Browsing Category

ରାଜ୍ୟ

ବଡ଼ ଖବର: ରାଜ୍ୟରେ ଆଜି ୬ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି

ଭୁବନେଶ୍ୱର, ୨୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇଛି କରୋନା ଭାଇରସ । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୩ଜଣ ଗଞ୍ଜାମରୁ,…

କରୋନା କବଳରେ ଓଡ଼ିଶା! ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୨୭ସ୍ଥାନୀୟ…

କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ନେଇ ମେସେଜ ପଠାଯାଇଥିବା ପ୍ରସଙ୍ଗରେ କଣ କହିଲେ କୃଷି ସଚିବ?

ଭୁବନେଶ୍ୱର, ୨୪ା୭(ଓଡ଼ିଶା ଭାସ୍କର): କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ସେହି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ନେଇ ମେସେଜ ପଠାଯାଇଥିବା ନେଇ ସୂଚନା…

ଏସଆଇ ଓ କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର, ୨୪ା୭(ଓଡ଼ିଶା ଭାସ୍କର): କେନ୍ଦୁଝରରେ ବେଆଇନ ଭାବେ ବାଲିଖାଦାନରୁ ବଟି ଆଦାୟ କରୁଥିଲେ ନନ୍ଦିପଦା ଥାନା ଏସଆଇ ଓ ସେଥିରେ କନେଷ୍ଟବଳ ମଧ୍ୟ ସାମିଲ ରହିଥିଲେ । ବଟି ଆଦାୟ ନେଇ ସେମାନଙ୍କ ବିରୋଧରେ ଥାନାରେ…

ବ୍ରହ୍ମଗିରିରେ କରୋନାକୁ ନେଇ ବୋମାମାଡ଼

ବ୍ରହ୍ମଗିରି,୨୪/୭(ଓଡିଶା ଭାସ୍କର) : କରୋନା ଗୁଜବକୁ ନେଇ ବ୍ରହ୍ମଗିରି ଅନ୍ତର୍ଗତ ନିଶିଭଅଁର ଗାଁରେ ଘନଘନ ବୋମାମାଡ଼ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ସହ ୫୦ରୁ ଅଧିକ ବୋମାମାଡ଼ ହୋଇଥିବା ଜଣାପଡିଛି । ଏଥିରେ…

ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି

ଭୁବନେଶ୍ୱର,୨୩/୭(ଓଡିଶା ଭାସ୍କର): ଶ୍ରମିକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ସବୁ ଶ୍ରେଣୀ ଶ୍ରମିକଙ୍କ ଦୈନିକ ମଜୁରି ୫.୪୦ ଟଙ୍କା ବୃଦ୍ଧି ପାଇଛି । ଅଣ କୁଶଳୀ ଶ୍ରମିକଙ୍କ ମଜୁରି ୩୦୩.୪୦ ଟଙ୍କା ବୃଦ୍ଧି ପାଇଛି। ଅର୍ଦ୍ଧ…

ଏଣିକି ଗାଁରେ ବି ହୋମ ଆଇସୋଲେସନ

ଭୁବନେଶ୍ୱର,୨୩/୭(ଓଡିଶା ଭାସ୍କର): ଏଣିକି ଗ୍ରାମାଞ୍ଚଳରେ ବି ଘରେ ରହିପାରିବେ କୋରୋନା ରୋଗୀ । ଲକ୍ଷଣ ନଥିବା କିମ୍ବା ସ୍ବଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ ମିଳିବ ସୁବିଧା । ସ୍ବଳ୍ପ ଲକ୍ଷଣଯୁକ୍ତ ରୋଗୀଙ୍କର ଅନ୍ୟ ଜଟିଳ…

କନ୍ଧମାଳରେ ପୁଣି ଏନକାଉଣ୍ଟର

କନ୍ଧମାଳ,୨୩ ।୭(ଓଡିଶା ଭାସ୍କର): କନ୍ଧମାଳରେ ପୋଲିସ ଏନକାଉଣ୍ଟରେ ୨ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ସାମିଲ ଥିବା ଜଣାପଡିଛି । ତୁମୁଡିବନ୍ଧ ନିକଟରେ ଏବେ ବି…

ଖୁସି ଖବର: ରାଜ୍ୟରେ ଆଉ ୬୪୩ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୩ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଲକଡାଉନରେ ଚାଲିବ +୨ ଖାତାଦେଖା

ଭୁବନେଶ୍ୱର,୨୩ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ପାଇଁ ଲାଗୁ ହୋଇଛି ଲକଡାଉନ୍ । କିନ୍ତୁ ଏହି ଲକଡାଉନ ମଧ୍ୟରେ ବି ରାଜ୍ୟରେ +୨ ମୂଲ୍ୟାୟନ ଚାଲିବ । ଏନେଇ ମୂଲ୍ୟାୟନ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଥିବା ସୂଚନା…