Browsing Category
Breaking News
Flipkartର Freedom Sale ଏହି ଦିନରୁ ହେଉଛି ଆରମ୍ଭ, ଅଧା ଦରରେ ମିଳିବ Apple, Samsungର ଫୋନ
ନୂଆଦିଲ୍ଲୀ: ଫ୍ଲିପକାର୍ଟରେ ପୁଣିଥରେ ଫ୍ରିଡମ ସେଲ ଆରମ୍ଭ ହେବାକୁ ଯାଉଛି। ଇ-କମର୍ସ ୱେବସାଇଟରେ ୧ ଅଗଷ୍ଟରେ ଆରମ୍ଭ ହୋଇଥିବା ସେଲ୍ ଅଗଷ୍ଟ ୮ ତାରିଖରେ ଶେଷ ହୋଇସାରିଛି।
ଏହି ସେଲରେ ସ୍ମାର୍ଟଫୋନଠାରୁ ଲ୍ୟାପଟପ,…
ଗତ ୧୩ଟି ପାଳିରେ ୮୮% ଅଭିଯୋଗର ସମାଧାନ ହୋଇଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର; ଆଜିର ଅଭିଯୋଗ ଶୁଣାଣି ନେଇ ମୁଖ୍ୟମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । 88 ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ନେଇ କହିଛନ୍ତି ମୋହନ ମାଝୀ ।
ଗତ ୧୩ଟି ପାଳିରେ ଗ୍ରହଣ କରାଯାଇଥିବା ୧୨,୨୫୨ଟି ଅଭିଯୋଗ…
ମୋହନଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, କେମିତି ଉତ୍ତର ରଖିବେ ରାଜ୍ୟ ସରକାର…
ଓଡିଶା ଭାସ୍କର: ମୋହନ ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ପ୍ରକାଶଥାଉ ଯେ, ରାଜ୍ୟରେ ମୋଟ୍ କେତେ ଶିକ୍ଷକ ପଦବି ଖାଲି ରହିଛି ଓ ଏହି ପଦ ପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ତଥ୍ୟ ଦାଖଲ…
PM Modi Zelensky Talk: ଟ୍ରମ୍ପ-ପୁଟିନ ବୈଠକ ପୂର୍ବରୁ ମୋଦୀଙ୍କୁ ଫୋନ କଲେ ଜେଲେନ୍ସକି, ଜାଣନ୍ତୁ କଣ କଥା ହେଲେ
ନୂଆଦିଲ୍ଲୀ: ସୋମବାର ଦିନ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ଏପରି ଏକ ସମୟରେ ହୋଇଛି ଯେତେବେଳେ କିଛି ଦିନ…
ଏଣିକି ସରକାର ରଖିବେ BCCI ଉପରେ ନଜର! କ’ଣ ଭାରତୀୟ କ୍ରିକେଟ ବୋର୍ଡର ବଢିବ ସମସ୍ୟା
ନୂଆଦିଲ୍ଲୀ: ୧୧ ଅଗଷ୍ଟ ୨୦୨୫ ଭାରତୀୟ କ୍ରୀଡ଼ା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ଲୋକସଭାରେ କ୍ରୀଡ଼ା ସହ ଜଡିତ ୨ଟି ମୁଖ୍ୟ ବିଲ୍ ପାସ ହୋଇଛି। ଯେଉଁଥିରେ ଜାତୀୟ କ୍ରୀଡ଼ା ଶାସନ ବିଲ୍ ୨୦୨୫ ଏବଂ ଡୋପିଂ…
ବର୍ତ୍ତିଲେ କ୍ୟାପ୍ଟେନ୍ କୁଲ୍, ଦେବେ ୧୦୦ କୋଟି..
ନୂଆଦିଲ୍ଲୀ: ଆଇପିଏଲର ସ୍ପଟ ଫିକ୍ସିଂ ମାମଲାରେ ପୂର୍ବତନ କ୍ୟାପ୍ଟେନ ଏମଏସ ଧୋନୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିବା ଲୋକଙ୍କ ଖରାପ ସମୟ ଆରମ୍ଭ ହୋଇଗଲା। ମାଡ୍ରାସ ହାଇକୋର୍ଟ ଧୋନୀଙ୍କ ପକ୍ଷରୁ ଦାଖଲ ହୋଇଥିବା ୧୦…
ଘାଟିରେ ଖସିପଡ଼ିଲା ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ୍ ଗାଡ଼ି, 9 ମହିଳା ମୃତ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପୁଣେ-ଶିରୁର ରୋଡର ଗଢ଼ି ଘାଟିରେ ଏକ ପିକଅପ୍ ଟ୍ରକ୍ ଖସିପଡ଼ିଛି, ଯେଉଁଥିରେ 9 ଜଣ ମହିଳାଙ୍କର ଘଟଣାସ୍ଥଳେ ମୃତ୍ୟୁ ଘଟିଛି ଏବଂ 35 ଜଣ ଗୁରୁତର…
ରୋହିତ ଏବଂ କୋହଲି ODIରୁ ନେବେ କି ଅବସର? ସାମ୍ନାକୁ ଆସିଲା BCCIର ପ୍ରତିକ୍ରିୟା
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚଟି ଟେଷ୍ଟ ବିଶିଷ୍ଟ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ପରେ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଆଲୋଚନା ଜୋର ଧରିଛି।
କୁହାଯାଉଛି ଯେ, ଉଭୟ ଅଭିଜ୍ଞ…
ସଂସଦରେ ମାତ୍ର 4 ମିନିଟରେ ପାସ୍ ହେଲା ନୂଆ ଆୟକର ବିଲ୍, ସାଧାରଣ ଲୋକଙ୍କୁ ଏହା କିପରି ପ୍ରଭାବିତ କରିବ ଜାଣନ୍ତୁ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନୂତନ ଆୟକର ବିଲ୍ ୨୦୨୫ ଉପସ୍ଥାପନ କରିଛନ୍ତି । ହଟ୍ଟଗୋଳ ମଧ୍ୟରେ ଏହି ନୂତନ ଆୟକର ବିଲ୍ ଅତି ଶୀଘ୍ର, ମାତ୍ର ୪ ମିନିଟ୍ ମଧ୍ୟରେ ଗୃହୀତ ହୋଇଥିଲା।…
ଏସିଆ କପରେ ଖେଳିବେ ଏମାନେ! ବାଦ୍ ପଡିବେ ଷ୍ଟାର ଖେଳାଳି, କେମିତି ଜିତିବ ଟିମ୍ ଇଣ୍ଡିଆ…
ଓଡିଶା ଭାସ୍କର: ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ଖେଳାଯିବ କ୍ରିକେଟର ବଡ ଟୁର୍ଣ୍ଣାମେଣ୍ଟ ଏସିଆକପ । ଫଳରେ ଡିଫେଣ୍ଡିଂ ଚାମ୍ପିୟନ ଟିମ୍ ଇଣ୍ଡିଆ ନିଜର ଟ୍ରଫିକୁ ବଳବତ୍ତର ରଖିବା ପାଇଁ ପ୍ରସ୍ତୁତିରେ ରହିଛି ।
ଏହି…