Browsing Category
Breaking News
ବାବା ବୈଖନାଥଙ୍କୁ ପୂଜା କରି ବଞ୍ଚିଲା ୪୧ ଜୀବନ: ଜାଣନ୍ତୁ କାହିଁକି ଏପରି କହିଲେ ସ୍ଥାନୀୟ ଲୋକେ
ନୂଆଦିଲ୍ଲୀ: ୧୭ ଦିନ ସୁଡ଼ଙ୍ଗରେ ରହିବା ପରେ ଶେଷରେ ଆଜି ବାହାରକୁ ଆସିଛନ୍ତି ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସିଥିବା ଶ୍ରମିକ । ପ୍ରାୟ ୧୭ ଦିନଧରି ଉଦ୍ଧାରକାରୀ ଦଳର ଅଦମ୍ୟ ଚେଷ୍ଟା ପରେ ଶେଷରେ ଏହି ରେସ୍କ୍ୟୁ ମିଶନ…
ଓଡିଶାରେ ଚାକିରି: ଦଶମ ଫେଲ ହୋଇଥିଲେ ବି ଅସୁବିଧା ନାହିଁ, ତୁରନ୍ତ ଆବେଦନ କରନ୍ତୁ
ଭୁବନେଶ୍ୱର: ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ଖୁସି ଖବର। Nilachal Seva Pratisthan(NSP) ପକ୍ଷରୁ ବିଭିନ୍ନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେନେଇ ଆବେଦନ ପ୍ରକ୍ରିୟା ଆରମ୍ଭ…
ଓଡ଼ିଶା ପାଇଁ ଖୁସି ଖବର: ଟନେଲରୁ ବାହାରିଲେ ୫ ଓଡ଼ିଆ ଶ୍ରମିକ
ନୂଆଦିଲ୍ଲୀ: ୧୭ ଦିନ ଟନେଲରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି । ପ୍ରଥମେ ଏଥିରୁ ୨ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ବାହାରିବା ନେଇ ଶ୍ରମିକଙ୍କ ଘରକୁ ଖବର ଆସି ପହଁଚିଛି ।…
ସଫଳ ହେଲା ମିଶନ ୪୧: ସୁଡ଼ଙ୍ଗରୁ ବାହାରିବା ପରେ ତୁରନ୍ତ ଶ୍ରମିକଙ୍କୁ ନିଆଯାଉଛି ମେଡ଼ିକାଲ
ଉତ୍ତରାଖଣ୍ଡ: ଶେଷ ହୋଇଛି ଦୀର୍ଘ ୧୭ ଦିନର ପ୍ରତୀକ୍ଷା । ଶେଷରେ ଉଦ୍ଧାର ହୋଇଛନ୍ତି ଫସିଥିବା ୪୧ ଶ୍ରମିକ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସିଥିବା ଶ୍ରମିକମାନଙ୍କୁ ଆଜି ଶେଷରେ ଉଦ୍ଧାର କରାଯାଇଛି । ତେବେ ସେମାନଙ୍କୁ…
ସଫଳ ହେଲା ଉଦ୍ଧାର କାର୍ଯ୍ୟ: ପଦାକୁ ଆସିବା ପରେ ‘ଭାରତ ମାତା କି ଜୟ’ର ସ୍ଲୋଗାନ ଦେଲେ ଶ୍ରମିକ
ନୂଆଦିଲ୍ଲୀ: ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର କାର୍ଯ୍ୟ ଆଜି ସଫଳ ହୋଇଛି। ୧୭ ଦିନ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଏକ ବଡ଼ ସଫଳତା ହାସଲ କରାଯାଇଛି। ସୁଡ଼ଙ୍ଗରେ ଫସି…
ଉତ୍ତରକାଶୀ ଟନେଲରେ କେଉଁ ରାଜ୍ୟରୁ କେତେ ଶ୍ରମିକ ଫସି ରହିଛନ୍ତି?
ଉତ୍ତରକାଶୀ: ଆଜକୁ ୧୭ ଦିନ ହେଲାଣି କାଳ କୋଠରୀ ଭିତରେ ବନ୍ଦୀ ହୋଇ ରହିଛନ୍ତି ବିଭିନ୍ନ ରାଜ୍ୟର ୪୧ ଜଣ ଶ୍ରମିକ। ଉଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଇଥିବା ସତ୍ତ୍ୱେ ବି ଏ ପର୍ୟ୍ୟନ୍ତ ଜଣେ ହେଲେ ବି ଶ୍ରମିକ…
ଚୀନରେ ଶିଶୁଙ୍କଠାରେ ବ୍ୟାପୁଛି ରହସ୍ୟମୟ ରୋଗ, ଏନେଇ ନିର୍ଦ୍ଦେଶନାମା ଜାରି କଲେ ଭାରତ ସରକାର
ନୂଆଦିଲ୍ଲୀ: ଜୟପୁର ରାଜସ୍ଥାନର ମେଡିକାଲ ଏବଂ ସ୍ୱାସ୍ଥ୍ୟ ବିଭାଗ ଚୀନରେ ପିଲାମାନଙ୍କ ମଧ୍ୟରେ ବ୍ୟାପିଥିବା ରହସ୍ୟମୟ ରୋଗ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି। ଶିଶୁମାନଙ୍କଠାରେ ନିମୋନିଆ ଏବଂ ଇନ୍ଫ୍ଲୁଏଞ୍ଜା…
( Video) ଠେଙ୍ଗାକୁ ଡରିଲା ବନ୍ଧୁକ! ଗୁଳି ଚଳାଇବାକୁ ଆସିଥିଲେ ଦୁର୍ବୃତ୍ତ, ବାଡ଼ି ଦେଖି ଦୌଡ଼ିଲେ
ହରିୟାଣା: ବନ୍ଧୁକଧାରୀଙ୍କ ବନ୍ଧୁକ ଉପରେ ଭାରି ପଡ଼ିଛି ଲାଠି ପାହାରର ଭୟ । ହରିୟାଣାର ଭିବାନୀ ଜିଲ୍ଲାରୁ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ବନ୍ଧୁକଧାରୀ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି…
YouTubeରେ ସବସ୍କ୍ରାଇବର ବଢାଇବା ପାଇଁ ଆପଣାନ୍ତୁ ଏହି ଉପାୟ, ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା
ନୂଆଦିଲ୍ଲୀ : ଯଦି ଆପଣ ୟୁଟ୍ୟୁବରେ ସବସ୍କ୍ରାଇବର ବଢାଇବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ଅଟେ । ଆଜିକାଲି ଲୋକେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ ଟ୍ୟାଲେଣ୍ଟ ଦେଖାଉଛନ୍ତି । ସୋସିଆଲ ମିଡିଆରେ…
ବନ୍ଧା ହେଲେ IIC, ଘରୁ ବିପୁଳ ଟଙ୍କା ବାହାରିବା ପରେ ଗିରଫ କଲା ଭିଜିଲାନ୍ସ ବିଭାଗ
ଓଡିଶା ଭାସ୍କର: ଗିରଫ ହେଲେ ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ। ଘରୁ ବିପୁଳ ଟଙ୍କା ବାହାରିବା ପରେ ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ସୁଶାନ୍ତଙ୍କ ମୋଟ ୩୭ ଲକ୍ଷ…