Browsing Category
Breaking News
ଜାରି ହେଲା ବିଜ୍ଞପ୍ତି: ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୬ ତାରିଖ (ସୋମବାର) ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି ।…
ଆକ୍ଟିଭ ମୋଡରେ NIA: ଦେଶର ୮ଟି ରାଜ୍ୟରେ କରୁଛି ଖୋଳତାଡ଼, ଜବତ ହେଉଛି ଏହିସବୁ ଜିନିଷ
ନୂଆଦିଲ୍ଲୀ: ଅଚାନକ ଆକ୍ଟିଭ ମୋଡକୁ ଆସିଛି ଭାରତର ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA) । ୮ଟି ରାଜ୍ୟର ମୋଟ ୧୯ଟି ସ୍ଥାନରେ NIA ଚଢାଉ ଆରମ୍ଭ କରିଛି । ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଲିଙ୍କ ଥିବା ସନ୍ଦେହ କରି ଏହି…
ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ କାରଙ୍କୁ ଧକ୍କା ଦେଲା ଏକ ଟ୍ରକ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୂତୀଙ୍କ କାରକୁ ଗୋଟିଏ ଟ୍ରକ୍ ଧକ୍କା ଦେଇଥିବା ଜଣାପଡ଼ିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ କଟକର…
ଭାରତରେ ଲଞ୍ଚ ହେଲା Vivo X200 ସିରିଜ୍: ଗ୍ରାହକଙ୍କୁ ମିଳିବ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଫିଚର୍ସ
ନୂଆଦିଲ୍ଲୀ: ଭିଭୋ ଏକ୍ସ୨୦୦ ସିରିଜ୍ ଭାରତରେ ଲଞ୍ଚ ହୋଇଛି । କମ୍ପାନୀ ଭିଭୋ ଏକ୍ସ୨୦୦ ଓ ଭିଭୋ ଏକ୍ସ୨୦୦ ପ୍ରୋ’କୁ ଲଞ୍ଚ କରିଛି । ଏହି ଦୁଇ ସ୍ମାର୍ଟଫୋନରେ ଗ୍ରାହକଙ୍କୁ ଅନେକ ଦମଦାର ଫଇଚର୍ସ ମିଳିବ । ଦୁଇଟି ଯାକ…
ବାଇଡେନଙ୍କ ବଡ଼ ପଦକ୍ଷେପ: ୧୫୦୦ କଏଦୀଙ୍କୁ ରାଜକ୍ଷମା ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: କାର୍ଯ୍ୟକାଳ ସରିବା ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଦାୟିତ୍ୱରୁ ବିଦାୟ ନେବା ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଜେଲରେ ବନ୍ଦୀ ହୋଇ ରହିଥିବା ୧୫୦୦…
ବଢୁଛି ଶୀତର ପ୍ରକୋପ, ଥରୁଛି ଓଡିଶା: ଘନ କୁହୁଡି଼ ନେଇ ଏହିସହୁ ଜିଲ୍ଲାକୁ ସତର୍କତା ଜାରି
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଗତ ଦୁଇ ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଟିକେ ଅଧିକ ଦେଖିବାକୁ ମିଳୁଛି। ୧୩ଟି ସହରର ରାତିର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। ରାଜ୍ୟରେ ପାରଦ ପୁଣି…
ଭାଙ୍ଗୁଛି ଗଡ଼, ଭାଙ୍ଗୁଛି ଦଳ… ପୋଲିସ ଆଗରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ
ଓଡ଼ିଶା ଭାସ୍କର: ମାଓବାଦୀ ସଂଗଠନ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଲଗାତାର ଗୋଳାବାରୁଦର ଲଢେଇ ଲାଗି ରହିଛି । ଅନେକ ମାଓ ସଂଗଠନକୁ ଆକ୍ରମଣ କରି ସୁରକ୍ଷାକର୍ମୀ ସଫଳତା ହାସଲ କରିଛନ୍ତି । ଆଜି ଆଉ ଏକ ବଡ଼ ସଫଳତା ପାଇଛି…
ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୬ ଜଣ ଜୀବନ୍ତ ଦଗ୍ଧ, ଏକାଧିକ ଆହତ
ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ହସ୍ପିଟାଲରେ ଘଟିଯାଇଛି ଭୟଙ୍କର ଅଘଟଣ । ତାମିଲନାଡୁର ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଡିଣ୍ଡିଗୁଲ ସ୍ଥିତ ଘରୋଇ ଅର୍ଥୋପେଡିକ ହସ୍ପିଟାଲରେ ଅଗ୍ନିକାଣ୍ଡ ଭୟଙ୍କର…
ଯୋଧପୁରରେ ଜଣେ ୩୫ ବର୍ଷୀୟ ଡାକ୍ତରଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟ୍ରେ ରହିଛି ପତ୍ନୀଙ୍କ ନାମ
ଜୟପୁର: ରାଜସ୍ଥାନର ଯୋଧପୁରର ୩୫ ବର୍ଷୀୟ ହୋମିଓପ୍ୟାଥିକ ଡାକ୍ତର ଅଜୟ କୁମାର ୧୧ ଡିସେମ୍ବର ୨୦୨୪ରେ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୁଲିସକୁ ମିଳିଥିବା ସୁଇସାଇଡ୍ ନୋଟ୍ରେ ଅଜୟ ତାଙ୍କ ପତ୍ନୀ ସୁମନଙ୍କ ବିରୋଧରେ…
ମୋଦୀ ସରକାରଙ୍କ ତୃତୀୟ ପାଳିରେ ୬ମାସର କ’ଣ ରହିଛି ଉପଲବ୍ଧି ? ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରଥମ ଓ ଦ୍ୱିତୀୟ ପାଳି ଭଳି ତୃତୀୟ ପାଳିର ପ୍ରଥମ ୬ ମାସ ମଧ୍ୟରେ ଦେଶରେ ସ୍ୱଚ୍ଛତାର ପ୍ରସାର ଏବଂ ସହରୀ ବିକାଶ ପାଇଁ ବିଭିନ୍ନ…