Browsing Category
Breaking News
୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ସ୍କୁଲ ଛୁଟି ଘୋଷଣା: ୮୨ ଦିନ ବନ୍ଦ ରହିବ ସ୍କୁଲ, ତାଲିକା ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ମାଧ୍ୟମିକ ସ୍କୁଲ ଛୁଟି ତାଲିକା ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦୨୫ରେ ମୋଟ ୮୨ ଦିନ ସ୍କୁଲ ଛୁଟି ରହିବ । ସେଥିମଧ୍ୟରୁ ୯ ଦିନ ସ୍କୁଲରେ ଉତ୍ସବ ପାଳନ…
Live ମ୍ୟାଚରେ ଅମ୍ପାୟାରଙ୍କ ସହ ଲଢିଗଲେ କୋହଲି: ବିବାଦୀୟ ନିଷ୍ପତ୍ତି ପରେ ବିରାଟଙ୍କ ଉଗ୍ର ରୂପ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ଏବେ ଖୁବ ପଛରେ ରହିଯାଇଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ଆଉଟ ହେବା ପରେ ଅଷ୍ଟ୍ରେଲିଆ ୩୩୭ ରନ୍ କରିନେଇଛି । କିନ୍ତୁ ଅଷ୍ଟ୍ରେଲିଆର ବ୍ୟାଟିଂ…
କଳିଯୁଗରେ ଭଗବାନ କୃଷ୍ଣଙ୍କ ଦେହରେ ବି ଲଗାଇଦେଲେ ନିଆଁ
ନୂଆଦିଲ୍ଲୀ: ବାଂଲାଦେଶରେ ବିରୋଧ ପ୍ରଦର୍ଶନକାରୀଙ୍କର ହିନ୍ଦୁ ଏବଂ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଶୁକ୍ରବାର ରାତିରେ ଢାକାର ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଥିବାର ଖବର ବର୍ତ୍ତମାନ ସାମ୍ନାକୁ…
ଡିସେମ୍ବର ୨୨ରେ ହେବ ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦ ପାଇଁ ଲିଖିତ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ନିଯୁକ୍ତି ପାଇବାକୁ ଥିବା ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୨୨ ତାରିଖ (ରବିବାର) ଦିନ…
ବୃଦ୍ଧି ପାଇଲା ପି.ଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି, ଜାଣନ୍ତୁ ଡିଟେଲ୍ସ
ଭୁବନେଶ୍ୱର: ପି.ଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି ବର୍ତ୍ତମାନ ବୃଦ୍ଧି ପାଇଛି । ଏନେଇ କୃଷି ବିଭାଗ ଓଡ଼ିଶା ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ, ଏହି ପି.ଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନର ଅବଧି…
Vodafone Idea ୟୁଜର୍ସଙ୍କୁ ୧୨ ଘଣ୍ଟା ପାଇଁ ମିଳିବ ଅନଲିମିଟେଡ୍ ଡାଟା: ଜିଓ-ଏୟାରଟେଲର ବଢ଼ିଲା ଟେନସନ୍
ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ଭି ଏହାର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଯୋଜନା ପାଣିଛି ଯାହା ଜିଓ ଏବଂ ଏୟାରଟେଲର ଟେନସନକୁ ବଢ଼ାଇ ଦେଇଛି । ଭି ଏହାର ଇଣ୍ଟରନେଟ୍ ଡାଟା ପ୍ରେମୀ…
ଏହି ସବୁ ସାମଗ୍ରୀ ଉପରେ ୨୮ରୁ ୩୫ % ବଢ଼ିବ GST: ଜାଣନ୍ତୁ କେଉଁ ପ୍ରଡକ୍ଟ ହେବାକୁ ଯାଉଛି ମହଙ୍ଗା
ନୂଆଦିଲ୍ଲୀ: ସିଗାରେଟ୍, ତମାଖୁ ଉତ୍ପାଦ ଏବଂ ସ୍ୱତନ୍ତ୍ର ପ୍ରକାରର ପାନୀୟ ପାନୀୟ ଉପରେ ଅଧିକ ଟିକସ ଲଗାଇବାକୁ ଯାଉଛନ୍ତି ଭାରତ ସରକାର। ଏଥିପାଇଁ ଏହି ସାମଗ୍ରୀ ଉପରେ ଜିଏସଟି କୁ ୨୮ ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି…
ପ୍ରଭାତି ପରିଡାଙ୍କ ସୂଚନା: ନିମ୍ନମାନର ଛତୁଆ ଯୋଗାଣ ପଡିଲା ମହଙ୍ଗା, 125ଟି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ବର: SHG ଗ୍ରୁପକୁ ନୋଟିସ । 125 ଗ୍ରୁପକୁ ନୋଟିସ କରାଯାଇଥିବା ସୂଚନା ରହିଛି । ତେବେ ନିମ୍ନମାନର ଛତୁଆ ଯୋଗାଣ ପାଇଁ ଏହି ନୋଟିସ କରାଯାଇଥିବା ଜଣାପଡିଛି । ନିମ୍ନ ମାନର ଛତୁଆ ପାଇଁ 125ଟି ଏସଏଚଜି ଗ୍ରୁପ…
ASO ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ୱର : ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ହଟ୍ଟଗୋଳ ଜାରି ରହିଛି । ଚାଲିପାରୁନି ଗୃହ। ଶୂନ୍ୟକାଳରେ ଏଏସ୍ଓ ଚାକିରି ବିବୃତି ନେଇ ବିଜେଡିର ହୋହଲ୍ଲା ଓ ନାରାବାଜି ପରେ ଗୃହକୁ ୪ଟା…
ଗୃହରେ ଆଇନ ମନ୍ତ୍ରୀଙ୍କ ଉତ୍ତର: ବଢି ଚାଲିଛି ମଦ ବିକ୍ରି, ଆଗରେ ରହିଛି ବରଗଡ଼
ଭୁବନେଶ୍ବର: ରାଜ୍ୟରେ ବଢୁଛି ଅବକାରୀ ରାଜସ୍ବ । ବର୍ଷକୁ ବର୍ଷ ମଦ ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଏହା…