fbpx
Browsing Category

Breaking News

ଭଟ୍ଟାରିକା ପୀଠରେ ଲାଗିଲା ୧୪୪ ଧାରା: ମନ୍ଦିର ଭିତରେ ପାଣି ପଶିବାରୁ କଟକଣା

ବଡ଼ମ୍ବା: ଲଗାଣ ବର୍ଷା ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବୈତରଣୀ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଏହା ମଧ୍ୟରେ ବଡ଼ମ୍ବାର ପ୍ରସିଦ୍ଧ ମା ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପାଣି…

ଭଦ୍ରକରେ ବି ସବୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ବର୍ଷା ସହ ବନ୍ୟା ଆଶଙ୍କାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭଦ୍ରକ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ତାଲିକାରେ ବର୍ତ୍ତମାନ ସାମିଲ ହୋଇଛି ଭଦ୍ରକ ଜିଲ୍ଲା । ଏବେ ଭଦ୍ରକ ଜିଲ୍ଲାରେ ମଧ୍ୟ ସ୍କୁଲ…

ଆସିଲା ଖୁସି ଖବର ! ଚାଷୀଙ୍କ ଋଣ ଛାଡ ପାଇଁ ନିର୍ଦ୍ଦେଶ ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଚାଷୀଙ୍କ ଋଣ ଛାଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଅର୍ଥନୈତିକ ଦୂରାବସ୍ଥା, ବିମୁଦ୍ରିକରଣ ଏବଂ କରୋନା ମହାମାରୀ ପାଇଁ ରାଜ୍ୟର ଅର୍ଥନୀତି…

ମୁଣ୍ଡଳିକୁ ନେଇ SRCଙ୍କ ସତର୍କବାଣୀ: ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ

କଟକ: ପ୍ରବଳ ବର୍ଷା ଯୋଗୁଁ ସାରା ରାଜ୍ୟରେ ଏବେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । କଟକ ଭୁବନେଶ୍ୱର ସହରକୁ ବର୍ଷା ପାଣି କାବୁ କରି ନେଇଥିବା ବେଳେ ଉପକୂଳ ଅଞ୍ଚଳଗୁଡ଼ିକରେ ନଦୀର ଜଳସ୍ତର ଦେଖି ବନ୍ୟାର ଭୟ ଘାରିଛି । ତେବେ…

ଏଣିକି ଔଷଧ ଉପରେ ରହିବ କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ନକଲି ଔଷଧରେ ଏବେ ଲାଗିବ ଲଗାମ । ନକଲି ଔଷଧ ବିକ୍ରେତାଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ନକଲି ଔଷଧକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଔଷଧ ଉପରେ କ୍ୟୁଆର କୋଡ୍ ଲଗାଇବାକୁ…

ବନ୍ୟା Alert! ଫୁଲୁଛି ବୈତରଣୀ ନଦୀ: ବିପଦ ସଂକେତ ଟପି ଗାଁ ଗାଁରେ ପଶିଲାଣି ବନ୍ୟା ପାଣି

ଯାଜପୁର: ବୈତରଣୀ ନଦୀର ଜଳସ୍ତରକୁ ନେଇ ବିପଦ ଘନେଇଛି । ଧିରେ ଧିରେ ପଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି । ବିଶେଷ କରି ତଳିଆ ଅଞ୍ଚଳକୁ ନେଇ ଚିନ୍ତାରେ ପଡ଼ିଛି…

ଅଗଷ୍ଟ ୩ ତାରିଖରେ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଲଗାଣ ବର୍ଷା ଜାରି ରହିଛି । ବର୍ଷା କାରଣରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼…

ପୁରୁଷମାନେ ମାଂସ ଖାଇବା ଛାଡ଼ନ୍ତୁ, ମହିଳାମାନେ Sex Strike କରନ୍ତୁ: PETAର ଅପିଲକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ: ଅଧିକ ମାଂସ ଖାଉଥିବା ପୁରୁଷମାନେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ପାଇଁ ଦାୟୀ । ପୁରୁଷମାନେ ଏଥିରୁ ନିବୃତ୍ତ ରହିବା ଦରକାର । ଅଧିକ ମାଂସ ଖାଉଥିବା ପୁରୁଷଙ୍କ ସହ ମହିଳାମାନେ ଯୌନ ସମ୍ପର୍କ ରକ୍ଷା କରିବା…

OPSCର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ସନତ କୁମାର ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । ସନତ କୁମାର ମହାନ୍ତିଙ୍କୁ ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସତ୍ୟଜିତ ମହାନ୍ତିଙ୍କ…

ବର୍ଷା ଧୋଇଦେଲା ମାଆର ଲୁହ, ବଢ଼ାଇଦେଲା କୋହ: ବର୍ଷା କାରଣରୁ ପୁଅ ପାଖରୁ ଗାଁକୁ ଫେରିଗଲା ମାଉସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରର ଅବସ୍ଥା ନ କହିବା ଭଲ । ବର୍ଷ ବର୍ଷ ଧରି ରାଜଧାନୀରେ ଏହି ସମସ୍ୟା ରହିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ କରାଯାଇ ପାରିନାହିଁ ।…