
Browsing Category
ରାଜ୍ୟ
Breaking: ଘର ଭିତରେ ଦମ୍ପତ୍ତିଙ୍କୁ ବାନ୍ଧି ସର୍ବସ୍ୱ ଲୁଟିନେଲେ ଚୋର
ସୋର: ଘରେ ପଶି ଦମ୍ପତ୍ତିଙ୍କୁ ବାନ୍ଧିଲେ। ଆଉ ଘରେ କଳାକନା ବୁଲାଇ ଦେଲେ ଚୋର। ରାତି ଅଧରେ ପାଞ୍ଚ ଜଣ ଲୁଟେରା ଘରର ଭିତରେ ପଶିଲେ। ଆଉ ସୁନା ଗହଣା ଟଙ୍କା ପଇସା ଯାହା ପାଇଲେ ସବୁ ଲୁଟିଲେ। ଆଉ ଯେତେବେଳେ ସେହି ଘରର ଲୋକ…
Breaking: ଆନ୍ଧ୍ରପ୍ରଦେଶରୁ ଆସି ଚନ୍ଦ୍ରଭାଗାରେ ଭାସିଗଲେ ମହିଳା
କୋଣାର୍କ: ଆନ୍ଧ୍ରପ୍ରଦେଶରୁ ଆସି କୋଣାର୍କରେ ଭାସିଗଲେ। ପରିବାର ସହ କୋଣାର୍କ ମନ୍ଦିର ବୁଲିବାକୁ ଆସିଥିଲେ। ଆଉ ବୁଲାବୁଲି ସାରି ଚନ୍ଦ୍ରଭାଗା କୂଳରେ ମଜା ମସ୍ତି କରୁଥିଲେ। ହେଲେ ମଜା ମସ୍ତି ସଜ୍ଜା ସାଜିଲା।…
Breaking: ନବ ଦାସ ହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ, ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣା। ନୂଆ ମୋଡ଼ ନେଲା ହତ୍ୟା ମାମଲା। ଦୀର୍ଘ ଦେଢ ବର୍ଷ ପରେ ହେବ ଆକ୍ସନ। ପୁଅ କି ଝିଅ ନୁହେଁ ନିଜେ ପତ୍ନୀ ଚାହୁଁଛନ୍ତି ସ୍ୱାମୀଙ୍କ ପ୍ରକୃତ ଦୋଷୀ ଧରାପଡୁ। ସେଥିପାଇଁ…
ଭୁବନେଶ୍ୱରରେ ପୁଣି ଦୁର୍ଘଟଣା ଘଟାଇଲା ‘ମୋ ବସ୍’, ରାଜ୍ୟରେ ପୃଥକ ଦୁର୍ଘଟଣାରେ ଦୁଇ ନାବାଳିକାଙ୍କ ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱରରେ ମୋ ବସ୍ ପୁଣି ଏକ ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି। ରବିବାର ଓଡ଼ିଶାରେ ପୃଥକ ସଡ଼କ ଦୁର୍ଘଟଣାରେ ଦୁଇ ନାବାଳିକା ଝିଅଙ୍କ ମୃତ୍ୟୁ ଘଟିଛି।
ରିପୋର୍ଟ ଅନୁଯାୟୀ, ଜଣେ ରଞ୍ଜିତ ବେହେରା ଏବଂ…
ରାଜ୍ୟରେ ପ୍ରତିଦିନ ପ୍ରାୟ ୧୫ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି: ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ ସଡ଼କ ଦୁର୍ଘଟଣାରେ ତୀବ୍ର ବୃଦ୍ଧି ସହିତ ସଂଘର୍ଷ କରୁଛି ଯାହା ଦୁଃଖଦ ଭାବରେ ପ୍ରତିଦିନ ପ୍ରାୟ ୧୫ ଜଣଙ୍କ ଜୀବନ ନେଉଛି। ସମ୍ପ୍ରତି ବିଧାନସଭାର ଏକ ଅଧିବେଶନ ସମୟରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ…
ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧, ଅଗଷ୍ଟରେ ମିଳିବ ୧୫ ହଜାର ଟଙ୍କା
ଭୁବନେଶ୍ୱର: ସୁଭଦ୍ରା ଟଙ୍କା ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମିଳିସାରିଛି। ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇ ନଥିଲେ ସେମାନଙ୍କୁ ରାଜ୍ୟ ସରକାର ଏକାଥରକେ ଦୁଇଟି କିସ୍ତିର ଟଙ୍କା…
ରକ୍ତରଞ୍ଜିତ ହେଲା ରଙ୍ଗ ପର୍ବ, ହୋଲିରେ ୭ଜଣଙ୍କୁ ହତ୍ୟା, ସାମ୍ନାକୁ ଆସିଲା ରିପୋର୍ଟ
ଭୁବନେଶ୍ୱର: ଗତକାଲି ଅର୍ଥାତ ମାର୍ଚ୍ଚ ୧୫ ତାରିଖରେ ସାରା ରାଜ୍ୟରେ ହୋଲି ଉତ୍ସବ ପାଳନ ହେଉଥିଲା। ହେଲେ ଏହି ପର୍ବରେ ରାଜ୍ୟରେ ୭ଜଣଙ୍କୁ ହତ୍ୟା କରାଯାଇଛି। ଏ ନେଇ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱରରେ ଗତକାଲି ୨…
ଭୁବନେଶ୍ୱରରେ ଡବଲ ମର୍ଡର ଘଟଣା: ୪ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୬ା୩: ରାଜଧାନୀ ଭୁବନେଶ୍ୱରରେ ହୋଲିରେ ଘଟିଥିବା ୨ଟି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି। ମଞ୍ଚେଶ୍ବର ଥାନା ଅଞ୍ଚଳ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ…
ଟ୍ରାକ୍ଟର ଧକ୍କା: ବାପା ଆଗରେ ଚାଲିଗଲା ଶିଶୁକନ୍ୟାର ଜୀବନ
ଭଦ୍ରକ: ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରାକ୍ଟର ଧକ୍କାରେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଗୁଜିଦରଡ଼ା ଫାଣ୍ଡି ବଶପୁର ଛକ ନିକଟରେ ଏକ ବାଇକକୁ ଟ୍ରାକ୍ଟରଟି ଜୋରରେ ଧକ୍କା ଦେଇଥିଲା।…
ଭୁବନେଶ୍ୱରରେ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର
ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର । ଏନେଇ ଭୁବନେଶ୍ୱର ସାଂସଦଙ୍କ ପ୍ରସ୍ତାବରେ ସହମତି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ସୂଚନା ମୁତାବକ, ଏହି ପ୍ରସଙ୍ଗରେ…