Browsing Category

Breaking News

ଭାରତ ବିପକ୍ଷରେ ନୂଆ ଦଳ ଖେଳିବ ବିଶ୍ୱକପ: ଜିମ୍ବାୱେକୁ ଚକମା ଦେଇ ପାଇଲା ଟିକେଟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବାକୁ ଯାଉଛି ଆଉ ଏକ ନୂଆ ଟିମ୍ । ଟି-୨୦ ବିଶ୍ୱକପରେ ୨୦ତମ ଦଳ ଭାବରେ ସାମିଲ…

୫୧ ହଜାରରୁ ଅଧିକ ନୂଆ ଆଶାୟୀଙ୍କୁ ମିଳିଲା ସରକାରୀ ନିଯୁକ୍ତିର ଆପଏଣ୍ଟମେଣ୍ଟ ଲେଟର, PM ମୋଦୀ ଦେଲେ ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକାଦଶ ନିଯୁକ୍ତି ମେଳାରେ ଦେଶର ୫୧,୦୦୦ ରୁ ଅଧିକ ନୂତନ ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନଭେମ୍ବର ୩୦, ୨୦୨୩ରେ, ପ୍ରଧାନମନ୍ତ୍ରୀ ମୋଦୀ ଅନେକ…

କୋଟାରେ ଆଉ ଏକ ଛାତ୍ର-ଆତ୍ମହତ୍ୟା: ନିଟ ପ୍ରସ୍ତୁତି କରୁଥିବା ସମୟରେ ଫାଶୀ ଦେଇ କଲେ ସୁଇସାଇଡ଼

ରାଜସ୍ଥାନ: କୋଚିଂ ହବ କୋଟାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିଟ ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରୀ ଆଜି ହଷ୍ଟେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଉତ୍ତରପ୍ରଦେଶ…

ଏହି ୩ ଅଭ୍ୟାସ ଥିଲେ ଜୀବନରେ କେବେବି ହୋଇପାରିବେନି ସୁଖୀ

ଈଶ୍ୱରଙ୍କ ଶରଣରେ ଯାଇ ପ୍ରତି ବ୍ୟକ୍ତି ନିଜ ପାଇଁ ସୁଖର କାମନା ହିଁ କରିଥାଏ । କିନ୍ତୁ ୩ ପ୍ରକାର ଲୋକଙ୍କ ଜୀବନରେ ସୁଖ କେବେ ବି ଅଧିକ ସମୟ ରହିପାରେ ନାହିଁ । ବ୍ୟଭିଚାରୀ: ବ୍ୟଭିଚାରୀ ସେହିମାନେ ହୋଇଥାନ୍ତି…

Big Breaking: ଡିସଚାର୍ଜ ହେଲେ ୫ ଓଡ଼ିଆ ଶ୍ରମିକ

ନୂଆଦିଲ୍ଲୀ: ଡାକ୍ତରଖାନାରୁ ଆଜି ଡିସଚାର୍ଜ ହେଲେ ଟନେଲରୁ ଉଦ୍ଧାର କରାଯାଇଥିବା ୫ ଓଡ଼ିଆ ଶ୍ରମିକ । ଋଷିକେଶ ଏମ୍ସ ହସ୍ପିଟାଲରୁ ଆଜି ସେମାନଙ୍କୁ ଡିସଚାର୍ଜ କରାଯାଇଛି । ଏବେ ସେମାନଙ୍କୁ ଋଷିକେଶରୁ ଡେରାଡୁନକୁ…

Indian Air Force ରେ ସାମିଲ ହେବ ‘ପ୍ରଚଣ୍ଡ’ ଶକ୍ତି: ୯୭ ତେଜସ ବିମାନକୁ ମଞ୍ଜୁରୀ, ଶକ୍ତିଶାଳୀ ହେବ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଗକୁ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ଯୁଦ୍ଧ ବିମାନରେ ସଜେଇ ହେବ ଇଣ୍ଡିଆନ୍ ଏୟାର ଫୋର୍ସ । ଦେଶରେ ସୈନ୍ୟ ଏବଂ ସୁରକ୍ଷା ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନିଆଯାଇଛି ଏକ ବଡ଼…

ଡିସେମ୍ବର ୧ରୁ ବଦଳିବ ନିୟମ, ସିମ୍ କାର୍ଡ ଠାରୁ ଏଲ୍‌ପିଜି ପର୍ଯ୍ୟନ୍ତ ଏହିସବୁ କ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ: କାଲି ଠାରୁ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଆରମ୍ଭ ହୋଇଯିବ । ନୂଆବର୍ଷରେ କିଛି ନୂଆ ନିୟମ ବି ଲାଗୁ ହୋଇଯିବ । ଏହି ନୂଆ ନିୟମ ଆପଣଙ୍କ ପକେଟ୍ ସହିତ ଆପଣଙ୍କ ଜୀବନ ଉପରେ ବି ପ୍ରଭାବ ପକାଇବ । ଏହି…

ଆଉ କରିବାକୁ ପଡିବନି ଅପେକ୍ଷା, ଗୋଟିଏ ଘଣ୍ଟା ପୂର୍ବରୁ ଜଣାପଡିବ ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଏକଜିଟ୍ ପୋଲ୍ ଦେଖାଇବାର ସମୟକୁ ନେଇ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ନୂତନ ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର ୩୦ ରେ ଅପରାହ୍ନ ୫.୩୦ ରୁ ଏକଜିଟ୍ ପୋଲ୍ ଦେଖାଯାଇପାରିବ। ଏହାପୂର୍ବରୁ,…

Big Breaking ଡିସେମ୍ବର ୩ ତାରିଖରେ ହେବ ବାତ୍ୟା: ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର: ଆସନ୍ତା ୩ ତାରିଖରେ ଆସୁଛି ଏକ ବଡ଼ ବାତ୍ୟା । ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା…

ପେପର ଲିକ ପାଇଁ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ: ଆଜୀବନ ଜେଲ ସାଙ୍ଗକୁ ୧୦ କୋଟି ଦେବାକୁ ପଡିବ ଜରିମାନା

ରାଞ୍ଚି : ଝାଡଖଣ୍ଡରୁ ଏକ ବଡ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ପେପର ଲିକ୍ ବନ୍ଦ କରିବା ଏବଂ ଝାଡ଼ଖଣ୍ଡରେ ପ୍ରତିଯୋଗିତାମୂଳକ ପରୀକ୍ଷାର ନକଲ ପାଇଁ କଠୋର ନିୟମ ଲାଗୁ କରାଯାଇଛି। ଗତ ଅଗଷ୍ଟରେ ବିଧାନସଭା ଦ୍ୱାରା…