Browsing Category

ରାଜ୍ୟ

କରୋନା ମୁକାବିଲା ନେଇ ରାଜ୍ୟ ସରକାର ଗଠନ କଲେ ଉପଦେଷ୍ଟା କମିଟି

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏନେଇ ଆଜି ପ୍ରେସମିଟ ମାଧ୍ୟମରେ ସୁଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହି କମିଟି ବିଶିଷ୍ଟ…

ଘରୋଇ ସଂସ୍ଥାଙ୍କ ପାଇଁ ଆସିଲା ଇ-ପରମିସନ୍ ଆପ୍

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : କୋଭିଡ୍ ସମୟରେ କାର୍ଯ୍ୟ କରୁଥିବା କିଛି ଘରୋଇ ସଂସ୍ଥାଙ୍କୁ ସେମାନଙ୍କର କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଛି । ଏହି ପରିପ୍ରେକ୍ଷୀରେ କୋଭିଡ୍ ନିୟମକୁ କଡାକଡି କରିଛନ୍ତି…

ରାଜଧାନୀରେ ଏଣିକି ଅନଲାଇନରେ ମିଳିବ ମଦ: ସପ୍ତାହକୁ ପାଞ୍ଚଦିନ କରିପାରିବେ ଅର୍ଡର

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏଣିକି ଅନଲାଇନରେ ମିଳିବ ମଦ । ଅନଲାଇନରେ ମଦ ବିକ୍ରି ନେଇ ଅନୁମତି ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଫୋନରୁ ମେସେଜ୍ କରି କିମ୍ବା ହ୍ୱାଟସଆପ୍…

କରୋନାରେ କବଳରେ ୨୧୦ କମିଶନରେଟ୍ ପୋଲିସ

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ଭାବେ ଦିନକୁ ଦିନ ମାଡ଼ି ଚାଲିଛି । ପୂର୍ବରୁ ସାମ୍ବାଦିକ, ଆଇନଜୀବୀ, ଅଭିନେତା, ରାଜନେତା ଓ କ୍ରୀଡ଼ାବିତମାନେ କରୋନାରେ ପ୍ରାଣ…

ବଢ଼ିବ କି ଲକଡାଉନ୍ ଅବଧି: ୪ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନର ମୃତ୍ୟୁ ସଂଖ୍ୟା ପ୍ରଶାସନକୁ ଚିନ୍ତାରେ ପକାଉଛି । ତେବେ ଏହି ପରିପ୍ରେକ୍ଷୀରେ ଆଜି କରୋନାର ଦ୍ୱିତୀୟ…

ଝାରସୁଗୁଡା ସବଜେଲରେ ୬୮ କଏଦୀ କରୋନା ପଜିଟିଭ୍

ଝାରସୁଗୁଡା, ୧୫/୦୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ବିଭିନ୍ନ ଜେଲ୍ ର କଏଦୀ ମାନେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳୁଛି । ଏହି ମାରାତ୍ମକ ମହାମାରୀ ଗତ ବର୍ଷ ଭଳି…

ଓଡିଶାରେ ୬ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା: ଆଜି ୧୧,୮୦୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୮୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୪୯୨ ଜଣ…

ପୁଣି ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା: ଆଜି ରାଜ୍ୟର ୨୧ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ପୋଲ ତଳକୁ କାର ଖସିବାରୁ ୩ ମୃତ

ବାଲେଶ୍ୱର,୧୫ ।୫(ଓଡିଶା ଭାସ୍କର): ପୋଲ ତଳକୁ କାର ଖସିଯିବା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଅନ୍ତର୍ଗତ ଏନଏଚ-୧୬ ବିର୍ଲା ଟାୟାର ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି । ସୂଚନା ମୁତାବକ, ଏକ କାରରେ…

ଆସନ୍ତାକାଲି ସଟଡାଉନରେ ବି ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହୋଇଛି । ସାପ୍ତାହାନ୍ତ ସଟଡାଉନରେ ଜରୁରୀକାଳୀନ ସେବା…