Browsing Category

ରାଜ୍ୟ

ଫେରିଲା ମହାପ୍ରଭୁଙ୍କ ସୂର୍ଯ୍ୟ-ଚନ୍ଦ୍ର

ପୁରୀ,୪ ।୧୨(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ ଚନ୍ଦ୍ର ଫେରିଛି । ବେଶଲାଗି ପରେ ନେଇଯାଇଥିଲେ ସେବାୟତ । ଏନେଇ ଖବର ପ୍ରସାରଣ ପରେ ତଦନ୍ତ ହୋଇଥିଲା । ଆଜି…

ଆକାଶ ପାଠକ ମାମଲା: ଟାଟା କର୍ତ୍ତୃପକ୍ଷଙ୍କୁ ପୋଲିସର ଚିଠି

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି । ଏହାରି ମଧ୍ୟରେ ଟାଟା କର୍ତ୍ତୃପକ୍ଷଙ୍କୁ କମିସନରେଟ ପୋଲିସ ଚିଠି…

ଚନ୍ଦନ କାଠ ଚୋରି ଅଭିଯୋଗରେ ୩ ଗିରଫ

କଟକ, ୪ା୧୨ (ଓଡିଶା ଭାସ୍କର): କ୍ରାଇମବ୍ରାଞ୍ଚର ଏସଟିଏଫ୍ ଦ୍ୱାରା ଚନ୍ଦନ କାଠ ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାର ଟାଙ୍ଗି ଅନ୍ତର୍ଗତ ଦଳଯୋଡ଼ି ଜଙ୍ଗଲରୁ ଚୋରା ଚନ୍ଦନ କାଠ…

ମୟୂରଭଞ୍ଜରେ ଭୂକମ୍ପ ଝଟକା

ମୟୂରଭଞ୍ଜ, ୪ା୧୨ (ଓଡିଶା ଭାସ୍କର): ଗତକାଲି ବିଳମ୍ବିତ ରାତ୍ରି ୨ଟା ୧୩ ମିନିଟରେ ମୟୂରଭଞ୍ଜରେ ଭୂକମ୍ପ ସୃଷ୍ଟି ହୋଇଥିବା ଜଣାଯାଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଥିଲା । ତେବେ କ୍ଷୟକ୍ଷତି…

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ

ଭୁବନେଶ୍ୱର ୩/୧୨ (ଓଡିଶା ଭାସ୍କର ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ ବ୍ରାଞ୍ଚ ଆଜି ଗିରଫ କରିଛି ।ସାଇବର ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ମାମଲାରେ ପଚରାଉଚରା କରିବା ପରେ ଓଡିଶା କ୍ରାଇମ ବ୍ରାଞ୍ଚ…

ଆଜି ଆଉ ୬୨୯ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୩।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୨୯କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଜେରା

ଭୁବନେଶ୍ୱର,୩।୧୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚ EOW (ଅର୍ଥନୈତିକ ଅପରାଧ ଶାଖା )ଉଠାଇନେଇଥିବା…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ!

ଭୁବନେଶ୍ୱର,୩।୧୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେଇଥିବା ସୂଚନା ମିଳିଛି। ଭୁବନେଶ୍ୱର ସରକାରୀ ବାସଭବନରୁ EOW(ଅର୍ଥନୈତିକ ଅପରାଧ ଶାଖା) ଉଠାଇନେଇଥିବା ଜଣାପଡିଛି…

ଭୁବନେଶ୍ୱରରୁ ୩୨ ପଜିଟିଭ, ୩୪ ସୁସ୍ଥ

ଭୁବନେଶ୍ୱର, ୩।୧୨ (ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୩୨ କରୋନା…

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ସିଡିପିଓ

କଳାହାଣ୍ଡି,୩ ।୧୨(ଓଡିଶା ଭାସ୍କର): ଲାଞ୍ଚ ନେବା ବେଳେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲାର କୋକସରା ସିଡିପିଓ । ୫ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ କୋକସରା ସିଡିିପିଓ ଜୟନ୍ତୀ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ।…