CHARIDHAM
Browsing Category

ରାଜ୍ୟ

ସୁପ୍ରିମକୋର୍ଟ ଗଲା ଶ୍ରୀମନ୍ଦିର ଜମି ବିକ୍ରି ପ୍ରସଙ୍ଗ

ପୁରୀ , 25/3 : ଶ୍ରୀମନ୍ଦିର ଜମି ବିକ୍ରି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଜଗନ୍ନାଥଙ୍କ ଜମି ବିକ୍ରି ନକରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଏହାସହ  ଶ୍ରୀମନ୍ଦିର ପ୍ରଶାସନକୁ ହଟାଇ…

କଟକ ଚଣ୍ଡୀଛକରେ ଥିବା କୋଚିଂ ସେଣ୍ଟର ସିଲ୍

କଟକ , 25/3 :କୋଭିଡ୍ ଗାଇଡଲାଇନ୍ ଅମାନ୍ୟ ଅଭିଯୋଗରେ କଟକ ଚଣ୍ଡୀଛକରେ ଥିବା କୋଚିଂ ସେଣ୍ଟର ସିଲ୍ କରାଯାଇଛି । ଗୋଟିଏ କ୍ଲାସରୁମରେ ଅଧିକ ସଂଖ୍ୟକ ପିଲା ଥିଲେ ବୋଲି ଅଭିଯୋଗ କରାଯାଇଥିଲା । ମାସ୍କ, ସାନିଟାଇଜର ଓ…

ଆସନ୍ତାକାଲି ଭାରତ ବନ୍ଦ, ଜାଣନ୍ତୁ କ’ଣ ଖୋଲା ଓ କ’ଣ ରହିବ ବନ୍ଦ ?

ନୂଆଦିଲ୍ଲୀ, ୨୫ ।୩ : କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲକୁ ବିରୋଧ କରି କୃଷକ ଆନ୍ଦୋଳନ ଏବେବି ଜାରି ରହିଛି । ଆସନ୍ତାକାଲି ଏହି ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଥିବା ବେଳେ ଭାରତ ବନ୍ଦର ଡାକରା ଦେଇଛି ସଂଯୁକ୍ତ…

ଭିଜିଲାନ୍ସ ଜିଲ୍ଲାରେ ରାଜସ୍ୱ ନିରୀକ୍ଷକ

କଳାହାଣ୍ଡି, ୨୫ ।୩ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲା ତୁଲାପଡାର ରାଜସ୍ୱ ନିରୀକ୍ଷକ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜସ୍ୱ ନିରୀକ୍ଷକ ଥବିର ଭୋଇ ଧରାପଡିଛନ୍ତି ।…

କର୍ମଚାରୀଙ୍କୁ କରୋନା: ରାଜ୍ୟର ଏହି କଲେଜ ହେଲା ସଟଡାଉନ୍, ଜାଣନ୍ତୁ କେଉଁଠି?

ସମ୍ବଲପୁର, ୨୫ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମାଡି ଚାଲିଛି । ଏହାରି ମଧ୍ୟରେ ସମ୍ବଲପୁର ସ୍ଥିତ ଗାୟତ୍ରୀ କଲେଜର ୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ପରେ କଲେଜକୁ ସଟଡାଉନ୍…

ସ୍କୁଲ ବନ୍ଦ ନିଷ୍ପତ୍ତି ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର, ୨୫ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ପୁଣି ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରୀୟ…

କଟକର ସୁପର ମାର୍କେଟ ସିଲ୍

କଟକ, ୨୫ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ କଡାକଡି କରିଛି ପ୍ରଶାସନ । ଏହାରି ମଧ୍ୟରେ କୋଭିଡ ନିୟମ ଖିଲାପି କରିବାରୁ କଟକରେ ସୁପର ମାକେର୍ଟ…

ରେଭେନ୍ସାରୁ ଆଉ ଜଣେ ପଜିଟିଭ ଚିହ୍ନଟ

କଟକ, ୨୫ ।୩ (ଓଡିଶା ଭାସ୍କର): ପୁଣି କରୋନା ମହାମାରୀ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆଉ ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରେଭେନ୍ସାରେ ପଜିଟିଭ ସଂଖ୍ୟା ୩କୁ…