Browsing Category
ଖେଳ
ସ୍ପଷ୍ଟ କଲେ ମେରୀ କମ: ‘ମୁଁ ଅବସର ଘୋଷଣା କରିନାହିଁ’
ନୂଆଦିଲ୍ଲୀ: ୬ ଥରର ବିଶ୍ୱ ଚାମ୍ପିୟନ ଓ ୨୦୧୨ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ମେରୀ କମ୍ ବକ୍ସିଂରୁ ଅବସର ଗ୍ରହଣ କରିନାହାନ୍ତି । ୪୧ ବର୍ଷୀୟା ମେରୀଙ୍କ ଅବସରକୁ ନେଇ ମିଡ଼ିଆରେ ଖବର ପ୍ରକାଶ ପାଇଥିଲା ।…
ଅବସର ଘୋଷଣା କଲେ ୬ଥର ବିଶ୍ୱ ବକ୍ସିଂ ଚାମ୍ପିଆନ୍ ହୋଇଥିବା ମ୍ୟାରି କମ୍: କହିଲେ ଏହାର କାରଣ
ନୂଆଦିଲ୍ଲୀ: ବକ୍ସର ମ୍ୟାରି କମ୍ ଅବସର ନେବାକୁ ଘୋଷଣା କରିଛନ୍ତି । ତେବେ ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ର ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ ୪୦ ବର୍ଷ ବୟସ ପର୍ଯ୍ୟନ୍ତ…
IND vs ENG ପ୍ରଥମେ ଟେଷ୍ଟରେ କିଏ ହେବେ ରୋହିତଙ୍କ ବ୍ରହ୍ମାସ୍ତ୍ର? ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ତେବେ ଏଥିପାଇଁ ଇଂଲଣ୍ଡ ନିଜର ଦଳ ଘୋଷଣା କରିସାରିଛି । କିନ୍ତୁ ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ…
ସୁପ୍ରିମକୋର୍ଟ ଓକିଲ ହେବେ PCBର ମୁଖ୍ୟ: ପାକିସ୍ତାନକୁ ମିଳିଲେ ଅଶରଫଙ୍କ ବିକଳ୍ପ
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ୍ ପଦ ପାଇଁ ଶେଷ ହୋଇଛି ସନ୍ଧାନ ପ୍ରକ୍ରିୟା । ପୂର୍ବତନ ଚେୟାରମ୍ୟାନ୍ ଜକା ଅଶରଫଙ୍କ ବିକଳ୍ପ ଭାବରେ ନୂଆ ଅଧ୍ୟକ୍ଷଙ୍କୁ ଚୟନ କରିଛି ପାକିସ୍ତାନ ଦଳ । ବିଶ୍ୱକପ…
IND vs ENG ପ୍ରଥମ ଟେଷ୍ଟରେ ଡେବ୍ୟୁ କରିବେ ଏହି ଖେଳାଳି: ଅଧିନାୟକ ବାଛିଲେ Playing-11
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟେଷ୍ଟ ସିରିଜ । ତେବେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ପାଇଁ ଦଳ ଗୋଷଣା ହୋଇଯାଇଛି । ଏହି ମ୍ୟାଚ ପାଇଁ ଦଳରେ ୩ ଜଣ ସ୍ପିନରଙ୍କ ସହ…
‘Installment’ ରେ ଖେଳାଯିବ IPL-2024! ନିର୍ବାଚନ ପାଇଁ ବଦଳିଯିବ ଟୁର୍ଣ୍ଣାମେଣ୍ଟ ଫର୍ମାଟ
ନୂଆଦିଲ୍ଲୀ: ଏପ୍ରିଲ ମାସରେ ଦେଶରେ ନିର୍ବାଚନ ନେଇ ସମ୍ଭାବନା ଜାରି କରିଛନ୍ତି ଇଲେକ୍ସନ କମିଶନ୍ । ଏହି ଘୋଷଣା ପରେ ସର୍ବଶ୍ରେଷ୍ଠ ଟି-୨୦ ଲିଗ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନିର୍ବାଚନ ପାଇଁ ଆଇପିଏଲ…
କ୍ରମାଗତ ୨ଥର ପାଇଁ ଆଇସିସି ଟି -୨୦ ପ୍ଲେୟର ଅଫ୍ ଦ ଇୟର ଆୱାର୍ଡ ଜିତିଲେ ସୂର୍ଯ୍ୟକୁମାର ଯାଦବ
ନୂଆଦିଲ୍ଲୀ: ଆଇସିସି ୨୦୨୩ ବର୍ଷ ପାଇଁ ଟି -୨୦ ପ୍ଲେୟର ଅଫ୍ ଦ ଇୟର ଭାବେ ଭାରତର ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରିଛି। ଏହି ପୁରସ୍କାର ଲଗାତାର ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟକୁମାରଙ୍କୁ ମିଳିଛି।…
ବିରାଟଙ୍କୁ Replace କରିବେ ଏହି ଖେଳାଳି, BCCI ପକ୍ଷରୁ ଘୋଷଣା
ନୂଆଦିଲ୍ଲୀ: ଜାନୁଆରୀ ୨୫ରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଏହି ଟେଷ୍ଟ ସିରିଜର ପ୍ରଥମ ୨ଟି ମୁକାବିଲା ପାଇଁ BCCI ପକ୍ଷରୁ ବିରାଟ କୋହଲିଙ୍କ ବଦଳରେ…
ଏହି ଖେଳାଳୀଙ୍କ ଉପରେ ICCର ବଡ଼ ଆକ୍ସନ, ଭାରତ-ବାଂଲାଦେଶ ମ୍ୟାଚରେ କଲେ ଏହି ଭୁଲ
ନୂଆଦିଲ୍ଲୀ: ମଙ୍ଗଳବାର ଭାରତ ଏବଂ ବାଲାଂଦେଶ ମଧ୍ୟରେ ଅଣ୍ଡର- ୧୯ ବିଶ୍ୱକପ୍ ମ୍ୟାଚ ଖେଳାଯାଇଥିଲା । ଭାରତ ବିପକ୍ଷ ଏହି ମ୍ୟାଚ ସମୟରେ ବାଂଲାଦେଶ ବୋଲର ମାରୁଫ ମୃଧା ‘ଅପମାନଜନକ ଭାଷା’ର ବ୍ୟବହାର କରିଥିଲେ । ଏଥିପାଇଁ…
ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରି ବିଶ୍ୱର ୧ନମ୍ବର ଖେଳାଳି ହେଲେ ରୋହନ ବୋପାନ୍ନା ଓ ମାଥ୍ୟୁ ଏବ୍ଡେନ୍
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଓ ମାଥ୍ୟୁ ଏବ୍ଡେନ୍ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ରୋହନ ବୋପାନ୍ନା ପୁରୁଷ ଡବଲ୍ସରେ ବିଶ୍ୱର ଏକ ନମ୍ବର ମାନ୍ୟତା ହାସଲ…