Browsing Category

ଖେଳ

WTC ବିଶ୍ୱ ରାଙ୍କିଙ୍ଗରେ ପାକିସ୍ତାନ ଓ ବାଂଲାଦେଶ ତଳକୁ ଖସିଲା ଭାରତ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ହାରିବା ଟିମ୍ ଇଣ୍ଡିଆକୁ ମହଙ୍ଗା…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଶୋଚନୀୟ ଭାବେ ଗୋଟିଏ ଇନିଂସ ଓ ୩୨ ରନରେ ପରାଜୟ ବରଣ କରିବା ଏବେ ଦଳକୁ ମହଙ୍ଗା ପଡ଼ିଛି । ଭାରତ ଏହି ଟେଷ୍ଟ ମ୍ୟାଚରେ ପରାସ୍ତ ହେବା ଫଳରେ ୨୦୨୩-୨୫ ଆଇସିସି…

ଭାରତ ଘରୋଇ ମାଟିରେ ଜିତୁଛି, କିନ୍ତୁ ବିଦେଶରେ ହାରୁଛି: ଟେଷ୍ଟରେ ଶୋଚନୀୟ ପରାଜୟ ପାଇଁ ଦାୟୀ କିଏ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ପ୍ରଥମ ଟେଷ୍ଟରେ ଶୋଚନୀୟ ଭାବେ ପରାଜୟ ବରଣ କରିବା ପରେ ଏବେ ଚାରିଆଡ଼ୁ ନିନ୍ଦା କରାଯାଉଛି । ଗତ କିଛିବର୍ଷ ମଧ୍ୟରେ ଭାରତରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚଗୁଡ଼ିକରେ ଭାରତ…

ପୂଜାଙ୍କ ଦମଦାର ଅର୍ଦ୍ଧଶତକ ପରେ ବି ହାତ ଖାଲି: ୬ ୱିକେଟରେ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ପରାଜୟର ସାମ୍ନା କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଦିନିକିଆରେ ଲଗାତାର ଷଷ୍ଠ ପରାଜୟ ତଥା ଘରୋଇ ମାଟିରେ ଅଷ୍ଟମ ମ୍ୟାଚରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ ।…

ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ବାରମ୍ବାର ଟେଷ୍ଟ ମ୍ୟାଚ ହାରୁଛି କାହିଁକି? ପୁଣି ଥରେ ଭାଙ୍ଗିଲା ଟିମ୍ ଇଣ୍ଡିଆର ସ୍ୱପ୍ନ

ନୂଆଦିଲ୍ଲୀ: ପୁଣି ଥରେ ଟିମ୍ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଯାଇଛି । ଆଜି ପର୍ଯ୍ୟନ୍ତ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଗୋଟିଏ ହେଲେ ବି ଟେଷ୍ଟ ସିରିଜ ଜିତି ପାରିନଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ଜିତିବା ସ୍ୱପ୍ନ…

IPL-2024 ଖେଳିବେନି ଧୋନୀ-ହାର୍ଦ୍ଦିକ! ଏହି ୫ ସୁପରଷ୍ଟାର ଖେଳାଳିଙ୍କ ନାଁ ସାମିଲ

ନୂଆଦିଲ୍ଲୀ: ସାରା କ୍ରିକେଟପ୍ରେମୀଙ୍କୁ ଏବେ ପାଗଳ କରିଛି ଆଇପିଏଲ ନିଶା । ଆସନ୍ତା ସିଜନ ପାଇଁ ଅକ୍ସନ ସରିବା ପରେ ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ତେବେ ଆଇପିଏଲକୁ ନେଇ ନୂଆ ଅପଡେଟ…

ଟେଷ୍ଟ କ୍ରିକେଟରୁ ବିଦାୟ ନେଲେ ଏହି ଷ୍ଟାର ପ୍ଲେୟର: କୁନି ଫ୍ୟାନକୁ ଦେଇଗଲେ Surprise Gift

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟକୁ ସବୁ ଦିନ ପାଇଁ ବିଦାୟ ନେଇ ପାଭିଲିୟନ୍ ଫେରିଛନ୍ତି ଜଣେ ଲିଜେଣ୍ଡ କ୍ରିକେଟର । ଦଳ ପାଇଁ ସବୁ ସମୟରେ ସଙ୍କଟ ମୋଚକ ହୋଇ ଠିଆ ହୋଇଥିବା ବେଳେ ଆଜି ଦେଶର ଏହି ବଡ଼ ଦାୟିତ୍ୱରୁ ସେ ନିଜକୁ…

ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ସତବୀରଙ୍କୁ ଚୟନ କଲା BCCI

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(BCCI) ପକ୍ଷରୁ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ପଦ ପାଇଁ ମାଲକାନଗିରିର ସତବୀର ସିଂ ରିୟରଙ୍କୁ ମନୋନିତ କରାଯାଇଛି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ‘ଏକ୍ସ’…

(Video) ଦକ୍ଷିଣ ଆଫ୍ରିକାର ୱିକେଟ ଯାଉ ନଥିଲା, କଳା ଯାଦୁ କଲେ କୋହଲି… ସଙ୍ଗେ ସଙ୍ଗେ ପଡ଼ିଲା ୱିକେଟ୍‌

ଓଡ଼ିଶା ଭାସ୍କର: ଭାରତୀୟ ବୋଲର ବୋଲିଂ କରି କରି ହାଲିଆ ହୋଇ ଯାଇଥିଲେ । ବିଲକୁଲ ବି ୱିକେଟ ପଡ଼ୁ ନଥିଲା । ହେଲେ ବିରାଟ ଏମିତି କିଛି କରି ଦେଲେ ଯାହାପର ବଲରେ ପଡ଼ିଗଲା ୱିକେଟ । ଏବେ ଖେଳ ପ୍ରେମି ମାନେ କହୁଛନ୍ତି…

କ୍ରିକେଟରରୁ ହେଲେ କନମ୍ୟାନ: ଋଷଭ ପନ୍ତଙ୍କୁ ୧.୬ କୋଟି ଟଙ୍କାର ଚୂନ ଲଗାଇଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଭାରତରେ କ୍ରିକେଟ ପାଇଁ ଲୋକମାନଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପାଗଳାମି ଦେଖିବାକୁ ମିଳିଥାଏ । ଏପରିକି ଅନେକ କ୍ରିକେଟରଙ୍କୁ ଲୋକମାନେ ସେମାନଙ୍କର ଆଇଡଲ ବୋଲି ମାନିଥାନ୍ତି । କିନ୍ତୁ ଯଦି ଜଣେ କ୍ରିକେଟର…

(Video) କ୍ୟାରିୟର ବର୍ବାଦ କରିଦେବି… IPL ଷ୍ଟାର କ୍ରିକେଟରଙ୍କୁ ଗାର୍ଲଫ୍ରେଣ୍ଡ ଦେଲେ ଧମକ

ନୂଆଦିଲ୍ଲୀ: ପ୍ରେମର ପଶାପାଲିରେ ଫସି ଯାଇଛନ୍ତି ଆଇପିଏଲର ଜଣେ ଷ୍ଟାର କ୍ରିକେଟର । ଏକ୍ସ ଗର୍ଲଫ୍ରେଣ୍ଡ ସିଦାସଳଖ କ୍ୟାରିୟର ବର୍ବାଦ କରି ଦେବା ପାଇଁ ଦେଉଛି ଧମକ । ଏ ନେଇ ଷ୍ଟାର ପ୍ଲେୟର ଏବେ ଥାନାର ଦ୍ୱାରସ୍ଥ…