Browsing Category
Breaking News
ଦୀର୍ଘ ସାଢେ ୩ ବର୍ଷ ପରେ ଘରକୁ ଫେରିଲା ଝିଅ, ବାପା-ମାଆଙ୍କ ଖୁସି କହିଲେ ନ ସରେ
କଟକ: ଝାଡ଼ଖଣ୍ଡର ନାବାଳିକା କଟକରେ ଉଦ୍ଧାର ହୋଇଛି। ସାଢେ ୩ ବର୍ଷ ପରେ ବାପା-ମାଆଙ୍କ ପାଖକୁ ଫେରିଲା ଝିଅ। ୨୦୨୨ରେ ଆରପିଏଫ ପକ୍ଷରୁ ନାବାଳିକା ଉଦ୍ଧାର ହୋଇଥିଲେ। କଟକ ଶିଶୁ କଲ୍ୟାଣ ସମିତି ପାଖରେ ନାବାଳିକାକୁ…
ଭାଙ୍ଗିଲା ଯୋରନ୍ଦା ମହିମା ଗାଦି ଦଧିନଉତି
ଢେଙ୍କାନାଳ: ବଜ୍ରାଘାତରେ ଭାଙ୍ଗିଗଲା ମହିମା ଗାଦିର ଦଧିନଉତି। ଯୋରନ୍ଦା ମହିମା ଗାଦିର ଦଧିନଉତି ଭାଙ୍ଗିଯାଇଛି। ମୁଖ୍ୟ ଗାଦି ମନ୍ଦିରର ପୂର୍ବ ମୁଖଶାଳା ଦଧିନଉତି ଭାଙ୍ଗିଯାଇଛି।
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା…
ଏହି ସ୍ଥାନରେ ଅଙ୍ଗନୱାଡିରେ ୧୭,୪୭୭ ପଦବୀ ପାଇଁ ହେବ ଭର୍ତ୍ତି, ୧୨ଶ ପାସ୍ ମହିଳା କରନ୍ତୁ ଆବେଦନ
ମଧ୍ୟପ୍ରଦେଶର ମହିଳା ଓ ଶିଶୁ ବିକାଶ ବିଭାଗ (ଡବ୍ଲ୍ୟୁସିଡି ଏମପି) ୨୦୨୫ ପାଇଁ ଅଙ୍ଗନୱାଡି ସହାୟିକା ଓ କର୍ମୀ ପଦବୀରେ ୧୭,୪୭୭ ଖାଲିପଦ ପୂରଣ କରିବା ଲାଗି ବିଜ୍ଞପ୍ତି ଜାରି କରିଛି। ୧୨ଶ ଶ୍ରେଣୀ ପାସ୍ କରିଥିବା…
ବିରଜା ପୀଠରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ, ୨ ଦୁର୍ବୃତ୍ତଙ୍କ ନା’ରେ ଅଭିଯୋଗ
ଦଶରଥପୁର: ଦିଲ୍ଲୀରୁ ଆସିଥିବା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ସାମ୍ନାକୁ ଆସିଛି । ଓଡ଼ିଶା ବୁଲିବାକୁ ଆସିଥିବାବେଳେ ଅସଦାଚରଣ କରିଥିବା ସୂଚନା ।
ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ଅସଦାଚରଣ । ୨ ଦୁର୍ବୃତ୍ତ…
ରାଜ୍ୟପାଳଙ୍କ ଉଦ୍ବେଗ, କହିଲେ ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍ ସୁବିଧା ଜାଣି ନାହାନ୍ତି
ଭୁବନେଶ୍ବର: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ଆଜି ରାଜ୍ୟପାଳ ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଜନ ହିତକର ଯୋଜନା ବିଷୟରେ ସରକାରୀ ଅଧିକାରୀ ମଧ୍ୟ ଅଜ୍ଞ ବୋଲି କହିଛନ୍ତି ରାଜ୍ୟପାଳ ।
ସରକାରୀ ଯୋଜନାରେ…
ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ତଳେ ଚାପି ହେଲା ସମର୍ଥକ, ଜଗନ ମୋହନ ରେଡ୍ଡୀଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା
ଗୁଣ୍ଟୁର: ଆନ୍ଧ୍ର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଓ୍ୱାଇଏସଆର କଂଗ୍ରେସ ପାର୍ଟି (YSRCP) ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ଗାଡ଼ି ତଳେ ଚାପି ହୋଇ ଜଣେ ସମର୍ଥକଙ୍କ ମୃତ୍ୟୁ ଘଟଣାରେ ପୁଲିସ ତାଙ୍କ ସମେତ ୬ ଜଣଙ୍କ…
ରାଜ୍ୟ ପାଳିବ ‘ସମ୍ବିଧାନ ହତ୍ୟା ଦିବସ’ ଉଚ୍ଚଶିକ୍ଷାନୁଷ୍ଠାନକୁ ବିଭାଗ ପକ୍ଷରୁ ହୋଇଛି ଚିଠି
ଭୁବନେଶ୍ୱର: ରାଜ୍ୟରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ । କଲେଜ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ ।
ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର, ପ୍ରିନ୍ସିପାଲଙ୍କୁ…
ଗୋପାଳପୁର ଦୁଷ୍କର୍ମ ମାମଲା: ଦେଢ଼ ଘଣ୍ଟା କାଳ ଯୁବତୀଙ୍କୁ ଦେଲେ ଯନ୍ତ୍ରଣା! ମୋବାଇଲରେ ଭିଡିଓ କଲେ ଅଭିଯୁକ୍ତ
ଗଞ୍ଜାମ: ଗୋପାଳପୁର ଗଣଦୁର୍ଷମ ମାମଲାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମାମଲା ସଂକ୍ରାନ୍ତରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି ସିଏଡବ୍ଲ୍ୟୁ ।
ରିପୋର୍ଟ ଦାଖଲବେଳେ କ୍ରାଇମବ୍ରାଞ୍ଚ ଡିଜୁି…
ସରକାରଙ୍କୁ ‘ଲଭର୍ସ ପଏଣ୍ଟ’ ଚିନ୍ତା
ଗୋପାଳପୁର: ଗୋପାଳପୁର ଦୁଷ୍କର୍ମ ଘଟଣା ପରେ 'ଲଭର୍ସ ପଏଣ୍ଟ'କୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଏହାର ସୁରକ୍ଷା ପାଇଁ ଦୁଇ ଥର ବୈଠକ ବସି ସାରିଥିବାବେଳେ ଏହାକୁ ନେଇ ଗୁରୁତ୍ୱ ଦେଉଛୁ ବୋଲି ସୂଚନା ଦେଇଛନ୍ତି…
ଆମ୍ ଆଦମୀ ପାର୍ଟି ଗୁଜରାଟର ବିସାବଦାର ଉପନିର୍ବାଚନରେ ବିଜୟୀ, ନିଜ ରାଜ୍ୟରେ ପରାଜୟର ସାମ୍ନା କଲେ ମୋଦି
ଅହମଦାବାଦ: ଆମ୍ ଆଦମୀ ପାର୍ଟି (ଏଏପି) ଗୁଜରାଟର ବିସାବଦାର ବିଧାନସଭା ଉପନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛି। ଏଏପିର ପୂର୍ବତନ ରାଜ୍ୟ ସଭାପତି ଗୋପାଳ ଇଟାଲିଆ ବିଜେପିର ପୂର୍ବତନ ଜିଲ୍ଲା ସଭାପତି କିରିଟ ପଟେଲଙ୍କୁ…