Browsing Category

ରାଜ୍ୟ

ଚିଲିକା ବ୍ଲକ ଓ ଏନଏସି ସଟଡାଉନ୍

ଖୋର୍ଦ୍ଧା,୧୧ ।୮(ଓଡିଶା ଭାସ୍କର): ଖୋର୍ଦ୍ଧା ଚିଲିକା ବ୍ଲକ ଓ ଏନଏସି ୧୪ ତାରିଖ ଯାଏ ସଟଡାଉନ୍ ହୋଇଛି । ଆଜି ସନ୍ଧ୍ୟା ୭ରୁ ଅଗଷ୍ଟ ୧୪ ସନ୍ଧ୍ୟା ୭ଟା ଯାଏ ସଟଡାଉନ୍ କରାଯାଇଛି । କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ…

ସ୍ୱାଧୀନତା ଦିବସ ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳ ଓ ଏପସିଙ୍କୁ ଏନେଇ ଚିଠି ଲେଖିଛି ଗୃହ ବିଭାଗ । ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା…

ରାଜ୍ୟରେ ଆଜି ୧୦ ଜଣଙ୍କର ପ୍ରାଣ ନେଲା କରୋନା

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦…

ଆଜି ରାଜ୍ୟରୁ ପୁଣି ବାହାରିଲେ ୧୩୪୧ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୩୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୮ ଜଣ ଓ ସ୍ଥାନୀୟ…

ଖୁସି ଖବର: ରାଜ୍ୟରେ ଆଜି ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୦ା୮ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୩୦୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ସରପଞ୍ଚଙ୍କ ପାଇଁ କରୋନା ପଜିଟିଭ ହାର କମିଛି : ମୁଖ୍ୟମନ୍ତ୍ରୀ

ଗଞ୍ଜାମ, ୧୦ା୮ (ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ କୋଭିଡ଼ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ କୋଭିଡ଼…

ବିଜେଡ଼ି ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲ୍ଳା ପାଇଁ କିଏ?

ଭୁବନେଶ୍ୱର, ୧୦ା୮ (ଓଡ଼ିଶା ଭାସ୍କର):ବିଜୁ ଜନତା ଦଳର ରାଜ୍ୟ ମହିଳା କମିଟି ପୁନର୍ଗଠିତ ହୋଇଛି । ୩୦ ବିଜେଡ଼ି ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଗୀତା…

ଭୁବନେଶ୍ୱରରୁ ଆଜି ୧୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୦ା୮ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୧୩୩ କରୋନା ଆକ୍ରାନ୍ତ ଚିହ୍ନଟ…

୭ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର

ଭୁବନେଶ୍ୱର, ୧୦ା୮(ଓଡ଼ିଶା ଭାସ୍କର): ୨୦୦୯ରୁ ୨୦୧୫ ମସିହା ପାଇଁ ୭ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର ମିଳିଥିବା ନେଇ ସୂଚନା ମିଳିଛି । ଓଡ଼ିଶା ଲଳିତ କଳା ଏକାଡ଼େମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ୭ ଶିଳ୍ପୀଙ୍କୁ…