଲ କ୍ଲାସକୁ ଅଧିକ ଗୁରୁତ୍ୱ…

ପୁଣି ଲେଉଟିଲା ଶୀତ

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ୩ ଦିନ ପରେ ପୁଣି ବଢିବ ଶୀତ । ସର୍ବନିମ୍ନ ୪.୮ ଡିଗ୍ରୀ ରେକର୍ଡ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି ସୋନପୁର । ୧୦ ଡିଗ୍ରୀ ତଳେ ୧୩ ଟି ସହରର ପାରଦ ରହିଛି । ସୋନପୁର ପ୍ରଥମ…

ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ପରଲୋକ

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ସୁନ୍ଦରଗଡର ପୂର୍ବତନ ସାଂସଦ ମୋରିସ କୁଜୁରଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମୋରିସ ୧୯୮୪ରେ…

ଅଂଶୁମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଅଂଶୁମାନ କାମିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଇଏସ ପରିକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଅଂଶୁମାନ । ଅଂଶୁମାନଙ୍କ ସଫଳତାରେ ଓଡ଼ିଶାବାସୀ…