
Browsing Category
ରାଜ୍ୟ
ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର, କଡ଼ା ସୁରକ୍ଷା ମଧ୍ୟରେ କଟକ ନିଆଗଲା
ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର): ଶେଷରେ ଓଡ଼ିଶା ଫେରିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ବିମାନ ଯୋଗେ ତେଲେଙ୍ଗାନାରୁ ଓଡ଼ିଶା ଆଣିଛି କମିଶନରେଟ୍ ପୋଲିସ । ଗତକାଲି ତେଲେଙ୍ଗାନାର ସାଙ୍ଗାରେଡିରୁ ପୋଲିସ…
ରାଜ୍ୟରେ କରୋନାରେ ପୁଣି ୩ଟି ମୁଣ୍ଡ ଗଡ଼ିଲା: ଆକ୍ରାନ୍ତ ସଂଖ୍ୟା ୩ ହଜାର ଟପିଲା, ଆଜି ଚିହ୍ନଟ ହେଲେ ୩୧୦୮ ପଜିଟିଭ୍
ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…
ହାଇଦରର ଖେଳ ଖତମ୍: ଆଜି ଫେରିବ ଓଡ଼ିଶା
ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର): ଆଜି ଓଡ଼ିଶା ଫେରିବ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ଗତକାଲି ହାଇଦର ଧରାପଡ଼ିଥିଲା । କଟକ ପୋଲିସ ତେଲେଙ୍ଗାନା ପୋଲିସ ସହାୟତାରେ ହାଇଦରକୁ ଗିରଫ କରିଥିଲା । ଆଜି ଭୁବନେଶ୍ୱରରେ…
ତାତିରୁ ନିସ୍ତାର ନାହିଁ: ଦୁଇ ଦିନ ପରେ ପୁଣି ବଢ଼ିବ
ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର): ରାଜ୍ୟବାସୀ ପୁଣି ଗରମରେ ଛଟପଟ ହେବେ । ଆସନ୍ତା ଦୁଇଦିନ ମଧ୍ୟରେ ଧୀରେଧୀରେ ତାତି ବଢ଼ିବ । ୨୪ ଘଣ୍ଟା ମଧ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ତାପମାତ୍ରା ୨ରୁ ୩ ଡିଗ୍ରୀ…
ଓଡିଶା ସରକାର କରୋନା ମୁକାବିଲା କରିବାକୁ ଜାରି କଲେ ନୂଆ ଗାଇଡଲାଇନ
ଭୁବନେଶ୍ୱର, ୧୫/୪ (ଓଡିଶା ଭାସ୍କର) : ରାଜ୍ୟ ରେ କରୋନା ମହାମାରୀ ଦ୍ରୁତ ଗତି ରେ ବଢିବାକୁ ଲାଗିଛି । ଏଥିପାଇଁ ରାଜ୍ୟ ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି ।
୧. ଆସନ୍ତା କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ…
ମୁଖ୍ୟ ଶାସନ ସଚିବଙ୍କ କରୋନା ନେଇ କିଛି ଗୁରୁତ୍ୱପୁର୍ଣ୍ଣ ଘୋଷଣା
ଭୁବନେଶ୍ୱର, ୧୫/୪ (ଓଡିଶା ଭାସ୍କର) : କରୋନା ମୁକାବିଲା କରିବା କ୍ଷେତ୍ରରେ ପୁରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ସୁଚନା ଦେଇଛନ୍ତି । ସେସବୁ ହେଲା;
୧. ଆସନ୍ତା କାଲିଠାରୁ…
ସମଗ୍ର ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର : କରୋନା ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି । ଆସନ୍ତା କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟ ଲାଗୁ କରୀାଯାଇଛି ।…
କରୋନା ମୁକାବିଲା ନେଇ ଆଇଏଏସଙ୍କୁ ଦାୟିତ୍ୱ
ଭୁବନେଶ୍ୱର, ୧୫/୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ମୁକାବିଲା ନେଇ ଆଇଏଏସ୍ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଏବଂ ଏନ୍ ତିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଏବଂ…
ଘୋଷଣା ହେବ ପିପିଲି ଉପନିର୍ବାଚନ ପାଇଁ ନୂଆ ତାରିଖ
ଭୁବନେଶ୍ୱର ୧୫ ।୪(ଓଡିଶା ଭାସ୍କର) : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଜାରି ହେବ ନୂଆ ବିଜ୍ଞପ୍ତି । ନିର୍ବାଚନ ପାଇଁ ଆଉ ଥରେ ନୂତନ ତାରିଖ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ…
ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ଆବେଦନ ବିରୋଧରେ ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନୁଭବ
କଟକ, ୧୫/୪ (ଓଡିଶା ଭାସ୍କର) : ଥମୁନି ବର୍ଷା-ଅନୁଭବଙ୍କ ପାରିବାରିକ କଳହ । ଆଜି ଏହି ମାମଲାରେ କଟକ ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏସଡିିଜେଏମ୍…