Browsing Category
Breaking News
ଆସନ୍ତା ଅକ୍ଟୋବର ସୁଦ୍ଧା ରାଜ୍ୟର ସମସ୍ତ PACS, LAMPS ଓ ସମବାୟ ବ୍ୟାଙ୍କ କମ୍ପ୍ୟୁଟରୀକରଣ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଚାଷୀଙ୍କ ଉନ୍ନତି କରିବାକୁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ବୃହତ…
ଆସନ୍ତାକାଲି ପରିବର୍ତ୍ତେ ଆଜି ହେବ ଯୁକ୍ତ ଦୁଇ ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା
ଭୁବନେଶ୍ୱର: ଯୁକ୍ତ ଦୁଇ ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା ଆସନ୍ତାକାଲି ପରିବର୍ତ୍ତେ ଆଜି ହେବ । ମହରମ ପର୍ବ ପାଇଁ ରାଜ୍ୟ ସରକାର ଆସନ୍ତାକାଲି ଛୁଟି ଘୋଷଣା କରିଥିବାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା…
ଗତ ୨୮ ଦିନ ଧରି ହୋଇପାରି ନାହିଁ ଶ୍ରୀଜୀଉମାନଙ୍କ ବନକଲାଗି ନୀତି, ଜାଣନ୍ତୁ କାହିଁକି
ପୁରୀ: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଗତ ୨୮ ଦିନ ଧରି ହୋଇପାରି ନାହିଁ । ଦତ୍ତ ମହାପାତ୍ର ସେବକ ଏବଂ ଶ୍ରୀମନ୍ଦିର ପ୍ରଶାସନ ଅଲଗା ଅଲଗା ଦିନରେ ବନକଲାଗି ନୀତି କରିବା ପାଇଁ ବିଚାର କରୁଥିବା…
ଆଜି ବିଶ୍ୱ ହେପାଟାଇଟିସ୍ ଦିବସ, ପ୍ରତି ୩୦ ସେକେଣ୍ଡରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟୁଛି
ଆଜି ବିଶ୍ୱ ହେପାଟାଇଟିସ୍ ଦିବସ । ଯକୃତ ବା ଲିଭର୍ ରୋଗ ବିଷୟରେ ଲୋକମାନଙ୍କ ଭିତରେ ସଚେତନ ସୃଷ୍ଟି କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୦ ମସିହାରୁ ଏହି ଦିବସ ପାଳନକରାଯାଉଛି । ପୃଥିବୀରେ ପ୍ରତି ୩୦…
ବଦଳିବ ଦିନିକିଆ ବିଶ୍ୱକପର ଶିଡ୍ୟୁଲ! ଭାରତ-ପାକିସ୍ତାନ ମ୍ୟାଚକୁ ନେଇ BCCIର ବଡ଼ ବୟାନ
ନୂଆଦିଲ୍ଲୀ: ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଭାରତ ଆୟୋଜନ କରୁଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ତେବେ ଏହି ମହାମୁକାବିଲା ଅକ୍ଟୋବର ୧୫ରେ…
ଆଇଫୋନ ଲୋଭରେ ଆଠମାସର ପୁଅକୁ ବିକିଦେଲେ ପିତାମାତା, ଦମ୍ପତ୍ତିଙ୍କ ରିଲ୍ସ ଦେଖିବା ପରେ ଖୋଲିଲା ଗୁମର, ମାଆ ହେଲା ଗିରଫ
ନୂଆଦିଲ୍ଲୀ: ଆଇଫୋନ୍ କିଣିବାର ଲୋଭରେ ପିତାମାତା ସେମାନଙ୍କର ଆଠ ମାସର ପୁଅକୁ ବିକ୍ରି କରିବା ଖବର ସାମ୍ନାକୁ ଆସିଛି। ଦମ୍ପତି ଦାମୀ ଫୋନରୁ ଏକ ସୁନ୍ଦର ରିଲ୍ ତିଆରି କରିବାକୁ ଚାହୁଁଥିଲେ। ଏହି ମାମଲା ପଶ୍ଚିମବଙ୍ଗର…
ଅଗଷ୍ଟ ୧ ରୁ ବଦଳିଯିବ ଏହି ୩ ନିୟମ , ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ
ନୂଆଦିଲ୍ଲୀ: ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଚାରି ଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୧ ରୁ ଟଙ୍କା ସହିତ ଜଡିତ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟ ଉପରେ ସିଧାସଳଖ…
ମାନବ ଇତିହାସରେ ଜୁଲାଇ ୨୦୨୩ ସବୁଠାରୁ ଉତ୍ତପ୍ତ ମାସ, ଆସନ୍ତା ବର୍ଷ ପାଇଁ ବୈଜ୍ଞାନକଙ୍କ ସତର୍କବାଣୀ
ନୂଆଦିଲ୍ଲୀ: ଏହି ବର୍ଷର ଜୁଲାଇ ମାସ ଗତ ୧୦୦ ବର୍ଷ ମଧ୍ୟରେ ରେକର୍ଡ ହିଟ୍ ୱେଭର ସମ୍ମୁଖୀନ ହୋଇଛି । ଏଥି ସହିତ ନାସାର ଜଳବାୟୁ ବିଶେଷଜ୍ଞ ଗୁରୁବାର ଦିନ କହିଛନ୍ତି ଯେ, ଜୁଲାଇ ୨୦୨୩ ସମ୍ଭବତଃ ଶହ ଶହ ନୁହେଁ ବରଂ ହଜାରେ…
ହଠାତ୍ ଜୋରରେ ପବନ ହେତୁ ବୁଡିଗଲା ମୋଟର ଡଙ୍ଗା, ୩୦ ମୃତ
ନୂଆଦିଲ୍ଲୀ: ଫିଲିପାଇନ୍ସର ରାଜଧାନୀ ମନୀଲାରର ରିଜାଲ ପ୍ରାନ୍ତରେ ଥିବା ଏକ ହ୍ରଦରେ ଡଙ୍ଗାବୁଡି ଯିବା ଖବର ସାମ୍ନାକୁ ଆସିଛି । ଏଥିରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପିନ ତଟରକ୍ଷୀ ବାହିନୀ (ପିସିଜି)…
ରାଜ୍ୟର ଡିଗ୍ରୀ କଲେଜରେ ସେଲଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଲାଗିବ କଟକଣା: ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ମନଇଚ୍ଛା ଖୋଲିପାରିବନି ସେଲଫ ଫାଇନାନ୍ସିଂ କୋର୍ସ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କରେ ଲାଗୁହେବ କଟକଣା । ରେଗୁଲାର କୋର୍ସ ସିଟର ସର୍ବାଧିକ ୨୦…