Browsing Category

ଖେଳ

ଦିନିକିଆ କ୍ରିକେଟ ଦଳରୁ ବାଦ୍ ପଡ଼ିଲେ କେ.ଏଲ ରାହୁଲ: ଶତକ ପରେ ବି ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଶତକ ହାସଲ କରିବା ପରେ ମଧ୍ୟ କେ.ଏଲ ରାହୁଲ ଦିନିକିଆ ଦଳରୁ ବାଦ୍ ପଡ଼ିଛନ୍ତି । ରାହୁଲଙ୍କ ବ୍ୟତୀତ ଜଶପ୍ରୀତ ବୁମରାହ ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଏହି ଦଳରେ ସ୍ଥାନ ପାଇନାହାନ୍ତି ।…

2nd Test ଜିତିବାକୁ ଦଳରେ ହେବ ପରିବର୍ତ୍ତନ! ଟିମ ଇଣ୍ଡିଆକୁ ପରାମର୍ଶ ଦେଲେ ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚକୁ ନିରାଶଜନକ ଭାବରେ ହାତଛଡ଼ା କରିଛି । ଷ୍ଟାର ବ୍ୟାଟର ଡିନ୍ ଏଲଗରଙ୍କ…

ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଯିବେ IPL ଷ୍ଟାର! କ୍ରିକେଟରଙ୍କ ଉପରେ କୋର୍ଟ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କ୍ରିକେଟରେ ନିଜ ଟାଲେଣ୍ଟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ଜଣେ ଆଇପିଏଲ ଷ୍ଟାରଙ୍କ ବିରୋଧରେ ଆସିଛି ଏକ ସଙ୍ଗୀନ ଅଭିଯୋଗ । ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଫସି ଏବେ ଚର୍ଚ୍ଚାକୁ ଆସିଛନ୍ତି…

Big Breaking: ଘୋଷଣା ହେଲା ଓଡ଼ିଶା କ୍ରିକେଟ ରଣଜୀ ଟିମ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟର ରଣଜୀ ଦଳ ଆଜି ଘୋଷଣା କରାଯାଇଛି । ଏହି ଦଳରେ ୧୫ ଜଣ ରହିଥିବା ସୂଚନା ମିଳିଛି । ତେବେ ବ୍ୟାଟର ଶାନ୍ତନୁ ମିଶ୍ରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଆସନ୍ତା ୫ ତାରିଖରେ…

ଶେଷ ମ୍ୟାଚରେ ନେତୃତ୍ୱ ନେବେ ଏହି ଖେଳାଳି: IND vs SA ଦ୍ୱିତୀୟ ଟେଷ୍ଟ ପରେ ନେବେ ଅବସର

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ପରେ କ୍ରିକେଟ ବୋର୍ଡ ନେଇଛି ଏକ ବଡ଼ ନିଷ୍ପତ୍ତି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଧିନାୟକ ପଦକୁ ନେଇ ହୋଇଛି ବଡ଼ ପରିବର୍ତ୍ତନ । ଦ୍ୱିତୀୟ ମ୍ୟାଚରେ ଶେଷ ଥର ପାଇଁ…

ଟିମ୍ ଇଣ୍ଡିଆ ଉପରେ ICCର କାର୍ଯ୍ୟାନୁଷ୍ଠାନ: ଭାରତକୁ ଲାଗିଲା ଦୁଇଟି ବଡ଼ ଝଟକା, ବଦଳିଲା ପ୍ଲେଇଂ-୧୧

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ପରାଜୟ ହେବା ପରେ ଟିମ୍ ଇଣ୍ଡିଆକୁ ସବୁଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍ ବିଜୟ…

ମହମ୍ମଦ ଶାମୀଙ୍କୁ ରିପ୍ଲେସ୍ କରିଲେ ଏହି ଖେଳାଳୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ମ୍ୟାଚ କେପ୍‌ଟାଉନରେ ଜାନୁଆରୀ ୩ରୁ ଖେଲାଯିବ । ସେଞ୍ଚୁରିୟନ ଟେଷ୍ଟ ମ୍ୟାଚରେ ଭାରତକୁ ୩୨ ରନରେ ପରାସ୍ତ କରିଥିଲା…

ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳକୁ ବଡ଼ ଝଟକା, ଦ୍ୱିତୀୟ ଟେଷ୍ଟରୁ ବିଦା ହେଲେ ଟେମ୍ବା ବାଭୁମା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ମ୍ୟାଚ କେପ୍‌ଟାଉନରେ ଜାନୁଆରୀ ୩ରୁ ଖେଲାଯିବ । ଏଥିମଧ୍ୟରେ ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ଦଳକୁ ୩୨ ରନରେ ହରାଇଥିବା…

WTC ବିଶ୍ୱ ରାଙ୍କିଙ୍ଗରେ ପାକିସ୍ତାନ ଓ ବାଂଲାଦେଶ ତଳକୁ ଖସିଲା ଭାରତ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ହାରିବା ଟିମ୍ ଇଣ୍ଡିଆକୁ ମହଙ୍ଗା…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଶୋଚନୀୟ ଭାବେ ଗୋଟିଏ ଇନିଂସ ଓ ୩୨ ରନରେ ପରାଜୟ ବରଣ କରିବା ଏବେ ଦଳକୁ ମହଙ୍ଗା ପଡ଼ିଛି । ଭାରତ ଏହି ଟେଷ୍ଟ ମ୍ୟାଚରେ ପରାସ୍ତ ହେବା ଫଳରେ ୨୦୨୩-୨୫ ଆଇସିସି…

ଭାରତ ଘରୋଇ ମାଟିରେ ଜିତୁଛି, କିନ୍ତୁ ବିଦେଶରେ ହାରୁଛି: ଟେଷ୍ଟରେ ଶୋଚନୀୟ ପରାଜୟ ପାଇଁ ଦାୟୀ କିଏ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ପରାଜୟ ବରଣ କରିବା ପରେ ଏବେ ଚାରିଆଡ଼ୁ ନିନ୍ଦା କରାଯାଉଛି । ଗତ କିଛିବର୍ଷ ମଧ୍ୟରେ ଭାରତରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚଗୁଡ଼ିକରେ ଭାରତ…