fbpx
Browsing Category

Breaking News

ଭୁବନେଶ୍ୱର, ଚିଲିକା, କୋଣାର୍କ ଓ ପୁରୀକୁ କରନ୍ତୁ ଯାତ୍ରା: IRCTC ଦେଉଛି ସୁଯୋଗ, ଦେବାକୁ ପଡିବ ମାତ୍ର ଏତିକି ଭଡ଼ା

ଭୁବନେଶ୍ୱର: ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଦେଶ ତଥା ବିଦେଶ ଭ୍ରମଣ ପାଇଁ ବିଭିନ୍ନ ଟୁର୍ ପ୍ୟାକେଜ୍ ଲଞ୍ଚ ଜାରି ରଖିଛି । ଏହି…

ଚନ୍ଦ୍ରର ସବୁଠାରୁ ନିକଟତର ହେଲା ଚନ୍ଦ୍ରଯାନ, ଆଉ କେତେ ଦୂର ବାକି ଅଛି ISRO ଦେଲା ସୂଚନା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ ରବିବାର ଦିନ କହିଛି ଯେ, ଚନ୍ଦ୍ରଜାନ -୩, ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବାର ଗୋଟିଏ ଦିନ ପରେ ଏହାକୁ ନିକଟତର କରିବା ପାଇଁ ମନିଭର୍ ସଫଳ ହୋଇଛି। ୯ ଅଗଷ୍ଟରେ ଏହା…

ମାଲକାନଗିରି-ଛତିଶଗଡ ସୀମାନ୍ତରୁ ଦୁଇ IED ବୋମା ଜବତ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ସର୍ଚ୍ଚ ଅପରେଶନ ବେଳେ ଯବାନମାନେ ରବିବାର ଦୁଇଟି ଆଇଇଡି ବୋମା ଜବତ କରିଛନ୍ତି। ବିଜାପୁର ଜିଲା ଗୋଲାକୋଣ୍ଡା ନିକଟ ପାହାଡ ଅଞ୍ଚଳରେ ମାଓବାଦୀ ଦମନ…

Video: ଚନ୍ଦ୍ର କକ୍ଷପଥରେ ପହଞ୍ଚି ପ୍ରଥମ ଭିଜୁଆଲ ପଠାଇଲା ଚନ୍ଦ୍ରଯାନ୍‌-୩

ନୂଆଦିଲ୍ଲୀ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ପ୍ରଥମ ଫଟୋ ପଠାଇଛି ଚନ୍ଦ୍ରଯାନ-୩। ଶୁକ୍ରବାର ଚନ୍ଦ୍ର କକ୍ଷପରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ଏହି ଫଟୋ ଗୁଡ଼ିକୁ ଉତ୍ତୋଳନ କରିଥିଲା। ରବିବାର ଏହି ଫଟୋକୁ ପ୍ରକାଶ…

ମଣିପୁରରେ ବିରେନ ସରକାରଙ୍କୁ ବଡ଼ ଝଟକା, ଏନ୍‌ଡିଏ ସହଯୋଗୀ ପ୍ରତ୍ୟାହାର କଲା ସମର୍ଥନ

ନୂଆଦିଲ୍ଲୀ: ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ଙ୍କ ସରକାରକୁ ବଡ଼ ଝଟକା ଲାଗିଛି । ଏନ୍‌ଡିଏ ସହେଯାଗୀ କୁକୀ ପିପୁଲ୍ସ ଆଲିଏନ୍ସ ସରକାରରୁ ସମର୍ଥନ ଫେରାଇ ନେଇଛି । ରବିବାର ପାର୍ଟି ଏହି ନିଷ୍ପତି ଘୋଷଣା କରିଛି…

ଆସନ୍ତା ୨୧ ତାରିଖରୁ ଚଳିତ ଶିକ୍ଷାବର୍ଷର ସ୍ନାତକ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଚଳିତ ଶିକ୍ଷାବର୍ଷର ସ୍ନାତକ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପରିବର୍ତ୍ତିତ ସମୟସାରଣୀ ଅନୁଯାୟୀ ଏହି ସୂଚନା ଦିଆଯାଇଛି । ଆସନ୍ତା ୧୨…

ଭାରତରେ ବିଶ୍ୱକପ୍ ୨୦୨୩ ଖେଳିବାକୁ ପାକିସ୍ତାନ ଦଳକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ରେ ପାକିସ୍ତାନ କ୍ରିକେଟ୍ ଦଳ ଅଂଶଗ୍ରହଣ କରିବା ପାଇଁ ରାସ୍ତା ସଫା ହୋଇଛି। ପାକ୍ ବୈଦେଶିକ ମନ୍ତ୍ରଣାଳୟ ରବିବାର କ୍ରିକେଟ୍ ବିଶ୍ୱକପ୍ ୨୦୨୩…

ଅଜବ କମ୍ପାନୀର ଗଜବ ନିଯୁକ୍ତି! କେବଳ ଗେମ୍ ଖେଳିବାକୁ ପଡିବ, ପ୍ରତି ସପ୍ତାହକୁ ମିଳିବ ୩.୫ ଲକ୍ଷ ଟଙ୍କା

ଆପଣ ନିଶ୍ଚୟ ଦୁନିଆରେ ଅନେକ ଅଜବ କାମ ଶୁଣିଥିବେ, କିନ୍ତୁ ଏହି କାମଟି ଜବରଦସ୍ତ । ଯଦି ଆପଣ ଗେମ୍ ଖେଳିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ଏହା ସର୍ବୋତ୍ତମ ଚାକିରି ଏବଂ ଦରମା ପ୍ରତି ସପ୍ତାହରେ ୩.୫ ଲକ୍ଷ ଟଙ୍କା…

ଗୋଟିଏରୁ ଅଧିକ ବିବାହ ଉପରେ ଲାଗିବ ପ୍ରତିବନ୍ଧକ! ଚଳିତବର୍ଷ ଏହି ଆଇନ ଲାଗୁ କରିବାକୁ କହିଲେ ଏହି ମୁଖ୍ୟମନ୍ତ୍ରୀ

ଗୁଆହାଟି : ଆସାମରେ ବହୁବିବାହକୁ ସମାପ୍ତ କରିବା ପାଇଁ ଏକ ଆଇନ ପ୍ରଣୟନ କରିବାକୁ ବିଧାନସଭାର ବିଧାୟୀ ଦକ୍ଷତା ଜାଣିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ରବିବାର ଦିନ ଏହାର ରିପୋର୍ଟ…

ସଂକ୍ରମଣର ବର୍ଷକ ପରେ ମଧ୍ୟ ମସ୍ତିଷ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ କୋଭିଡ୍: ଅଧ୍ୟୟନ

କୋଭିଡ୍ ବିଦାୟ ନେଇ ସାରିଛି ବୋଲି ଅନୁମାନ କରାଯାଇପାରେ । ଦୁନିଆ ସେହି ଭୟଙ୍କର ସମୟକୁ ଭୁଲିବାକୁ ଲଶଗିଛି, ଯେବେ ଲୋକମାନେ ଲକଡାଉନ ଦ୍ୱାରା ଅସୁବିଧା ଭୋଗୁଥିଲେ ଓ କୋଭିଡର ଚିକିତ୍ସା ପାଇଁ ଏଣେତେଣେ ବୁଲୁଥିଲେ ।…