CHARIDHAM
Browsing Category

ରାଜ୍ୟ

ଏମକେସିଜି ମେଡିକାଲ କଲେଜର କାର୍ଡିଓଲୋଜି ୱାର୍ଡରେ ଅଗ୍ନିକାଣ୍ଡ

ବ୍ରହ୍ମପୁର,୨୬ ।୪(ଓଡିଶା ଭାସ୍କର): ବ୍ରହ୍ମପୁର ଏମକେସିଜି କଲେଜର କାର୍ଡିଓଲୋଜି ୱାର୍ଡରେ ଆଜି ଘଟିଛି ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ତୁରନ୍ତ ଆୟତ୍ତ କରାଯାଇଥିବା ବେଳେ ଏହି ଅଗ୍ନିକାଣ୍ଡରେ କୌଣସି…

ଅସହ୍ୟ ତାତି! ୪୦ ଡିଗ୍ରୀ ଉପରେ ୧୭ଟି ସହରର ତାପମାତ୍ରା

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩,୨ ଡିଗ୍ରୀ ସହ ବୌଦ୍ଧ ଆଜି…

ପୋଖରୀରେ ଭାସୁଛି ମହିଳାଙ୍କ ଉଲଗ୍ନ ଶରୀର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସୋରୋ, ୨୬ା୪ (ଓଡିଶା ଭାସ୍କର) : ଗାଁ ପୋଖରୀରେ ଭାସୁଛି ମହିଳାଙ୍କ ଉଲଗ୍ନ ଶରୀର । ଏହି ଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖଣ୍ଟପଡା ଥାନା ଅଧୀନରେ ଥିବା ମୈତ୍ରପୁର ଗାଁରେ । ସେଠାକାର ଲୋକେ ପୋଖରୀ…

କାଲିଠାରୁ ଆରମ୍ଭ ହେବ ସରକାରୀ ସ୍କୁଲରେ ନାମଲେଖା

ଭୁବନେଶ୍ୱର ୨୬ । ୪ (ଓଡ଼ିଶା ଭାସ୍କର) : କାଲିଠାରୁ ସରକାରୀ ସ୍କୁଲରେ ନାମଲେଖା ଆରମ୍ଭ । ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାଲେଖା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ସବୁ ଜିଲ୍ଲାର ଶିକ୍ଷାଅଧିକାରୀ ଓ ପ୍ରକଳ୍ପ…

ମେ’ ୩୧ ସୁଦ୍ଧା ଶେଷ ହେବ ନାମଲେଖା

ଭୁବନେଶ୍ୱର ୨୬ । ୪ (ଓଡ଼ିଶା ଭାସ୍କର) : ମେ’ ୩୧ ସୁଦ୍ଧା ଶେଷ ହେବ ନାମଲେଖା । ସବୁ ଜିଲ୍ଲାର ଶିକ୍ଷାଅଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ସରକାରଙ୍କ ତରଫରୁ ଚିଠି ପଠାଯାଇଛି । ମେ’ ୩୧ ତାରିଖ ସୁଦ୍ଧା ପ୍ରଥମରୁ ଦଶମ ଯାଏ…

ଶୀଘ୍ର ମୋ ରୁମକୁ ଆସ୍, ନହେଲେ ମୁଁ ଆତ୍ମହତ୍ୟା କରିଦେବି!

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର) : ପ୍ରେମର ଆଉ ଏକ କରୁଣ ପରିଣତି । ପ୍ରେମରେ ରାଗ ରୁଷା ଥାଏ । ହେଲେ ସେହି ରାଗ କେତେବେଳେ ଯେ କେଉଁ ରୁପ ନିଏ ତାହା ବଖାଣିବା ଅସମ୍ଭବ । ଅନେକ ସମୟରେ ଏହି ଟିକେ ରାଗରୁଷା ମୃତ୍ୟୁ…

ଆସନ୍ତା ୨୮ରେ ହେବ OPSC ପରୀକ୍ଷା

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର): ଆସନ୍ତା ୨୮ ତାରିଖରେ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେବ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରୀକ୍ଷା । ପୂର୍ବରୁ ଏପ୍ରିଲ ୨୫ ତାରିଖରେ ପରୀକ୍ଷା ହେବା ନେଇ ସ୍ଥିର ହୋଇଥିଲା । ମାତ୍ର…

ଭୁବନେଶ୍ୱରରେ ଅନଲାଇନରେ ମଦ ଅର୍ଡର କରିବା ପଡିଲା ମହଙ୍ଗା: ଇଞ୍ଜିନିୟର ହରେଇଲେ ୨.୨ ଲକ୍ଷ

ଭୁବନେଶ୍ୱର, ୨୬/୦୪: ସପ୍ତାହାନ୍ତ ସଟଡାଉନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ଜଣେ ଇଞ୍ଜିନିୟର ଅନଲାଇନରେ ମଦ ଅର୍ଡର କରିବାକୁ ଯାଇ ସାଇବର ଠକଙ୍କ ଶିକାର ହୋଇଛନ୍ତି । ଭୁବନେଶ୍ୱର ଉପକଣ୍ଠ ପାହାଳର ଜଣେ…

ଭୁବନେଶ୍ୱରରେ ସଟଡାଉନରେ ଚିକେନ ବେପାର!

ଭୁବନେଶ୍ୱର, ୨୬/୦୪: ରାଜ୍ୟରେ କୋଭିଡ ସଂକ୍ରମଣରେ ଲାଗୁନାହିଁ ଲଗାମ । ଦୈନିକ ୬୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ସେପଟେ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ରାଜ୍ୟରେ ନାଇଟ କର୍ଫ୍ୟୁ ଏବଂ…