fbpx
Browsing Category

ରାଜ୍ୟ

ଟୁଇନ୍ସିଟିରେ କୋହଳ ହେବନି କଟକଣା

ଭୁବନେଶ୍ୱର, ୧୯ା୪ (ଓଡ଼ିଶା ଭାସ୍କର) : ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ କଟକଣା କୋହଳ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବାବେଳେ ଭୁବନେଶ୍ୱର ଓ କଟକରେ କଟକଣା କୋହଳ ହେବନାହିିଁ ବୋଲି ବିଏମ୍ସି ଓ କମିଶନରେଟ…

ଶ୍ରୀମନ୍ଦିରରେ କରୋନା କଟକଣା ଉଲ୍ଲଂଘନ କରି ଥାନାବାବୁ ଅଟକ

ପୁରୀ,୧୯/୪(ଓଡିଶା ଭାସ୍କର): ଯାଜପୁର ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନାଙ୍କ ସପରିବାର ସିଂହଦ୍ବାର ଥାନାରେ ଅଟକ ରହିଛନ୍ତି । ଦକ୍ଷିଣ ଦ୍ବାର ଦେଇ ପରିବାର ସହ ମନ୍ଦିରକୁ ଧସେଇ  ହୋଇ ପଶିଥିଲେ ଥାନାବାବୁ ।…

ଭୁବନେଶ୍ୱରରେ କାଲି କଣ ଖୋଲା ରହିବ ,କଣ ରହିବ ବନ୍ଦ

ଭୁବନେଶ୍ୱର:୧୯ । ୪(ଓଡିଶା ଭାସ୍କର):କାଲିଠୁ କୋହଳ ହେବ ଲକ୍ ଡାଉନ । କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । କିନ୍ତ୍ୁ ଆପଣ ଯଦି ଭୁବନେଶ୍ୱର ବାସୀ ତା ହେଲେ ଜାଣି ନିଅନ୍ତୁ କାଲିଠୁ କଣ ଖୋଲିବ କଣ…

ଲକ୍ଷାଧିକ ଟଙ୍କାର ବିଦେଶୀମଦ ଜବତ ମାଲିକକୁ ଗିରଫ କଲା ପୋଲିସ

ବିଦେଶୀ ଚୋରାମଦ ଗୋଦାମ ଉପରେ ଅତର୍କିତ ପୋଲିସ ଚଢ଼ାଉ। ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଚ୍ଛିତ ଥିବା ବେଆଇନ ବିଦେଶୀମଦ ଜବତ। ତେବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୧ ନମ୍ବରୱାର୍ଡ଼ର ଘଟଣା। ଏଠାରେ ଥିବା…

କରୋନା ମୁକାବିଲା, ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ଭୁବନେଶ୍ୱର, ୧୯ା୪(ଓଡ଼ିଶାଭାସ୍କର): ଆଜି ରାଜ୍ୟବାସୀଙ୍କୁ ଭିଡ଼ିଓ ମେସେଜ ଜରିଆରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାର ରାଜ୍ୟରେ ଫସିରହିଥିବା ଲୋକଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।…

ଅନଲାଇନରେ ମଗାଇପାରିବେ ଜରୁରୀ ସାମଗ୍ରୀ

ନୂଆଦିଲ୍ଲୀ, ୧୯ା୪: କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେଣୁ ଲୋକମାନେ ଜରୁରୀସାମଗ୍ରୀ ପାଇଁ ହଇରାଣ ମଧ୍ୟ ହେଉଛନ୍ତି । ତେଣୁ ଅନଲାଇନ…

ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ

କଟକ, ୧୯ା୪(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ । ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏନେଇ ସୁପାରିସ୍ ହୋଇଛି । ଜଷ୍ଟିସ ରଫିକ ବତ୍ତର୍ମାନ ମେଘାଳୟ ହାଇକୋର୍ଟ ମୁଖ୍ୟ…

ଆସିଲା ୬୧ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୧୯ା୪(ଓଡ଼ିଶା ଭାସ୍କର): ଗତକାଲି ବାଲେଶ୍ୱରର ନିଳିଆବାଗଠାରେ ଜଣେ ୫୮ବର୍ଷିୟ ବୃଦ୍ଧଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ତାଙ୍କର ଗସ୍ତ ବିବରଣୀ ସମ୍ପର୍କରେ ଜଣାପଡ଼ିଛି । ଆକ୍ରାନ୍ତ ଜଣକ…

ହୋଇପାରେ ବଡ଼ ଘୋଷଣା, ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୪(ଓଡ଼ିଶା ଭାସ୍କର): ଅପରାହ୍ନ ୪.୩୦ରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ । ସେ ଭିଡ଼ିଓ ମେସେଜ ଜରିଆରେ ବାର୍ତ୍ତା ଦେବେ । ବାର୍ତ୍ତା ଜରିଆରେ ବଡ଼ ଘୋଷଣା କରିପାରନ୍ତି…

ଆସନ୍ତାକାଲିଠୁ ଗଞ୍ଜାମରେ କୋହଳ ହେବ ନିୟମ

ଗଞ୍ଜାମ, ୧୯ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହି ତାଲାବନ୍ଦ କଟକଣା ଭିତରେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଆସନ୍ତାକାଲିଠାରୁ ସେଠାରେ ନିୟମକୁ କିଛି ମାତ୍ରାରେ…