Browsing Category

Breaking News

ରାଜ୍ୟରେ ଖୋଲିବ ୨ଟି ନୂଆ OISF ବାଟାଲିୟନ୍, ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଉ ଦୁଇଟି ବାଟାଲିଅନ ଗଠନ କରାଯିବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଏନେଇ…

ଆସନ୍ତାକାଲିଠୁ ଲଘୁଚାପ ବର୍ଷା; ଏହି ଜିଲ୍ଲାରେ ପ୍ରବଳ କାଚିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି…

ଶୁଭମନ ଗିଲ୍‌ଙ୍କୁ ଭେଟିବା ପରେ ବଦଳିଗଲା କ୍ରାନ୍ତିଙ୍କ ଭାଗ୍ୟ, ୯ ଜଣ ବ୍ୟାଟ୍ସମ୍ୟାନଙ୍କୁ କଲେ ଆଉଟ୍‌

ନୂଆଦିଲ୍ଲୀ: ଇଂଲଣ୍ଡରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଧମାଲ କରିଛି। ଟି-୨୦ ପରେ, ଏହା ଏବେ ଦିନିକିଆ ସିରିଜ୍ ମଧ୍ୟ କବଜା କରିଛି। ଭାରତୀୟ ମହିଳାମାନେ ୩ ମ୍ୟାଚରେ ଦିନିକିଆ ସିରିଜ୍ ୨-୧ରେ ଜିତିଛନ୍ତି। ଏହି ସିରିଜ୍…

୫ ବର୍ଷ ପରେ ଭାରତ ନେଲା ବଡ଼ ନିଷ୍ପତ୍ତି, ଚୀନ୍ ନାଗରିକଙ୍କୁ ଭିସା ଦେବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ଦୀର୍ଘ ପାଞ୍ଚ ବର୍ଷ ପରେ ଭାରତ ସରକାର ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବା ଘୋଷଣା କରିଛନ୍ତି । ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ ରୁ ପୁନଃ ଆରମ୍ଭ ହେବ । ବେଜିଂରେ ଥିବା ଭାରତୀୟ ଦୂତାବାସ…

SBIର ୪୪୪ ଦିନିଆ FDରେ ୪,୦୦,୦୦୦ ଜମା କଲେ, ପାଇବେ ଦମଦାର ସୁଧ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏସବିଆଇର ୪୪୪ ଦିନିଆ ଏଫଡିରେ ୪,୦୦,୦୦୦ ଟଙ୍କା ଜମା କଲେ କେତେ ପାଇବେ ସୁଧ ଆସନ୍ତୁ ଜାଣିବା। ଭାରତୀୟ ଷ୍ଟେଟ ବ୍ୟାଙ୍କ ଅର୍ଥାତ ଏସବିଆଇ, ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ। ଏସବିଆଇରେ ଭିନ୍ନ-ଭିନ୍ନ…

BREAKING: ରାଜଧାନୀରୁ ସିନ୍ଥେଟିକ ଡ୍ରଗ୍ସ ଜବତ, ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ସିନ୍ଥେଟିକ୍ ଡ୍ରଗ୍ସ ଠାବ। ୨୩ ବର୍ଷିୟ ଯୁବକଙ୍କ ପାଖକୁ ଆସିଥିଲା ପାର୍ସଲ। ଅଭିଯୋଗ ପରେ ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ଏନସିବି।…

“ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ” ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ବୃଦ୍ଧ

ଦିଗପହଣ୍ଡି: କିରୋସିନ ଢାଳି ନିଜକୁ ଜାଳି ଦେଲେ ବୃଦ୍ଧ । ସାନଖେମୁଣ୍ଡି ବ୍ଲକ ବଢ଼ିଉସ୍ତା ଗାଁରେ ଘଟିଯାଇଛି ଏହି ଅଘଟଣ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ଘଟଣାର ସୂଚନା ପାଇ ପାଟପୁର ପୋଲିସର ତଦନ୍ତ ଆରମ୍ଭ । ଆହତ…

ଭାରତୀୟ ଦଳ ପାଇଁ କାଳ ସାଜିବ ବର୍ଷା! ଜାଣନ୍ତୁ କେମିତି ରହିବ ମାଞ୍ଚେଷ୍ଟର ଟେଷ୍ଟରେ ପାଗ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହି ମ୍ୟାଚ୍ ମାଞ୍ଚେଷ୍ଟରର ଲୋକପ୍ରିୟ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ।…

Bihar Assembly: ବିହାର ବିଧାନସଭାରେ ଝଡ଼, ଆରଜେଡି ବିଧାୟକ କହିଲେ ‘ବିଧାନସଭା କାହାର ବାପାଙ୍କର ନୁହେଁ’

ନୂଆଦିଲ୍ଲୀ: ବିହାର ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନ ଅର୍ଥାତ୍ ଆଜି ଗୃହକାର୍ଯ୍ୟ ଆରମ୍ଭରୁ ମାହୋଲ ଗରମ ରହିଥିଲା । ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତେଜସ୍ୱୀ ଯାଦବ SIR ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ମୁଖ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖର ନିଜ ପଦବୀରୁ ଇସ୍ତଫା ଦେବା ପରେ ବର୍ତ୍ତମାନ କିଏ ହେବ ଉପରାଷ୍ଟ୍ରପତି ହେବ ତାହା ଚର୍ଚ୍ଚାରେ ପରିଣତ ହୋଇଛି। ଏହାରି ମଧ୍ୟରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ…