Browsing Category
ଖେଳ
ଟି-୨୦ ବିଶ୍ୱ କପ୍: ପାକିସ୍ତାନର ଲଜ୍ଜାଜନକ କାମ, ଜର୍ସିରେ ଭାରତ ବଦଳରେ ଲେଖାଇଲା ୟୁଏଇର ନାମ, ଫଟୋ ଭାଇରାଲ୍
ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ପାକିସ୍ତାନ କ୍ରିକେଟ୍ ଦଳର ଲଜ୍ଜାଜନକ କାମ । ଟି-୨୦ ବିଶ୍ୱ କପ୍ ପାଇଁ ନିଜ ଜର୍ସିରେ ଆୟୋଜକ ଭାରତର ନାଁ ଲେଖିବା ଜାଗାରେ ୟୁଏଇର ନାମ ଲେଖାଇଛି । ଏହାର ଫଟୋ ସାମାଜିକ ଗଣମାଧ୍ୟମରେ…
ଚମକିଲେ ରାହୁଲ: ଦମଦାର ବିଜୟ ସହ ସିଜିନ ଶେଷ କଲା ପଞ୍ଜାବ
ନୂଆଦିଲ୍ଲୀ: ଅଧିନାୟକ କେ ଏଲ୍ ରାହୁଲଙ୍କ ଧୂଆଁଧାର ୯୮ ରନ ବଳରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ୍ । ଏହି ବିଜୟ ସହିତ ପଞ୍ଜାବର ପ୍ଲେଅଫ୍ ଆଶା ମଧ୍ୟ ଉଜ୍ଜୀବିତ ରହିଛି ।…
Duplesisଙ୍କ ଲଢୁଆ ଅର୍ଦ୍ଧଶତକ: King’s ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ
ନୂଆଦିଲ୍ଲୀ: ଓପ୍ନର ଫାଫ୍ ଡୁ ପ୍ଲେସିସଙ୍କ ଲଢୁଆ ଅର୍ଦ୍ଧଶତକ ସହାୟତାରେ ପଞ୍ଜାବ କିଙ୍ଗସ ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଫାଫ ଡୁପ୍ଲେସିସଙ୍କ ୭୬ ରନ ସହାୟତାରେ ଚେନ୍ନାଇ ୨୦…
ବଲିଉଡରେ ଏଣ୍ଟ୍ରି କରିବେ କି ମହେନ୍ଦ୍ର ସିଂ ଧୋନୀ? ଅଭିନୟକୁ ନେଇ କହିଲେ ଏପରି
ମୁମ୍ବାଇ: ନ୍ୟାସନାଲ ସ୍ପୋର୍ଟ ଆଇକନ୍ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବା କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । କ୍ରିକେଟରେ ସେ ଲୋକପ୍ରିୟତା ହାସଲ କରିବା ସହ ଅନେକ ବିଜ୍ଞାପନ ପାଇଁ ଶୁଟିଂ ଓ…
ତିନି ମ୍ୟାଚ ପରାଜୟ ଧାରା ଶେଷ କଲା SunRisers
ନୂଆଦିଲ୍ଲୀ: ଶେଷ ଓଭର ଥ୍ରୀଲର ମ୍ୟାଚକୁ ଜିତି ନେବା ସହିତ ତିନି ମ୍ୟାଚ ପରାଜୟ ଧାରା ଶେଷ କରିଛି ସନରାଇଜର୍ସ ହାଇଦ୍ରାବାଦ । ୧୪୨ ରନ ଲକ୍ଷ୍ୟର ପିଛାମ କରୁଥିବା ବାଙ୍ଗାଲୋର ବିଜୟ ଲକ୍ଷ୍ୟରୁ ମାତ୍ର ୪ ରନ ଦୂରରେ ରହି…
ଆରସିବି ସମ୍ମୁଖରେ ୧୪୨ ରନର ବିଜୟ ଲକ୍ଷ୍ୟ
ନୂଆଦିଲ୍ଳୀ: ଆଇପିଏଲର ଚଳିତ ସଂସ୍କରଣର ୫୨ ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ୧୪୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ସନରାଇଜର୍ସ ପକ୍ଷରୁ ଜାସନ ରୟ ସର୍ବାଧିକ ୪୪ ରନ ସଂଗ୍ରହ କରିଥିବା ବେଳେ…
Ipl ୨୦୨୧: ଟସ ଜିତି ଆରସିବିର ବୋଲିଂ ନିଷ୍ପତ୍ତି
ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ୫୨ ତମ ମୁକାବିଲାରେ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ । ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ଆରସିବି ଟସ ଜିତି…
ଚେନ୍ନାଇ ପାଇଁ ଧୋନୀ ଆଉ କେତେ ବର୍ଷ ଖେଳିବେ ? ସିଏସକେ ଫ୍ରାଞ୍ଚାଇଜି ଦେଲେ ବଡ ବୟାନ
ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୧ର ପ୍ଲେଅଫରେ ପହଞ୍ଚି ସାରିଛି । ସିଏସକେକୁ ତିନି ଥର ଆଇପିଏଲ ଟ୍ରଫି ଜିତାଇଥିବା ମହେନ୍ଦ୍ର ସିଂହ ଧୋନୀ ଚଳିତ ସିଜିନରେ ବ୍ୟାଟିଂରେ ବିଫଳ ହେଲେ ମଧ୍ୟ ଟିମ୍…
ଆଇପିଏଲ ୨୦୨୧: କିଏ ଯିବ ପ୍ଲେଅଫକୁ ମୁମ୍ବାଇ ନା କୋଲକାତା ? ଏମିତି ରହିଛି ସମୀକରଣ
ନୂଆଦିଲ୍ଲୀ : ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ଏକତରଫା ମ୍ୟାଚରେ ହରାଇବା ପରେ ପ୍ଲେଅଫ ଲଢେଇ ଆହୁରି ରୋଚକ ହୋଇ ଯାଇଛି । ମୁମ୍ବାଇ ୧୩ ମ୍ୟାଚରୁ ୬ ବିଜୟ ସହ ୧୨ ପଏଣ୍ଟରେ ରହିଛି । ଏହାର ନେଟ୍ ରନ ରେଟ୍…
ଡିସେମ୍ବର ୨୨ରୁ ପ୍ରୋ କବାଡି ଲିଗ୍ର ଅଷ୍ଟମ ସଂସ୍କରଣ, ଷ୍ଟାର ସ୍ପୋର୍ଟ୍ସ ଓ ହଟଷ୍ଟାରେ ସିଧା ପ୍ରସାରଣ ଦେଖିପାରିବେ ଦର୍ଶକ
ମୁମ୍ବାଇ: ଆସନ୍ତା ଡିସେମ୍ବର ମାସ ୨୨ ତାରିଖରୁ ଆରମ୍ଭ ହେବ ପ୍ରୋ କବାଡି ଲିଗ୍ର ଅଷ୍ଟମ ସଂସ୍କରଣ । ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୯ ଓ ୩୧ ତାରିଖ ଦିନ ଖେଳାଳି ନିଲାମ ପ୍ରକ୍ରିୟା ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା…