Browsing Category
ରାଜ୍ୟ
ସୋନୁଙ୍କ ଠାରୁ ଆସିନି କୌଣସି ସହଯୋଗ, ଗଞ୍ଜାମରେ ଅଭାବ ନାହିଁ ବେଡ୍
ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକମାନଙ୍କୁ ସାହାଯ୍ୟ କରିଆସୁଛନ୍ତି । ଲୋକଙ୍କୁ ଯାତାୟାତ ଠାରୁ ଆରମ୍ଭ କରି ବିଭିନ୍ନ ହସ୍ପିଟାଲରେ ପହଞ୍ଚିବା, କୋଭିଡ୍…
ଏଣିକି ବିମାନବନ୍ଦରରେ ଓହ୍ଲାଇଲେ RT-PCR ବାଧ୍ୟତାମୂଳକ
ଭୁବନେଶ୍ୱର,୧୭/୫: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ସୋମବାର ଏହାର କୋଭିଡ ଗାଇଡଲାଇନ ନିର୍ଦ୍ଦେଶାବଳୀରେ ଏକ ବଡ଼ ସଂଶୋଧନ କରିଛି । ନୂତନ ନିୟମ ଅନୁସାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ…
ଆମ୍ବୁଲାନ୍ସ ପାଇଁ କିମି ପିଛା ଦର ନିର୍ଦ୍ଧାରଣ କଲେ ରାଜ୍ୟ ସରକାର
ଭୁବନେଶ୍ୱର, ୧୭/୫(ଓଡିଶା ଭାସ୍କର) : ବର୍ତ୍ତମାନ ସମୟରେ କରୋନା ମହାମାରୀ କାଳରେ ଅନେକ ଲୋକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଖାସ୍ କରି ଆମ୍ବୁଲାନ୍ସ କ୍ଷେତ୍ରରେ ସାଧାରଣ ଲୋକ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଭଳି…
ସିଆରପିଏଫଙ୍କ ଗୁଳିମାଡରେ ୩ ମୃତ
ବିଜାପୁର,୧୭/୫(ଓଡିଶା ଭାସ୍କର) : ମାଲକାନାଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ସିଆରପିଏଫ୍ ଙ୍କ ଗୁଳିମାଡ ହୋଇଛି । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ସିଆରପିଏଫ୍ ଙ୍କ ଗୁଳିରେ ବିଜାପୁରର ୩ ଜଣ…
ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ହୃଦଘାତରେ ମୃତ୍ୟୁବରଣ…
କରୋନାରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି । ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର…
ରାଜ୍ୟରେ ବଢ଼ିଲା କରୋନା ମୃତ୍ୟୁ: ଆଜି ୨୨ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…
ଫିକା ପଡ଼ିଛି ଲକଡାଉନ୍ ଓ ସଟଡାଉନ୍: ଆଜି ରାଜ୍ୟରେ ୧୦, ୭୫୭ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଲକଡାଉନ, ସଟଡାଉନ୍,…
ରାଜ୍ୟରେ କରୋନା ମୁକାବିଲା ନେଇ ଆଜି ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ମୁକାବିଲଶ ନେଇ ଆଜି ରାଜ୍ୟୃରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅପରାହ୍ନ ୫ଟା ୩୦ରେ ବାଚସ୍ପତି…
SCB କୋଭିଡ ହସ୍ପିଟାଲ ବାହାରେ ଉତ୍ତେଜନା
କଟକ,୧୭ ।୫(ଓଡିଶା ଭାସ୍କର): କଟକ SCB କୋଭିଡ ହସ୍ପିଟାଲ ବାହାରେ ରୋଗୀ ସମ୍ପକୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀ ସମ୍ପର୍କୀୟଙ୍କ ୱାର୍ଡ ଭିତରକୁ ପ୍ରବେଶ ଅନୁମତି ମିଳୁନଥିବାରୁ ଏହି ଉତ୍ତେଜନା…