Browsing Category

Breaking News

ସଚିବ-ଜିଲ୍ଲାପାଳ ସ୍ତରରେ ବଡ଼ ଧରଣର ଅଦଳବଦଳ, ବିଏମ୍‌ସି କମିଶନର ହେଲେ ଚଞ୍ଚଲ ରାଣା

ଭୁବନେଶ୍ବର : IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଚଞ୍ଚଲ ରାଣା ହେଲେ ବିଏମସି କମିଶନର । ସଚିନ ରାମଚନ୍ଦ୍ରଙ୍କୁ ଯାଦବ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି । ସେହିପରି ରୁପା…

ଅପରାହ୍ନ ୧ଟାରୁ ୪.୩୦ ମଧ୍ୟରେ ସଂସଦରେ କ’ଣ ଘଟିଥିଲା? ସାମ୍ନାକୁ ଆସିଲା ଉପରାଷ୍ଟ୍ରପତିଙ୍କ ଇସ୍ତଫା ଦେବାର କାରଣ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ବେଳେ ଏହାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ତେବେ ଏକ…

କୁବେର DFO ବାବୁ ନିତ୍ୟାନନ୍ଦ ଗିରଫ, ପରିବାର ଲୋକଙ୍କ ନାଁରେ ମୋଟ ୧୨୩ ପ୍ଲଟ୍ ଠାବ

ଭୁବନେଶ୍ୱର: କୁବେର ଡିଏଫଓ ନିତ୍ୟାନନ୍ଦ ନାୟକ ଗିରଫ । କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫଓ ନିତ୍ୟାନନ୍ଦ ଗିରଫ । ଆୟଠାରୁ ୨୧୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ । ନିଜ ଓ ପରିବାର ଲୋକଙ୍କ ନାଁରେ ମୋଟ ୧୨୩ ପ୍ଲଟ୍…

ମଧ୍ୟାହ୍ନ ଭୋଜନରେ ପିଲା ଖାଇଲେ ମୁଢ଼ି, ସନ୍ଧ୍ୟା ୫ଟାରେ ଖାଇଲେ ଭାତ

ଉଦଳା: ମିଡ ଡେ’ ମିଲରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ମୁଢ଼ି । ଖୁଣ୍ଟା ବ୍ଲକର କରକଚିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଭିଭାବକଙ୍କ ବିରୋଧ ପରେ ସନ୍ଧ୍ୟା ୫ଟାରେ ଭାତ ଖାଇଲେ…

ବଡ଼ ଖବର: ୯ ତାରିଖରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି, ହିତାଧିକାରୀ କେମିତି ଟଙ୍କାର ବିନିଯୋଗ କଲେ ସରକାର କରିବେ ଅନୁଧ୍ୟାନ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସୁଭଦ୍ରା ସମୀକ୍ଷା କାର୍ଯକ୍ରମ । ରାଜ୍ୟରେ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ଅଙ୍ଗନବାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ । ଆଇଆଇଏମ୍…

“ରୋଜଗାର କରି ଖାଇବା ଉଚିତ…” ମୁମ୍ବାଇରେ ଘର, BMW କାର ଓ ୧୨ କୋଟି ଗୁଜୁରାଣ ଭତ୍ତା ଦାବି ଉପରେ CJI ଙ୍କ କଡ଼ା ମନ୍ତବ୍ୟ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ଏକ ବୈବାହିକ ବିବାଦ ମାମଲାର ଶୁଣାଣି ସମୟରେ ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବେଇ (B.R. Gavai) ଜଣେ ମହିଳାଙ୍କୁ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏହି ମହିଳା…

Breaking: ଦିଲ୍ଲୀ ବିମାନବନ୍ଦରରେ ଅବତରଣ ସମୟରେ Air Indiaରେ ଲାଗିଲା ନିଆଁ, ଭୟଭୀତ ହୋଇ ଯାତ୍ରୀ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ପିଛା ଛାଡୁନି ବିବାଦ । ଆଜି ପୁଣି ଆଉ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଏୟାର ଇଣ୍ଡିଆର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ବିମାନବନ୍ଦରରେ…

ଷ୍ଟାଫ ନର୍ସଙ୍କୁ ଦେଢ଼ ବର୍ଷ ହେଲା ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି ଡାକ୍ତର, ଅଭିଯୋଗ ଆଣି ନିରାଶ ପରେ ଥାନାରେ ପୀଡିତା

ଭୁବନେଶ୍ବର: ରାଜ୍ୟରେ ନିର୍ଯାତନା ଅଭିଯୋଗ ଥମିବାର ନାଁ ଧରୁନି । ଏବେ ପୁଣି ରାଜ୍ୟ ରାଜଧାନୀରୁ ଅଭିଯୋଗ ସାମ୍ନାକୁ ଆସିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ୍‌ କଲେଜର ଜଣେ ପ୍ରଫେସର ଡାକ୍ତରଙ୍କ ବିରୋଧରେ ଜଣେ…

ଭୟଙ୍କର ବସ୍ ଦୁର୍ଘଟଣା: ପୁଲରେ ଧକ୍କା ହୋଇ ଉଡ଼ିଗଲା ଉପରି ଭାଗ, ରକ୍ତାକ୍ତ ହୋଇ ଦୌଡିଲେ ଲୋକ, Video ଭାଇରାଲ

ମ୍ୟାନଚେଷ୍ଟର: ବ୍ରିଟେନର ମ୍ୟାନଚେଷ୍ଟରରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଏକ ଡବଲ ଡେକର ବସ୍ ବାର୍ଟନ ଲେନ ଓ ଟ୍ରାଫୋର୍ଡ ରୋଡ ଜଙ୍କସନ ନିକଟରେ ଥିବା ବ୍ରିଜୱାଟର…

ଫୋନରେ ପ୍ରବଳ ଝଗଡ଼ା ନା ଜଗଦୀପ ଧନଖରଙ୍କ ଗମ୍ଭୀର ଅସୁସ୍ଥତା? ସାମ୍ନାକୁ ଆସିଲା ଇସ୍ତଫା ପଛରେ ଦୁଇଟି ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ଦେଶରେ ରାଜନୀତିକ ଚର୍ଚ୍ଚା ସୃଷ୍ଟି ହୋଇଛି। ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।…