fbpx
Browsing Category

Breaking News

ଲାଞ୍ଚ ନେବା ବେଳେ ଫସିଗଲେ IIC ଓ ASI : ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନାର ପୋଲିସବାବୁ

ବାଲେଶ୍ୱର: ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରା ପଡିଯାଇଛନ୍ତି ଚାନ୍ଦିପୁର ଥାନାର ଦୁଇ ଜଣ ଅଧିକାରୀ । ପୋଲିସ ଷ୍ଟେସନରେ କାର୍ଯ୍ୟରତ ଆଇଆଇସି ଏବଂ ଏଏସଆଇଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ।…

ଆଦିବାସୀ ଯୁବକଙ୍କୁ ମାଡ ମାରି ତାଙ୍କ ଉପରେ ପରିସ୍ରା କଲେ ୮ଯୁବକ, ପ୍ରେମ ବ୍ୟାପାରକୁ ନେଇ ଘଟିଛି ଏପରି କାଣ୍ଡ

ଅମରାବତୀ: ମଧ୍ୟପ୍ରଦେଶ ପରେ ଏବେ ପୁଣି ଆନ୍ଧ୍ରପ୍ରଦେଶରେ ପରିସ୍ରା କାଣ୍ଡର ପୁନରାବୃତ୍ତି ଘଟିଛି । ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା ଓଙ୍ଗୋଲରେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ବନ୍ଧକୁ ନେଇ ଜଣେ ଆଦିବାସୀ ଯୁବକଙ୍କ ସହ…

Video Calling… ଧିରେ ଧିରେ ଦେହରୁ ସବୁ କପଡ଼ା ଖୋଲିଦେଲେ ଯୁବତୀ: ଆଉ ତା’ପରେ, ଫସିଗଲେ ବିଧାୟକଙ୍କ ପୁଅ

ନୂଆଦିଲ୍ଲୀ: ହଠାତ୍ ମୋବାଇଲକୁ ଅଜଣା ନମ୍ବରରୁ ଆସିଲା ଭିଡିଓ କଲ୍ । ଆଉ ରିସିଭ କରିବା ମାତ୍ରେ ଜଣେ ମହିଳା ଅଜବ କାରନାମା କରିଥିଲେ । କିଛି କହିବା ପୂର୍ବରୁ ମହିଳା ଜଣକ ନିଜ ସବୁ କପଡ଼ା ଖୋଲିବାକୁ ଲାଗିଥିଲେ । ଧିରେ…

ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୧୯, ୨୦୨୩) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଚାଡ୍, ବୁରୁଣ୍ଡି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତଙ୍କଠାରୁ ପ୍ରମାଣପତ୍ର…

ୟୁଜିସି ନିୟନ୍ତ୍ରଣରେ ରହିବେନି ଆଉ ଏହିସବୁ ଉଚ୍ଚଶିକ୍ଷା ସଂସ୍ଥାନ, ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଦ୍ୱାରା ନିୟନ୍ତ୍ରିତ ହେବେ IIT-IIM-NIT

ନୂଆଦିଲ୍ଲୀ:ଜାତୀୟ ଶିକ୍ଷା ନୀତି ୨୦୨୦କୁ ଏବେ ଲାଗୁ କରିବା ଲାଗି ଜୋରଦାର ପ୍ରୟାସ ଚାଲିଛି । ଫଳରେ ଅଲଗା ଅଲଗା ନିୟମ ଆଧାରରେ ପରିଚାଳିତ ହେଉଥିବା ଉଚ୍ଚଶିକ୍ଷା ବିଭାଗକୁ ଏବେ ଗୋଟିଏ ନିୟାମକ ଆଧାରରେ ପରିଚାଳିତ କରାଯିବ…

ଓଡ଼ିଆରେ ନାମଫଳକ ଲେଖାଉ ନ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମ ବିଭାଗର ସୂଚନା

ଭୁବନେଶ୍ୱର: ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ ଅନୁସାରେ ଓଡ଼ିଆରେ ନାମଫଳକ ଲେଖାଉ ନ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ…

ପ୍ରକାଶ ପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା, ଜାଣନ୍ତୁ କେତେ ଛାତ୍ରଛାତ୍ରୀ ହୋଇଛନ୍ତି ମନୋନୀତ

ଭୁବନେଶ୍ୱର: ଯୁକ୍ତ ଦୁଇର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଏଥିରେ ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣାପଡିଛି । କଳାରେ ୪୯ ହଜାର ୭୦ ଜଣ ଛାତ୍ରଛତ୍ରୀ ମନୋନୀତ ହୋଇଛନ୍ତି ।…

ଆୟକର ଭରିବା ସମୟରେ ଆପଣାନ୍ତୁ ନିମ୍ନୋକ୍ତ ସହଜ ଉପାୟ , ଫର୍ମ ୧୬ରେ ଦିଆଯାଇଥିବା ରାଶି ଠାରୁ ଅଧିକ ରିଫଣ୍ଡ ପାଇପାରିବେ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ଆଇଟିଆର୍) ଭରିବାର ଶେଷ ତାରିଖ ରହିଛି ଜୁଲାଇ ୩୧ । ଏ ପର୍ଯ୍ୟନ୍ତ ଅଧାରୁ ଅଧିକ ଲୋକ ଏହି ଆଇଟିଆର୍ ଫାଇଲ୍ କରିନାହାନ୍ତି । ବହୁ ଟିକସଦାତା ରିଟର୍ଣ୍ଣ…

ଟ୍ରେନ ଚାଲିବାର ୧୦ ମିନିଟ ମଧ୍ୟରେ ଯଦି ସିଟ ନ ପାଆନ୍ତି, ତେବେ ଟିକେଟ ହୋଇଯିବ କି ବାତିଲ୍? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଟ୍ରେନରେ, ଯଦି ଆପଣ ନିଜ ବୋର୍ଡିଂ ଷ୍ଟେସନରୁ ୧୦ ମିନିଟ୍ ପରେ ସିଟରେ ସାକ୍ଷାତ ନକରନ୍ତି, ତେବେ ଆପଣଙ୍କ ଟିକେଟ୍ ବାତିଲ ହୋଇପାରେ। ଯଦି ଆପଣ ବର୍ତ୍ତମାନ ନିଜ ଟ୍ରେନରେ ସଂରକ୍ଷିତ ଆସନରେ ବିଳମ୍ବରେ…

ଖୁବଶୀଘ୍ର ପେପରଲେସ୍ ହେବ ଓଡ଼ିଶା ବିଧାନସଭା: ଏଣିକି ସମସ୍ତ କାର୍ଯ୍ୟ ଡିଜିଟାଲରେ ସମ୍ପାଦିତ ହେବ, ବିଧାୟକ ଓ ଅଧିକାରୀଙ୍କୁ ଦିଆଗଲା ପ୍ରଶିକ୍ଷଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଜିଟାଇଜେସନ ପ୍ରାଧାନ୍ୟ ଦେବା ପରିପ୍ରେକ୍ଷୀରେ ଏବେ ପ୍ରତ୍ୟେକ ଜିନିଷକୁ ପେପରଲେସ୍ କରାଯାଉଛି । ତେଣୁ ରାଜ୍ୟ ସରକାରଙ୍କ ମଧ୍ୟ ଏନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଖୁବଶୀଘ୍ର ରାଜ୍ୟ…